@JayadevLenka41 Profile picture

Jayadev Lenka

@JayadevLenka41

ବିପ୍ଲବୀ ମରି ଯାଇ ବିପ୍ଳବ ନୁହେଁ ଲେଖକ ମରି ଯାଇ ଲେଖା ନୁହେଁ

Similar User
सतीश दास photo

@iam_satish_das

Abyakta Harihara Khadanga photo

@KhadangaA

DEEPAK KUMAR DAS photo

@DEEPAKK46464161

Niranjan Sahoo photo

@Niranja08719496

Er Ankesh Kumar Behera photo

@ERAnkeshKumar

Nayagarh Voice photo

@NayagarhVoice

Om Kumar photo

@OmKumar91618852

୧୭ ଫେବ୍ରୁଆରୀ ୨୦୭୦ ରେ ଶାହା ଆସିଥିଲେ କିନ୍ତୁ ବର୍ତ୍ତମାନ ୨୦୨୨ । ହେ ନାରଣ ରକ୍ଷା କର । ୟାଙ୍କୁ କିଏ କହିଲା ରେ ବିଜେପିର ହାଣକ୍ୟ ଇଏ ପରା ପପୁ । @AmitShah @narendramodi #AmitShah #NarendraModi #FekuModi #NDTV #ndtvexclusive #Viral #IndiaAt75


ବିପ୍ଲବୀ ମରିଯାଏ ହେଲେ ବିପ୍ଲଵ ମରେ ନାହିଁ - Jayadev Lenka @Atanusa82253602 @AtanuSa33754832 @JayadevLenka41 @Jayadev79631174 @JayadevLenka10 @JayadevLenka6


ଦୁର୍ଗା ଶବ୍ଦର ବିବିଧ ବିଶ୍ଳେଷଣ କରାଯାଇଛି।ସେଥିରୁ ଗୋଟିଏ ହେଉଛି ଦ୍+ଉ+ର୍+ଗ୍+ଆ । ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁଯିଏ ଉଦ୍ଦିଷ୍ଟ, ଉ-ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ର- ସମସ୍ତ ରୋଗର ଯିଏ ବିନାଶକାରୀ, ଗ-ସକଳ ପାପର ଯିଏ କ୍ଷୟକାରୀ, ଆ-ସମସ୍ତ ଭୟର ଯେ ହରଣକାରୀ । #durgapuja2022 #durgapuja

Tweet Image 1

ଆସୁଛି ମା ଦୁର୍ଗା । ଦଶହରା ରେ ଗଲାବେଳେ ମୋ ମା କୁ ମତେ ଦେଇକି ଯାଇଛି । ଆଉ ମୋ ମା ମୋ ପାଇଁ ଦୁର୍ଗା , ସରସ୍ୱତୀ ଠୁ କମ ମଧ୍ୟ ନୁହେଁ । ଏତିକି ଦୁଃଖ ଯେ ମୋ ଜୀବନର ସମୟ କାଳ ରୁ ଏକ ବର୍ଷ କମିବାକୁ ଯାଉଛି । #AdvHappyBirthdayToMe


ଜୀବନରେ ଯଦି ଭଲ ସାଙ୍ଗ ବା ସଖା ଟେ ଖୋଜୁଛ ତେବେ ନିଜକୁ ଭଲ ଲାଗୁଥିବା ଠାକୁର ଙ୍କୁ ସଖା ବନେଇ ଦିଅ । କାରଣ ମତେ ଭଲ ଲାଗୁଥିବା କୌଣସି ସାଙ୍ଗ ଧୋକା ଦେଇ ନାହାନ୍ତି ଆଉ ଠାକୁର କେମିତି ଦେବେ । #Goodmorning #Odisha #Jagannath #Ram #JayHanuman


ମିଛ ଦୁନିଆରେ ଗୋଟିଏ ସତ | ଆଉ ସିଏ ହେଲେ ଜଗନ୍ନାଥ || #ଜୟଜଗନ୍ନାଥ #Jagannath #Odisha #India


Loading...

Something went wrong.


Something went wrong.