@JjmMayurbhanj Profile picture

JJM, MAYURBHANJ

@JjmMayurbhanj

ପର ଦୁଃଖ ଦେଖି କାନ୍ଦେ ଯା ପରାଣ ମହତ ମଣିଷ ସେହି ମାନବ ସେବା ଲାଗି ଦିଏ ଯେ ଜୀବନ ତା ଠାରୁ ବଡ଼ କେ ନାହିଁ - ଜନ ଜାଗୃତି ମଞ୍ଚ ମୟୂରଭଞ୍ଜ

Similar User
12 Baje 12 minute photo

@12_baje

Atmashakti Trust photo

@Atmashakti3

Odisha Shramajeebee Mancha photo

@OSM91165819

MJSM & JSM Kandhamal photo

@JSMKandhamal

NVS KALAHANDI photo

@KalahandiNvs

Lok Unnati Sangathan photo

@LokUnnati

SJS & MSJS, Malkangiri photo

@sharmjeebi

Mahila Shramajeebee Mancha, Odisha photo

@MSMO40845837

Mahila Jana Sangharsha Samiti, Sambalpur photo

@MJSSSambalpur

Goutam Mohapatra photo

@GoutamM11572585

Jitendra Khila photo

@JitendraKhila1

Mahila Sangram Samiti, Sundargarh photo

@MSSSundargarh

Upendra Mahananda photo

@UpendraMahanan6

Loka Bikash Mancha Koraput photo

@Lokabikashmanc1

Rupai Baskey photo

@baskey_rupai

Pinned

ନୟାଦସିଶୋଳ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପାଇଖାନା, ରୋଷେଇ ଗୃହ, ପାଚେରୀ, କାର୍ଯ୍ୟାଳୟ ଘର, ପାଣି, ଖେଳ ପଡିଆ ସମସ୍ୟା ରହିଛି। ତେଣୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ ତୁରନ୍ତ ଦୃଷ୍ଟି ଦିଅନ୍ତୁ । @OSEPA_Official @SMEOdisha @BDO_Bangriposi @bangriposi25228 @DM_Mayurbhanj @mpnabamajhi #SchoolInfrastructure


JJM, MAYURBHANJ Reposted

Dear Sir, The primary school in Kenduamundi village, Mayurbhanj district, lacks essential tables and benches, has no access to drinking water, and its kitchen and classrooms require urgent repairs. We request the government to address these issues promptly. #ActNow


JJM, MAYURBHANJ Reposted

ଲୋକ ବିକାଶ ମଞ୍ଚର କର୍ମକର୍ତ୍ତା ମାନେ, କୋରାପୁଟ ଜିଲ୍ଲା ରେ PESA act, କାର୍ଯ୍ୟକାରୀ ନିମନ୍ତେ ବିଭିନ୍ନ ଗ୍ରାମପଂଚାୟତ ରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମ ସଭା ରେ ଯୋଗ ଦେଇଛନ୍ତି, @12_baje @OSM91165819

Tweet Image 1
Tweet Image 2
Tweet Image 3
Tweet Image 4

JJM, MAYURBHANJ Reposted

#ଗ୍ରାମ ଆରାଗଣ୍ଡା #ଗ୍ରା:ପ ପଲମା #ବ୍ଲକ କ.ସିଂହପୁର #ଜିଲ୍ଲା ରାୟଗଡା ସାଲାଇ ମାଣ୍ଡିକା ସ୍ଵାମୀଙ୍କ ଦେହାନ୍ତ ହୋଇକି ୩ବର୍ଷ ହେଲାଣି ବିଧବା ଭତା ପାଉନାହାନ୍ତି। ତେଣୁ ସରକାରଙ୍କୁ ଅନୁରୋଧ ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଉ ! @BDOKSINGHUR @CMO_Odisha @DM_Rayagada @SSEPD2 @bssoksingpur @IPR_Odisha


JJM, MAYURBHANJ Reposted

ନୟାଦସିଶୋଳ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପାଇଖାନା, ରୋଷେଇ ଗୃହ, ପାଚେରୀ, କାର୍ଯ୍ୟାଳୟ ଘର, ପାଣି, ଖେଳ ପଡିଆ ସମସ୍ୟା ରହିଛି। ତେଣୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ ତୁରନ୍ତ ଦୃଷ୍ଟି ଦିଅନ୍ତୁ । @OSEPA_Official @SMEOdisha @BDO_Bangriposi @bangriposi25228 @DM_Mayurbhanj @mpnabamajhi #SchoolInfrastructure


JJM, MAYURBHANJ Reposted

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କାଶିପାଳ ପଞ୍ଚାୟତ କାଶିପାଳ ଗ୍ରାମର ଆଦିବାସୀ କାହ୍ନୁଚରଣ ନାଏକ (୬୨) ଭତ୍ତା ପାଇବାରୁ ବଞ୍ଚିତ। ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ @BPSethi @SSEPD2 @shravanijenaa ଅନୁରୋଧ କରୁଛି। @DistAdmKeonjhar 🇮🇳 @CMO_Odisha @MohanMOdisha @NityanandaBJP @champua1 @DssoKeonjhar 🙏

Tweet Image 1
Tweet Image 2
Tweet Image 3
Tweet Image 4

JJM, MAYURBHANJ Reposted

#SocialMedia for Good! Empowering youth to advocate for their communities and capture government attention. This initiative uses social media to address local issues and drive positive change. Thanks a lot, to @MNayagarh for making this happen. #YouthVoices #ViksitBharat

Tweet Image 1
Tweet Image 2
Tweet Image 3
Tweet Image 4

JJM, MAYURBHANJ Reposted

Respect sir, kindly look into The matter and take necessary action. #DrinkingWater @DMKandhamal @CMO_Odisha @MohanMOdisha @RWSS_Phulbani @RWSS_Odisha @BDO_RAIKIA @12_baje


JJM, MAYURBHANJ Reposted

CELEBRATION OF JANJATIYA GAURAV DIWAS AND SPECIAL PALLI SABHA CUM ORIENTATION TRAINING PROGRAMME ON DT 15.11.2024 IN DIFFERENT GP UNDER SARASKANA BLOCK ON THE OCCASION OF 150TH BIRTH ANNIVERSARY OF THE REVOLUTIONARY TRIBAL LEADER AND GREAT FREEDOM FIGHTER BHAGABAN BIRSA MUNDA.

Tweet Image 1
Tweet Image 2
Tweet Image 3
Tweet Image 4

ଆଜି ୧୫୦ ତମ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ପ୍ରତ୍ୟେକ ପଞ୍ଚାୟତରେ ଜନ ଜାତୀୟ ଗୌରବ ଦିବସ ପାଳନ ହୋଇଛି ଏବଂ ପଲ୍ଲୀ ସଭା ମଧ୍ୟ ଅନୁଷ୍ଠିତ ହୋଇଛି।ସଭାରେ ପ୍ରାୟ ଅଧିକାଂଶ ମହିଳା ଉପସ୍ଥିତ ରହିଥିଲେ। #womenempowement #PalliSabha #JanaJatiyaGourabaDibas #birsamundajayanti

Tweet Image 1
Tweet Image 2

JJM, MAYURBHANJ Reposted

#ମାଙ୍କ_ଶୁଦ୍ଧିକ୍ରିୟା_ପାଇଁ_ମାଗୁଛନ୍ତି_ଭିକ ୮ ବର୍ଷ ତଳେ ଆଖିବୁଜିଥିଲେ ବାପା,ଏବେ ଚାଲିଗଲା ମା’ଙ୍କ ଜୀବନ । ବାପାମା’ଛେଉଣ୍ଡ ହୋଇ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ୪ ପିଲା । ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁ ଗାଁ ବୁଲି ମାଗୁଛନ୍ତି ଭିକ #KanakNews #Odisha #Balasore


JJM, MAYURBHANJ Reposted

ଚଢ଼େଇ ପାହାଡ଼ିକୁ ମୋବାଇଲ ନେଟୱାର୍କ ସାତ ସପନ। ୫ଥର ଜିଲ୍ଲାପାଳଙ୍କୁ ନିବେଦନ ପରେ କାର୍ଯ୍ୟକ୍ଷମ ହେଉ ନାହିଁ ଟାୱାର। ଏଥିପ୍ରତି ମାନନୀୟ @AshwiniVaishnaw @DoT_India @JM_Scindia @MahalingMukesh @DM_Mayurbhanj @IPR_Odisha ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ପ୍ରୟାସ। @CMO_Odisha @MohanMOdisha @SecyChief

Tweet Image 1

ସୁନରିଆ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ଭୂମି ଅବସ୍ଥା ଖରାପ, କବାଟ ଓ ଝରକା ନାହିଁ, ପାଚେରୀ ଓ ଫାଟକ ଅପରିପୂର୍ଣ୍ଣ। ପିଲାମାନଙ୍କ ପାଇଁ ଖେଳ ପଡିଆ ନାହିଁ, ତେଣୁ ଅତିଶୀଘ୍ର ସୁଧାର କାର୍ଯ୍ୟ ଆବଶ୍ୟକ। @BdoChandua1792 @KulianaBdo @SMEOdisha @OSEPA_Official @DM_Mayurbhanj #BetterEducation #SchoolInfraStructure #SDGs


JJM, MAYURBHANJ Reposted

Special Palli Sabha-Cum-Orientation Training Programme on Dt. 15th Nov.-2024 at Kundabai GP under Udala Block @CMO_Odisha @ZP_Mayurbhanj @DM_Mayurbhanj @PRDeptOdisha

Tweet Image 2
Tweet Image 3

JJM, MAYURBHANJ Reposted

The primary school in Silaghati village, Mayurbhanj district, faces serious challenges, including water leaking from the kitchen ceiling, lack of access to safe drinking water, and insufficient teachers and classrooms. Immediate government intervention is crucial to ensure a…


Veer Shaheed Birsa Munda -A true leader, freedom fighter, and symbol of tribal rights, Birsa Munda inspires us to stand for equality, justice, and freedom. Let’s honor his legacy by working towards a fair and just society. #BirsaMunda #EqualityForAll #TributeToABraveheart

Tweet Image 1

JJM, MAYURBHANJ Reposted

Devoted tearful tribute on the occasion of birth anniversary of great revolutionary Dharati Aba, protector of water forest land and prominent freedom fighter Shri Birsa Munda!!!! 🙏🙏🙏

Tweet Image 1

Loading...

Something went wrong.


Something went wrong.