@BKJD_Odisha Profile picture

Biju Krushak Janata Dal

@BKJD_Odisha

Similar User
Sulochana Das photo

@Sulochana_Apa

PRAMILA MALIK 🇮🇳 photo

@Pramila_Odisha

Tukuni Sahu photo

@TukuniSahu

BCJD photo

@odishabcjd

Pritiranjan Gharai photo

@PritiranjanBJD

Debesh Acharya photo

@debesh_bjd

Biju Yuva Janta Dal photo

@BYJD_Odisha

Sarmistha Sethi photo

@SarmisthaSethi

ଡ଼ଃ ସସ୍ମିତ ପାତ୍ର I Dr. Sasmit Patra photo

@sasmitpatra

Debashish Samantaray photo

@debashish_mla

Pinaki Misra photo

@OfPinaki

Naveenism photo

@NaveenismOdisha

Chandra Sarathi photo

@chandra_sarathi

JIBAN BINDU photo

@jibanbindu

Dr. Amar Patnaik photo

@Amar4Odisha

Biju Krushak Janata Dal Reposted

The stigma of #COVID19 inflicts greater misery on the people affected by corona. Let us not add to their plight by making them unwanted. Our empathy and compassion for the affected will turn the tide in this war against the pandemic. #OdishaFightsCorona

Tweet Image 1

Biju Krushak Janata Dal Reposted

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଚୀନ ସେନାର କଡା ମୁକାବିଲା ପାଇଁ ୧୯୬୨ରେ ଗଠିତ 'ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ' ବର୍ତ୍ତମାନ ମଧ୍ୟ ଦେଶ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଚୀନସେନା ଅଧିକୃତ ପାର୍ବତ୍ୟାଞ୍ଚଳକୁ ମୁକ୍ତ କରିବାରେ ବିଜୁବାବୁଙ୍କ ରଣନୀତି ଏବେ ସଫଳ ସାବ୍ୟସ୍ତ ହେଉଛି। ସୌ-ସମାଜ

Tweet Image 1

Biju Krushak Janata Dal Reposted

In a momentous occasion in our fight against #COVID19, #Odisha has crossed one lakh recoveries. Salute to thousands of health workers and #CovidWarriors who have sacrificed hugely and worked with unflinching dedication to save precious lives. #OdishaFightsBack

Tweet Image 1

Biju Krushak Janata Dal Reposted

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ୍ ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦିତ ହୋଇଛି। ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। #HeritageCabinet

Tweet Image 1

Biju Krushak Janata Dal Reposted

Undertook an aerial survey of flood affected areas. #OdishaFlood has waterlogged many districts, marooned many villages, agricultural crops, damaged houses, disrupted roads and other infrastructure. Expeditious steps are being taken to restore normal life in flood affected areas.

Tweet Image 1
Tweet Image 2
Tweet Image 3

Biju Krushak Janata Dal Reposted

#Odisha is one of the few states in the country which have scaled up #PlasmaTherapy for the treatment of critical #COVID19 patients. The State has made functional six plasma banks to ensure treatment for all those in need. #OdishaLeadsCovidFight

Tweet Image 1

Biju Krushak Janata Dal Reposted

ସଭାପତି ତଥା ମୁଖ୍ୟମନ୍ତ୍ରୀ @Naveen_Odisha ନିଟ୍-ଜେଇଇ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ମାଗଣା ଯାତାୟତ ଓ ରହିବାର ସୁବ୍ୟବସ୍ଥା କରିଛନ୍ତି। ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ଯାନର ବ୍ୟବସ୍ଥା ହୋଇଥିବା ବେଳେ ଆବଶ୍ୟକ ସହାୟତା ବିଷୟରେ ୩୧ ଅଗଷ୍ଟ ସୁଦ୍ଧା ଜଣାଇବାକୁ ନୋଡାଲ ଅଧିକାରୀଙ୍କ ଫୋନ୍ ନମ୍ବର ଜାରି ହେଇଛି। #OdishaCares

Tweet Image 1

ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ ସମୟ ଆଉ ମାତ୍ର ୫ ଦିନ ରହିଲା । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଠିକ୍ ସମୟରେ ଶେଷ କରିବାକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଓ କୃଷକଙ୍କୁ ସଶକ୍ତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ।

Tweet Image 1

କୃଷକଙ୍କୁ ସଶକ୍ତ ଏବଂ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାର ସର୍ବଦା ଚେଷ୍ଟାରତ । ଚାଷୀ ଭାଇ ପ୍ରତ୍ୟେକ ଚାଷରୁ କିଭଳି ଲାଭବାନ ହୋଇପାରିବ ସେଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଚାଷୀ ଭାଇମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଚାଷ ପାଇଁ ସୂଚନା ଦିଆଯାଉଛି । ଆଜି କୃଷି ବିଭାଗ ତରଫରୁ ପିଆଜ ଚାଷର ସମସ୍ତ ତଥ୍ୟ ଏଠାରେ ଦିଆଯାଇଛି ।


Biju Krushak Janata Dal Reposted

ସ୍ବାବଲମ୍ବୀ କରାଇଛି ମୋ ପୋଖରୀ ।@krushibibhag

Tweet Image 1

Biju Krushak Janata Dal Reposted

ଯେଉଁ ମାଆ'ଙ୍କ ପାଖରେ ମୁଁ ଏଇ ଧାନ ବିଲରେ ଠିଆ ହୋଇଛି - ଏହା ତାଙ୍କର ନିଜ ଜମି । ତାଙ୍କୁ ମୋର ଶତଶତ ପ୍ରଣାମ - - - । @CMO_Odisha @Naveen_Odisha @krushibibhag @farddept @Horticultureod1

Tweet Image 1

ସରକାରୀ ଯୋଜନା ଲୋକଙ୍କ ପାଖରେ ପହଁଚିବା ଦରକାର । ଏହାଦ୍ୱାରା ଲୋକମାନେ ବହୁଳ ଭାବେ ଉପକୃତ ହୋଇପାରିବେ । ମୋ ପୋଖରୀ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରଥମେ ଲୋକମାନେ ପଛଘୁଞ୍ଚା ଦେଉଥିଲେ। ଏବେ ଏହାର କାର୍ଯ୍ୟକାରିତା ବିଷୟରେ ଜାଣିବା ପରେ ଲୋକମାନେ ଆଗଭର ହେଉଛନ୍ତି। ଯାହାଦ୍ୱାରା ମାଛ ଚାଷ ଓ ଅନ୍ୟାନ୍ୟ ଚାଷ କରି ଚାଷୀ ଉପକୃତ ହୋଇପାରିବେ।

ସ୍ବାବଲମ୍ବୀ କରାଇଛି ମୋ ପୋଖରୀ ।@krushibibhag

Tweet Image 1


ବୃତ୍ତି ତାଙ୍କର ଅଧ୍ୟାପନା ହେଲେ ନିଶା ଗଛ ଲଗାଇବା ଏବଂ ପରିବେଶ ସୁରକ୍ଷା । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ଗ୍ରାମର ହୃଷିକେଶ ପ୍ରଧାନ । ସେ ଏବେ ସରକାରୀ ଜମିରେ ୩୫୦ ରୁ ଉର୍ଦ୍ଧ୍ବ ଫଳନ୍ତି ଗଛ ଲଗେଇ କୃଷି ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ।

Tweet Image 1

Biju Krushak Janata Dal Reposted

To meet nutritional needs of pre-school children, Odisha has started a pilot project in Sundergarh to distribute millet laddoos, spirulina sugar & chikki among them. An MoU signed with the Centre for Nutrition, Mysuru for technical support on spirulina. newindianexpress.com/states/odisha/…


Loading...

Something went wrong.


Something went wrong.