@manuamuduli3928 Profile picture

ରାMनाଥ ମनोj

@manuamuduli3928

ଯାହା କହିବି ସତ କହିବି ସତ ଛଡା ମିଛ କହିବି ନାହିଁ https://t.co/Q2QPHV87C2

Similar User
TATE SABU JANA photo

@tate_sabu_jana

Saroj Kumar Nayak photo

@SarojKumarNaya8

Rama Shankar Patra photo

@RamaSha14773976

Abhisek Tripathy 🇮🇳 photo

@abhi_abhisek_99

Tulasi Prasad Panda photo

@tulasipanda

𝑺𝒐𝒖𝒓𝒂𝒅𝒊𝒑𝒕𝒂 𝑴𝒐𝒉𝒂𝒏𝒕𝒚(𝑅𝑜𝓈𝒽𝒶𝓃) photo

@souraroshan

Mahagalua Sonu photo

@mahagalua

SHESHADEBA KHUNTIA photo

@SHESHADEBAKHUN1

God Dhabaleswar Please For give me Us 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

Tweet Image 1

ଫଟୋ ଉଠେଇବାର କିଛି ମସ୍ତି

Tweet Image 1

ମାଆ ତାରିଣୀ ମନ୍ଦିର

Tweet Image 1
Tweet Image 2
Tweet Image 3
Tweet Image 4

ମାଆ ତାରିଣୀ ମନ୍ଦିର

Tweet Image 1

କେଡେ ମଧୁର ତୁମ ନାମ ରସ #ଜୟଶ୍ରୀରାମ #ଓଡ଼ଗାଁ #ରାମନାଥଜିୟୁମନ୍ଦିର

Tweet Image 1
Tweet Image 2
Tweet Image 3
Tweet Image 4

ମହାଶିବରାତ୍ରି ଜାଗର ଦେବ ଦେବ ମହାଦେବ ଆଜି ଦେବତା ଅସୁର ଯକ୍ଷ ଦାନବ ପୃଥିବୀ ଆକାଶ ଜଳ ବାୟୁ ଅଗ୍ନି ଗନ୍ଧର୍ବ କିନ୍ନର ନର ନାରୀ ପଶୁ ପକ୍ଷୀ ବୃକ୍ଷ ଲତା ଆଜି ସମସ୍ତଙ୍କର ଉପବାସ #blueislove @manuamuduli3928 #ମହାଶିବରାତ୍ରି #ଜାଗର

Tweet Image 1

ମହାଶିବରାତ୍ରି


Just joined the 100 subscribers on YouTube club. VIRTUAL HIGH-FIVE! youtube.com/channel/UCJphn…


ଟଙ୍କା ତତେ ସଲାମ ???? ଭାଇ 10 ଟଙ୍କା ଆଉ 20 ଟଙ୍କା ପାଇଁ ଲୋକ ନିଜର ମାନବିକତା ଭୁଲି ଯାଉଛନ୍ତି କଣ କହିବି କହିଲେ କହୁଛନ୍ତି ତୁ ବାହା ହେଇନୁ ତୁ ପିଲା କରିନୁ ତୁ ଜାଣିବୁ କଣ @manuamuduli3928 #ଢେଙ୍କାନାଳ #ବଡ଼ମ୍ବା #ଜଗତସିଂହପୁର #କଟକ

Tweet Image 1

Twitter ରେ ପ୍ରଥମଥର ଜଣଙ୍କର ଭଗବାନଙ୍କର ପୂଜା ଦେଖି ବହୁତ ଆଶ୍ଚର୍ଯ୍ୟର କଥା ମନେ କଲି ?? କଣ ସେ କଥା ଶାମ୍ବ ଦଶମୀ ପୂଜା ଲୋକ କରୁଛନ୍ତି କିନ୍ତୁ ପୂଜା କୁ ବିସର୍ଜନ କରୁନାହାନ୍ତି କାରଣ ବାଧା ଲାଗୁଛି ଭଗବାନ ପୂଜା କର କିନ୍ତୁପୂଜାକୁ ବିସ୍ରଜନ କରନ୍ତୁ କାରଣନିଜପୂଜା ଫଳ ଅନ୍ୟକୁ ଦାନ କରିଦେବେ #ଶାମ୍ବଦଶମୀ #ଜଗତସିଂହପୁରିଆ

Tweet Image 1

ଜେଜେମା ଆଉ ମା ମିଶି କହୁଛନ୍ତି ପୁଅ ମୋ ପାଇଁ ଗୋଟେ ବୋହୁ ଟେ ଆଣ ମୁ କହିଲି ଏତେବଡ଼ ଦୁନିଆରେ ମୁ କୋଉଠୁ ଝିଅ ଖୋଜିବି ଆଉ ମୋ ପାଇଁ ତମେ ମାନେ ଝିଅ ଖୋଜ ଦେଖୁ ଦେଖୁ ଦିନ କିଛି ବିତିଗଲାପରେ ଆମ ସାଙ୍ଗ ର ଜଣେ ଦାଦା କହିଲେ ହଁ ମୁ ବୁଝିଦେବି ମା ଆଉ ଜେଜେମା ମନ ବହୁତ ଖୁସିଭାଇ ମୋର ତ ଯିଏ ମୋ ମନ ରେ ରାଜ କରୁଥିବା ଦରକାର

Tweet Image 1

YouTube ରେ ମୋର ଗୋଟେ New Channel ଖୋଲିଛି youtube.com/@odiatechhouse ଆପଣ ମାନେ Subscribe କରନ୍ତୁ ଆଉ Video ର ମଜା ନିଅନ୍ତୁ @manuamuduli3928 @odiatechhouse #Contentcreater #youtube


ଭାଇ ମାନେ ଆଉ ଭଉଣୀମାନେ ସଦାବେଳେ ସମସ୍ତଙ୍କୁ ଯତ୍ନ ନିଅ କାରଣ କଟକ ରେ ମୁ ଆସିଲାବେଳେ ସବୁଦିନ ଦେଖୁଛି ଗୋଟେ ଗୋଟେ କୁକୁର ମରିଯାଉଛନ୍ତି କାରଣ ଆମର ବେଖିଆଲ ସକାସୁ so please care all animal And God bless you @manuamuduli3928 #saveallanimals #dogmurder #savelife #god

Tweet Image 1

ଆଜି ମୋର ମନ ବହୁତ ଦୁଃଖ କାହିଁକିନା ମୁ finally ଆଜି Cuttack ପଳେଇବି କିନ୍ତୁ ମାଆଙ୍କ ର ଦରଶନ କରିପାରିଲିନି @manuamuduli3928 #ତାରାତାରିଣୀ #ବୁଧଖୋଲ #ଲଡୁବାବା #କଟକ #ବୁଗୁଡା #ଖୋଳଖାଳି

Tweet Image 1

ତ ଫାଇନାଲି ମୁ ବ୍ରହ୍ମପୁର ରେ ପହଁଚିଗଲି ଓଃ କି ଜାଗା ମସ୍ତ ହୋଇଛି @manuamuduli3928

Tweet Image 1

ଚାଲ ବୁଲିଯିବା ଗଂଜାମ ବ୍ରହ୍ମପୁର କିଏ କିଏ ଆସିଛ comment କର @manuamuduli3928


ପ୍ରଥମାଷ୍ଟମୀ ରେ ଆପଣମାନଙ୍କୁ ବହୁତ ସାରା ଅଭିନନ୍ଦନ ଶ୍ରୀରାମ ରାମ ରମୋତି ରମେ ରାମେ ମନୋରମ ସହସ୍ର ନାମ ତତୁଲ୍ୟମ ଶ୍ରୀରାମ ନାମ ବରାନନେ @manuamuduli3928

Tweet Image 1

Twitter New Rule 2022 ଯେଉଁମାନେ Blue Tik ଲାଗେଇବାକୁ ଚାହୁଁଛନ୍ତି ସେମାନଙ୍କୁ ମାସ କୁ 10 dollar charges ଦେବାକୁ ପଡିବ ନହେଲେ ତାଙ୍କ Blue Tik ହଟେଇ ଦିଆଯିବ 1 Dollar =80 Rupees 10Dollar =800 Rupees #BlueTik #TwitterBlue


Loading...

Something went wrong.


Something went wrong.