@BMJD_Odisha Profile picture

Biju Mahila Janata Dal

@BMJD_Odisha

Official handle of the Biju Mahila Janata Dal.

Similar User
PRAMILA MALIK 🇮🇳 photo

@Pramila_Odisha

Sulochana Das photo

@Sulochana_Apa

Tukuni Sahu photo

@TukuniSahu

Shreemayee sweta snigdha Mishra photo

@ShreemayeeM

Pritiranjan Gharai photo

@PritiranjanBJD

Biju Yuva Janta Dal photo

@BYJD_Odisha

BCJD photo

@odishabcjd

Debashish Samantaray photo

@debashish_mla

ଡ଼ଃ ସସ୍ମିତ ପାତ୍ର I Dr. Sasmit Patra photo

@sasmitpatra

Sarmistha Sethi photo

@SarmisthaSethi

Debesh Acharya photo

@debesh_bjd

Pinaki Misra photo

@OfPinaki

Chandra Sarathi photo

@chandra_sarathi

Pranab Balabantaray photo

@Pranab3333

Dr. Amar Patnaik photo

@Amar4Odisha

Biju Mahila Janata Dal Reposted

The stigma of #COVID19 inflicts greater misery on the people affected by corona. Let us not add to their plight by making them unwanted. Our empathy and compassion for the affected will turn the tide in this war against the pandemic. #OdishaFightsCorona

Tweet Image 1

Biju Mahila Janata Dal Reposted

When we stand up for people infected by #COVID19 & display empathy, it assures them that they are not alone in this fight. Let the virus not smother our humanity. #OdishaCares

Tweet Image 1

Biju Mahila Janata Dal Reposted

On @OAVS_Official foundation day, congratulate all the students, teachers and management for completing another successful year in its journey of ensuring quality education to underprivileged children. May the mission continue to empower every child with power of education.

Tweet Image 1

Biju Mahila Janata Dal Reposted

ଆମ ଲଢେଇ କରୋନା ସହିତ ରହୁ, କରୋନା ସଂକ୍ରମିତଙ୍କ ସହ ନୁହେଁ। ସଂକ୍ରମିତଙ୍କ ସହ ଉତ୍ତମ ବ୍ୟବହାର କରୋନା ଲଢେଇରେ ମନୁଷ୍ୟତାର ବିଜୟ ସୁନିଶ୍ଚିତ କରିବ। ଆସନ୍ତୁ ସେମାନଙ୍କୁ ସାହସ ଦେବା, ଯେପରି ସେମାନେ ଏହି ଲଢେଇ ଆହୁରି ଦୃଢତାର ସହ ଲଢିବେ। #OdishaFightsCorona

Tweet Image 1

Biju Mahila Janata Dal Reposted

To further improve connectivity in the State, Odisha Cabinet headed by CM @Naveen_Odisha approved the construction of 993m-long HL bridge over Subarnarekha on Haldipada (NH16) in Baleswar. The bridge will be built at a cost of ₹138.74 Cr, with targeted completion in 30 months.

Tweet Image 1

Biju Mahila Janata Dal Reposted

#GhareGhareArunima is signalling the return of the culture of #StoryTelling into families and ensuring greater participation by parents and grand parents. The calendar of fun filled activities has induced absorbing interest in preschool kids towards learning. #OdishaCares

Tweet Image 1

Biju Mahila Janata Dal Reposted

Good news: Malkanagiri’s unconnected areas have now been connected with #mobile connectivity. It’s a huge thing for the hilly area that had no phone or #Internet before. #Odisha making rapid strides in connecting people. C/- @IndiaToday & @iamsuffian @CMO_Odisha @IPR_Odisha


Biju Mahila Janata Dal Reposted

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଚୀନ ସେନାର କଡା ମୁକାବିଲା ପାଇଁ ୧୯୬୨ରେ ଗଠିତ 'ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ' ବର୍ତ୍ତମାନ ମଧ୍ୟ ଦେଶ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଚୀନସେନା ଅଧିକୃତ ପାର୍ବତ୍ୟାଞ୍ଚଳକୁ ମୁକ୍ତ କରିବାରେ ବିଜୁବାବୁଙ୍କ ରଣନୀତି ଏବେ ସଫଳ ସାବ୍ୟସ୍ତ ହେଉଛି। ସୌ-ସମାଜ

Tweet Image 1

Biju Mahila Janata Dal Reposted

ମୁଖ୍ୟମନ୍ତ୍ରୀ @Naveen_Odisha କୋଭିଡ ସଂକ୍ରମିତଙ୍କ ସୁବିଧା ପାଇଁ କଟକ ଓ ଖୋର୍ଦ୍ଧାରେ ଆଇସିୟୁ, ଆମ୍ବୁଲାନ୍ସ ସେବାକୁ ସଶକ୍ତ କରିବା ସହ ହଟସ୍ପଟ ଅଂଚଳରେ ଅଧିକ ଡାକ୍ତର ଓ ପ୍ରଶାସନିକ ଅଧିକାରୀଙ୍କୁ ପଠାଇବାକୁ ପରାମର୍ଶ ଦେଇଛନ୍ତି। ସମସ୍ତଙ୍କ ସୁରକ୍ଷା ପାଇଁ କୋଭିଡ ନିୟମର କଡା ଅନୁପାଳନ କରିବାକୁ ସେ ଆହ୍ବାନ କରିଛନ୍ତି। #OdishaCares

Tweet Image 1

Biju Mahila Janata Dal Reposted

In a momentous occasion in our fight against #COVID19, #Odisha has crossed one lakh recoveries. Salute to thousands of health workers and #CovidWarriors who have sacrificed hugely and worked with unflinching dedication to save precious lives. #OdishaFightsBack

Tweet Image 1

Biju Mahila Janata Dal Reposted

କରୋନା ସଂକ୍ରମଣ ସମ୍ଭାବନା ହ୍ରାସ ପାଇଁ @bmcbbsr ପକ୍ଷରୁ 'ସମ୍ପର୍କ' ଅଭିଯାନ ଆରମ୍ଭ କରାଯାଇଛି। ମତାମତ ଆଧାରରେ ରଣନୀତି ପ୍ରସ୍ତୁତ ସହ ଏହି ଅଭିଯାନ ମାଧ୍ୟମରେ କୋଭିଡ ନିୟମର କଡା ଅନୁପାଳନ ନେଇ ଲୋକଙ୍କୁ ସଚେତନ କରାଯିବ। #OdishaExcelsInCovidManagement

Tweet Image 1

Biju Mahila Janata Dal Reposted

#Odisha's community-centric approach towards disaster management has become a model for others to replicate. Implemented under the guidance of CM @Naveen_Odisha, this approach has been greatly successful in containing #COVID19. #OdishaFightsBack thenewsroom.co.in/?p=30616


Biju Mahila Janata Dal Reposted

Amid the #COVID19 pandemic, #Odisha Govt has cleared as many as 99 investment proposals worth ₹17, 514 crore during the period from April to August. These #InvestInOdisha proposals have potential to create 13,000 jobs for people in the State. #OdishaCares

Tweet Image 1

Biju Mahila Janata Dal Reposted

କୋଭିଡ ସଙ୍କଟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଦକ୍ଷ ଶିଳ୍ପନୀତି ଦ୍ୱାରା ନିବେଶକଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ଯୋଗୁଁ ରାଜ୍ୟ ଅର୍ଥନୀତି ସକାରାତ୍ମକ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ରାଜ୍ୟକୁ ଆସିଥିବା ୧୭,୫୧୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଦ୍ୱାରା ପୁଞ୍ଜିନିବେଶ ୭୮୫% ବୃଦ୍ଧି ହୋଇଛି।

Tweet Image 1

Biju Mahila Janata Dal Reposted

ଓଡ଼ିଶାର ପର୍ଯ୍ୟଟନ ବିକାଶ ଓ ଆତିଥେୟ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଟିଡିସିର ୪୧ତମ ପ୍ରତିଷ୍ଠା ଦିବସରେ ସମସ୍ତ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ମୋର ଶୁଭେଚ୍ଛା। କୋଭିଡ ପରବର୍ତ୍ତୀ ସମୟରେ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ସମସ୍ତ ସୁବିଧା ସୁନିଶ୍ଚିତ କରିଛି। ଅତିଥି ଦେବୋ ଭବଃ। 🙏


Biju Mahila Janata Dal Reposted

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ୍ ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦିତ ହୋଇଛି। ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। #HeritageCabinet

Tweet Image 1

Biju Mahila Janata Dal Reposted

Scaling up its effort in #CovidManagement, #Odisha Government has reduced the cost of an RT-PCR test by almost 45 per cent to ₹1200 inclusive of GST and all other incidental charges at private labs. #OdishaExcelsInCovidManagement

Tweet Image 1

Biju Mahila Janata Dal Reposted

ରାଜ୍ୟ ସରକାରଙ୍କ ପକ୍ଷରୁ ଗର୍ଭବତୀ ଓ ଶିଶୁଙ୍କ ପୁଷ୍ଟି ସାଧନ ପାଇଁ ସମନ୍ଵିତ ଶିଶୁ ବିକାଶ ଯୋଜନାରେ ଶୁଖିଲା ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି। କୋଭିଡ ଓ ବନ୍ୟା ସ୍ଥିତିରେ ଅଙ୍ଗନୱାଡି କର୍ମୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଏହି ଯୋଜନାରେ ୪୧ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଉପକୃତ ହୋଇଛନ୍ତି। #OdishaCaresLifeAndLivelihood

Tweet Image 1

Biju Mahila Janata Dal Reposted

ରକ୍ତାଭାବ ଦୂର ପାଇଁ ସଭାପତି ଶ୍ରୀ @Naveen_Odisha ଙ୍କ ଆହ୍ବାନ କ୍ରମେ @MoParivarOdisha ପକ୍ଷରୁ କଟକରେ ଆୟୋଜିତ ରକ୍ତଦାନ ଶିବିରରୁ ୯୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ମହତ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ଆପଣଙ୍କ ଯୋଗଦାନ ଉତ୍ସାହପ୍ରଦ। #BJDStandsWithOdisha ସୌ-ଓଡ଼ିଶା ଭାସ୍କର

Tweet Image 1

Biju Mahila Janata Dal Reposted

Amid #COVID19 pandemic & flood situation in several districts of #Odisha, #TakeHomeRation is being distributed by Anganwadi workers in all ICDS projects. @WCDOdisha @mission_shakti ommcomnews.com/odisha-news/ra…


Loading...

Something went wrong.


Something went wrong.