@MSSSundargarh Profile picture

Mahila Sangram Samiti, Sundargarh

@MSSSundargarh

YOU MAY NOT CONTROL ALL THE EVENTS THAT HAPPEN TO YOU, BUT YOU CAN DECIDE NOT TO BE REDUCED BY THEM.

Similar User
12 Baje 12 minute photo

@12_baje

Atmashakti Trust photo

@Atmashakti3

MJSM & JSM Kandhamal photo

@JSMKandhamal

Odisha Shramajeebee Mancha photo

@OSM91165819

SJS & MSJS, Malkangiri photo

@sharmjeebi

NVS KALAHANDI photo

@KalahandiNvs

JJM, MAYURBHANJ photo

@JjmMayurbhanj

Lok Unnati Sangathan photo

@LokUnnati

Mahila Shramajeebee Mancha, Odisha photo

@MSMO40845837

Loka Bikash Mancha Koraput photo

@Lokabikashmanc1

Sharamajeebee Bikash Mancha, Nuapada photo

@BikashMancha

Mahila Jana Sangharsha Samiti, Sambalpur photo

@MJSSSambalpur

Jitendra Khila photo

@JitendraKhila1

Laxmidhar Singh photo

@LaxmidharSingh8

Sangram Samiti Jharsuguda photo

@SSJharsuguda

ଆଦିବାସୀ ନେତା ବିର୍ଷା ମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ | ଗ୍ରାମ -ହୁଟୁପାନି ଓ ପାଇକବାହାଲ,ପଞ୍ଚାୟତ -କୁରୁମକେଲ, ବ୍ଲକ-ସବଡେଗା,ଜିଲ୍ଲା -ସୁନ୍ଦରଗଡ଼ |#BirsaMunda150 #birshamundajayanti @DMSundargarh @SubdegaS #12baje12minute

Tweet Image 1
Tweet Image 2
Tweet Image 3
Tweet Image 4

ବାଳ ଗ୍ରାମସଭା ଗ୍ରାମ -ହୁଟୁପାନି,ପଞ୍ଚାୟତ -କୁରୁମକେଲ, ବ୍ଲକ - ସବଡେଗା ଜିଲ୍ଲା- ସୁନ୍ଦରଗଡ.#balgramsabha #childright #Educationforall #Educationcannotwait #backtoschool #QualityEducation @Education2030UN @odishaRTE @SMEOdisha @DMSundargarh @SubdegaS @CMO_Odisha

Tweet Image 1
Tweet Image 2
Tweet Image 3
Tweet Image 4

Well Come to Our New BDO Block Subdega, Dist Sundargarh

Tweet Image 1
Tweet Image 2

ବିଦ୍ୟାଳୟ ରେ ପାଚେରୀ ନଥିଲା,ଶ୍ରେଣୀ ଗୃହ ଛାତ ଓ ରୋଷେଇ ଗୃହ ଭାଙ୍ଗି ଯାଇଥିଲା, ସ୍କୁଲ କମିଟି ଚେୟାରମେନ ଦିଲ୍ଲୀପ ଵାଡ଼ାଇକ ଟ୍ୱିଟର ଦ୍ୱାରା ଜଣାଇଥିଲେ ବର୍ତ୍ତମାନ ପଚେରୀ ହୋଇଯାଇଛି ଓ ଶ୍ରେଣୀ ଗୃହ, ରୋଷେଇ ଗୃହ ମରାମତି ହୋଇଯାଇଛି | ପ୍ରଶାସନ ଙ୍କୁ କମିଟି ଧନ୍ୟବାଦ ଜଣାଇଛନ୍ତି |@Education2030UN @odishaRTE @SMEOdisha

Tweet Image 2

ପିଇବା ପାଣି ପାଇଁ ଗ୍ରାମବାସୀ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି, ତୁରନ୍ତ ନଳକୂଅ ମରାମତି କରାଯାଉ | ଗ୍ରାମ କିରାଲଗା ବସ୍ତି, ପଞ୍ଚାୟତ କିରାଲଗା ବ୍ଲକ ସବଡେଗା ଜିଲ୍ଲା ସୁନ୍ଦରଗଡ଼ |@PRDeptOdisha @OdishawaterSafewater #CleanWater @DMSundargarh @SubdegaS


ବାଲଗ୍ରାମସଭା କରିବା ନିମନ୍ତେ ହେମଗିର ବ୍ଲକ ଙ୍କ ସହ ଆଲୋଚନା ସହ ଚିଠି ପ୍ରଦାନ |@bdohemgir @DMSundargarh @12_baje @SMEOdisha

Tweet Image 1
Tweet Image 2

70 ପରିବାର ଏକ ମାସରୁ ଅନ୍ଧାରରେ ରହୁଛନ୍ତି | ତୁରନ୍ତ ଟ୍ରସନ୍ସଫର୍ମର ମରାମତି କାରାଯାଉ |ଗ୍ରାମ ତେନ୍ତୁଳିଝରିଆ (କିତାପେଡି )ପଞ୍ଚାୟତ କୁରୁମକେଲ, ବ୍ଲକ ସବଡେଗା, ଜିଲ୍ଲା ସୁନ୍ଦରଗଡ଼ |@CMO_Odisha @DMSundargarh @SubdegaS @TPWesternOdisha


Sir, Farmers are waiting! We requested 10 kg of seeds from the govt by the 1st week of November for 2nd-crop farming. Timely seed supply is crucial! 🌱 @krushibibhag @KVSinghDeo1 @arvindpadhee #EmpowerFarmers #seeds #FarmersSupport #SecondCrop @CMO_Odisha @SecyChief


ଅନ୍ତର୍ଜାତୀୟ ଶିଶୁ ବାଳିକା ଦିବସ ପାଳନ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ପଞ୍ଚାୟତ କିରାଲଗା,ବ୍ଲକ ସବଡେଗା, ଜିଲ୍ଲା ସୁନ୍ଦରଗଡ଼ |#GirlsCan #EmpowerHer #GenderEquality #DayoftheGirl" #InternationalDayOfTheGirl @DMSundargarh @SubdegaS

Tweet Image 1
Tweet Image 2
Tweet Image 3
Tweet Image 4

ବୁଡ଼ାଝରିଆ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ଘରୁ ବୋତଲରେ ପାଣି ଆଣି ପିଉଥିଲେ, ବର୍ତ୍ତମାନ ପାଣି ସମସ୍ୟା ସମାଧାନ ହୋଇଯାଇଛି |ସ୍କୁଲ ପିଲା ଓ ରୋଷେଇଆ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି | ପଞ୍ଚାୟତ ଡୁରୁବଗା ବ୍ଲକ ହେମଗିର ଜିଲ୍ଲା ସୁନ୍ଦରଗଡ଼ |@PRDeptOdisha @OdishaWater #Safewater #CleanWater @DMSundargarh @bdohemgir


On #GandhiJayanti, the Special Gram Sabha offers a chance for rural communities to voice their challenges and discuss sustainable solutions at the Gram Panchayat level. Let’s strengthen the path toward #SustainableGrowth in #RuralOdisha. #CommunityAction #GramSabha

Tweet Image 1
Tweet Image 2
Tweet Image 3

"ପଡ଼ିଆ ରୁ ବଢ଼ିଆ" ମେଳା – An initiative to Empowering rural Odisha's farmers with expert guidance for #SecondCropping. Let’s unite to #EmpowerWomenFarmers for better yields and #SustainableAgriculture in Odisha. @krushibibhag @CMO_Odisha @KVSinghDeo1 @DMSundargarh @tangarpali

Tweet Image 1
Tweet Image 2
Tweet Image 3
Tweet Image 4

On #GandhiJayanti the Special Gram Sabha offers a chance for rural communities to voice their challenges and discuss sustainable solutions at the Gram Panchayat level Let’s strengthen the path toward #SustainableGrowth in #RuralOdisha. #CommunityAction #GramSabha @DMSundargarh

Tweet Image 1
Tweet Image 2
Tweet Image 3
Tweet Image 4

"ପଡ଼ିଆ ରୁ ବଢ଼ିଆ" ମେଳା – An initiative to Empowering rural Odisha's farmers with expert guidance for #SecondCropping. Let’s unite to #EmpowerWomenFarmers for better yields and #SustainableAgriculture in Odisha. @krushibibhag @CMO_Odisha @KVSinghDeo1 @DMSundargarh @bdohemgir

Tweet Image 1
Tweet Image 2
Tweet Image 3
Tweet Image 4

ନଳକୂଅ ପାଣି ଅତ୍ୟନ୍ତ ଗୋଳିଆ,ଟୋଟାଳି ପିଇବା ଯୋଗ୍ୟ ନୁହଁ, ସୋଲାର ପାଣିପମ୍ପର ମରାମତି ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି |ଗ୍ରାମ ସାଗଜୋର, ପଞ୍ଚାୟତ ଟାଙ୍ଗରଗାଁ,ବ୍ଲକ ସବଡେଗା, ଜିଲ୍ଲା ସୁନ୍ଦରଗଡ଼ |@PRDeptOdisha @DMSundargarh @SubdegaS @OdishaWater #Safewater #CleanWater


ପଙ୍କଜିନୀ କୁମସିଂ ଜଣେ ମହିଳାଚାଷୀ ଗ୍ରାମ କେପସେ ପଞ୍ଚାୟତ କିରିପସେରା ବ୍ଲକ ଟାଙ୍ଗରପାଲି ଜିଲ୍ଲା ସୁନ୍ଦରଗଡ ଗତ ବର୍ଷ ରବି ଫସଲ ରେ ସୋରିଷ ଚାଷ କରି ଲାଭବାନ ହୋଇଛନ୍ତି, ଏବର୍ଷ 15 ଅକ୍ଟୋବର ସୁଦ୍ଧା ସୋରିଷ ବିହନ ଯୋଗାଇଦେଲେ 3 ଏକର ଜମି ରେ ଚାଷ କରିବା ପାଇଁ ଇଛୁକ ଅଛନ୍ତି |#agriculture #FarmersSupport #EmpowerFarmers #seeds


ସୁଭଦ୍ରା କାଲୋ ଜଣେ 80 ବର୍ଷୀୟା ଅସହାୟ ଗରିବ ଵୃଦ୍ଧା, ସେ ଏବେ ଯାଏ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି, ସମସ୍ୟା ର ତଦନ୍ତ କରି ଅତି ଶୀଘ୍ର ଭତ୍ତା ଦେବା ପାଇଁ ବ୍ୟବସ୍ଥା କାରାଯାଉ |ଗ୍ରାମ କୁରଲୁଡ଼ିହି ପଞ୍ଚାୟତ ହେମଗିର ବ୍ଲକ ହେମଗିର ଜିଲ୍ଲା ସୁନ୍ଦରଗଡ଼ |@SSEPD2 @givepensions @IPR_Odisha @FdOdisha


Loading...

Something went wrong.


Something went wrong.