@BijayDas913122 Profile picture

🕉️Bijay 🕉️

@BijayDas913122

କି ଦେଇ ପୂଜିବି ମାଆ ତାରିଣୀ ଲୋ ଦୁଃଖ ଯାର ସହଚର....। ଯାହା ଅଛି ମୋର ସବୁ ତୋର ଦାନ ଭକ୍ତି ଭାବ ଥାଏ ମୋର....।। #ଜୟମାତାରିଣୀ 🌺🥥🪔🔱🚩🙏

Tweet Image 1

ଜୀବନରେ ପରିସ୍ଥିତି ସହ ଲଢେଇ କରିହୁଏ କିନ୍ତୁ,,,,ଭାଗ୍ୟ ସହିତ ନୁହଁ....

Tweet Image 1

#ବୟସ ଅନୁସାରେ ପ୍ରଶ୍ନ 🧐✍️ (୦୧ ରୁ ୧୦ ବର୍ଷ) - ବୟସ କେତେ? (୩୦ ରୁ ୪୦ ବର୍ଷ) - ପିଲା ଛୁଆ କେତେ ? (୪୦ ରୁ ୫୦ ବର୍ଷ) -- ସମ୍ପତି କେତେ ? (୫୦ ରୁ ୬୦ ବର୍ଷ) -- B.P/ସୁଗାର କେତେ? (୬୦ ରୁ ୭୦ ବର୍ଷ)--ପେନସନ କେତେ ? (୭୦+ ବର୍ଷ ପରେ)--ଆଉ ବଞ୍ଚିବ କେତେ ? (ସାଙ୍ଗ ମାନେ ଠିକ୍ କହିଛି ନା)🙏🙏


କିଛି ସତ, କିଛି ସ୍ଵପ୍ନ , ଏଇତ ଜୀବନ।🥀

Tweet Image 1

United States Trends
Loading...

Something went wrong.


Something went wrong.