@justpremmuna Profile picture

Sanjay Kumar Sahoo

@justpremmuna

ଦୁଃଖ କମିଯାଏ ଭାଗ କରିନେଲେ ,ଅଭିମାନ କମିଯାଏ ଭଲପାଇବା ଥିଲେ ,କଷ୍ଟ ବଢିଯାଏ ନିଜ ଲୋକ କେହି ଭୁଲ ବୁଝିଲେ ,ହୃଦୟ ଭାଙ୍ଗିଯାଏ କେହି ଆଘାତ ଦେଲେ l

Similar User
Ai Nguyen photo

@memyselfnaiiii

ଯଶୋବନ୍ତ ପଣ୍ଡା photo

@jasobanta8490

prasant Nayak🇮🇳 photo

@feelpknayak

🇮🇳ĆHÅÑĐÄŃ ĶŰMĄŘ🇮🇳 photo

@CHANDAN9100

Kailash Hota photo

@Kailash_Hotaa

Abhisek Tripathy 🇮🇳 photo

@abhi_abhisek_99

Maitry Swaroop Tripathy photo

@m_s_tripathy

BIJAYA KUMAR AGRAWAL photo

@BIJAYAKUMARAGR4

Pabitra Kumar Behera photo

@PABITRA92096370

🙏🏻ଗରିବ ବନ୍ଧୁ 🙏🏻 photo

@manojku93944940

Goutam Kumar sahoo photo

@GoutamK82495343

Shawn Yarbrough photo

@corecursion

𝐊𝐚𝐧𝐡𝐮 photo

@padhan_kanhu

Jagannath Rout🇮🇳 photo

@JagannathRo

_amaodisha_ photo

@TaraprasadDhal

Sanjay Kumar Sahoo Reposted

2024ର ନିର୍ବାଚନ ରାଜନୈତିକ ଇତିହାସରେ ସବୁବେଳେ ଗୋଟେ ଗୁରୁତ୍ୱପୂର୍ଣ୍ଣ ପୃଷ୍ଠା ହୋଇ ରହିବ। ଓଡ଼ିଶା ହେଉ ବା ଜାତୀୟ ଚିତ୍ରପଟ ହେଉ।


Sanjay Kumar Sahoo Reposted

ସୋସିଆଲ ମିଡିଆରେ ଚଙ୍ଗୁ ଓ ମଙ୍ଗୁ ନାମରେ ପ୍ରସିଦ୍ଧ ହୋଇଥିବା ଏହି ବ୍ୟକ୍ତିଗତ ସୁରକ୍ଷା କର୍ମୀ ଦୁଇଜଣ ଏବେ କୋଉଠି ଡ୍ୟୁଟି କରିବେ ??? 🙂

Tweet Image 1

Sanjay Kumar Sahoo Reposted

କିଛି ଲୋକ ମଜା କରିବା ଆଳରେ ସୀମା ଟପି ଯାଇଥାନ୍ତି😠 କଥା ଶେଷରେ କହିବେ ମଜା କରୁଥିଲି... Sad👀

Tweet Image 1

Sanjay Kumar Sahoo Reposted

ମତେ ଦୋଷୀ କରିବା ପାଇଁ.. ,, ଆଉକିଛି ଆରୋପ ଖୋଜନା..!! ନିଜଠୁ ବେଶୀ ଭଲ ପାଇଲି.. ,, ଏତିକି ଆରୋପ ଯଥେଷ୍ଟ..!!

Tweet Image 1

Sanjay Kumar Sahoo Reposted

ନିଜ ଭିତରେ ଥିବା କଷ୍ଟ ଯେତେ ଯାହାକୁ କୁହ... ନିଜ କଷ୍ଟ କୁ ନିଜ ଛଡ଼ା ଅନ୍ୟ କେହି ବୁଝି ପାରିବେ ନାହିଁ....🙂 #କଷ୍ଟ

Tweet Image 1

Sanjay Kumar Sahoo Reposted

ସେଦିନ ମୁଁ ତୁମକୁ କହିଥିଲି ନା ମୋର ଅନୁପସ୍ଥିତି ହିଁ ତୁମକୁ ମୋର ମୂଲ୍ୟ ବୁଝାଇ ଦେବ ଦେଖ ଠିକ୍ ସେଇଆ ହିଁ ହେଲା ମୁଁ ଯିବା ପରେ ତୁମେ ସେ ସବୁ କିଛି ବୁଝିଗଲ ଯାହା ମୋର ଉପସ୍ଥିତି ତୁମକୁ ବୁଝାଇ ପାରି ନଥିଲା........✍ #ତୁମପାଇଁକିଛି


Sanjay Kumar Sahoo Reposted

ସତରେ ବୋଉର ଦୁଃଖ କଷ୍ଟ ଏଠି ସମସ୍ତଙ୍କୁ ଜଣା ପଡେ ଅନୁଭବ ହୁଏ ହେଲେ ବାପା କଥା ଏଠି କିଏ ବା ପଚାରେ... କାହିଁକି ନା ବୋଉ କହୁ କହୁ ସବୁ କହିଦିଏ ହେଲେ ବାପା ସବୁ ଜାଣିକି ବି ସାରା ଜୀବନ ଚୁପ୍ ରୁହନ୍ତି....🙂✨😔 #ବାପାବୋଉ


Sanjay Kumar Sahoo Reposted

ପ୍ରଥମେ ନିଜ ଉପରେ ଧ୍ୟାନ ଦିଅ, ପରେ ଅନ୍ୟମାନଙ୍କ ଚରିତ୍ର ବିଷୟରେ ଜ୍ଞାନ ଦିଅ…


Sanjay Kumar Sahoo Reposted

ଭାବୁଛି ଆପିଏଲ୍ ରେ ଆମର ଗୋଟେ ଓଡ଼ିଶା ର ଦଳ ଗଢ଼ିବି ଯୋଉଠି ଆମ ଓଡ଼ିଆ ପିଲା ବି ସ୍ଥାନ ପାଇବେ। . ତାର ନାମ ରହିବ କଳିଂଗ ସେନା। ଆଉ ଯଦି କିଛି ନାମ ଅଛି suggest କରିପାରିବେ। #IPL


Sanjay Kumar Sahoo Reposted

ଆଗରୁ ନେତା ଅଫିସରଙ୍କୁ ଟ୍ରାନ୍ସଫର୍‌ କରୁଥିଲେ। ଏବେ ଅଫିସର ନେତାଙ୍କୁ ଟ୍ରାନ୍ସଫର୍‌ କରୁଛନ୍ତି ଆମ ଓଡ଼ିଶା


Sanjay Kumar Sahoo Reposted

ମଣିଷକୁ ଚିହ୍ନିବାରେ ଯେଉଁ ଭୂଲ ହୋଇଥାଏ, ସେଥିରେ କ୍ଷତି ଵି ବହୁତ ସହିବାକୁ ପଡିଥାଏ!🥀


Sanjay Kumar Sahoo Reposted

-ଏଥର ପରିବର୍ତ୍ତନ ନିଶ୍ଚିତ କହିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ -‘ବିଜେପି ସରକାର ଆସିଲେ, ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କୁ ଜମି ପଟା ଦେବୁ’ -‘୧୫୦ ବର୍ଗଫୁଟ ନୁହେଁ, ବିଜେପି ଆସିଲେ ୬୫୦ ବର୍ଗଫୁଟ ଘର ପାଇଁ ପଟା ଦେବୁ’ -କେହି ଭୂମିହୀନ ରହିବେ ନାହିଁ ବୋଲି କହିଲେ ଅପରାଜିତା ଷଡ଼ଙ୍ଗୀ #AparajitaSarangi

Tweet Image 1

Sanjay Kumar Sahoo Reposted

ଅନେକ ଦିନପରେ ମା କଟକଚଣ୍ଡୀ ଙ୍କ ଦର୍ଶନ କଲି...🌺🙏 ଜୟ ମା କଟକଚଣ୍ଡୀ🌺🙏

Tweet Image 1
Tweet Image 2

Sanjay Kumar Sahoo Reposted

ଜୀବନରେ କେବଳ ଆଗକୁ ଯିବାର ଅଛି, ଆଉ ବାକି ସବୁ ଭୁଲି ଯିବାର ଅଛି.. କାହିଁକି ନା ଯାହା ବି ହେଇଛି ଆଉ ହେଉଛି ସବୁ ଭଲ ପାଇଁ ହେଉଛି.....✨🦋 #ଜୀବନ

Tweet Image 1

Sanjay Kumar Sahoo Reposted

ଦୁଃଖ ସମୟ ରେ ସମସ୍ତଙ୍କୁ.. ,, ସାହାଯ୍ୟ କରିବାର ଫଳ..!! ସେଇତି ପାଇଁ ବୋଧେ ମୋ.. ,, ଜୀବନ ରେ ଦୁଷ୍ମନ ପ୍ରବଳ..!!

Tweet Image 1

Sanjay Kumar Sahoo Reposted

ଆଜି ଧରିତ୍ରୀ ର ଦ୍ଵିତୀୟ ଇଶ୍ଵର ଶୀର୍ଷକ ରେ ମୋ ଭଳିଆ ଜଣେ ସାଧାରଣ ଚିକିତ୍ସକ କୁ ସ୍ଥାନିତ କରୁଥିବାରୁ କୃତଜ୍ଞ

Tweet Image 1

Sanjay Kumar Sahoo Reposted

ଆଶ୍ଚର୍ଯ୍ୟ ଫୋଟ 🙄 #ଢେଙ୍କାନାଳ

Tweet Image 1

Sanjay Kumar Sahoo Reposted

ସଂସାରରେ ସବୁଠାରୁ ବଡ ରୋଗ "ଚିନ୍ତା" ଯାହା ମଣିଷକୁ ଚିତା ଜୁଈ ପଯର୍ଯନ୍ତ ନେଇଆସେ।ସେଇଥିପାଇଁ ଚିନ୍ତା ମୁକ୍ତ ରୁହ, ଆଉ ଖୁସି ରେ ରୁହ.....


Sanjay Kumar Sahoo Reposted

କ୍ଷମା କରିଦେବା ସହଜ ହୋଇପାରେ ହେଲେ ଆଉ ଥରେ ବିଶ୍ବାସ କରିବା ବହୁତ୍ କଷ୍ଟ, ମୁଁ ଲୋକଙ୍କ ଅପବାଦ ନୀରବତା ସହ ଶୁଣେ କାରଣ ଉତ୍ତର ଦେବାର ଅଧିକାର କେବଳ ସମୟ ପାଖରେ ହିଁ ଅଛି l "ଜୟ ଜଗନ୍ନାଥ"🙏🙏🙏

Tweet Image 1

Sanjay Kumar Sahoo Reposted

ଆଇନା ଯଦି ମଣିଷକୁ ତା ଚେହେରା ନ ଦେଖାଇ ମନକୁ ଦେଖାନ୍ତା.. ତାହେଲେ ମଣିଷ ଚେହେରା ସୁନ୍ଦର ନକରି ମନକୁ ସୁନ୍ଦର୍ କରିବାକୁ ବ୍ୟସ୍ତ ହୁଅନ୍ତା........।। #ଆଇନ


Loading...

Something went wrong.


Something went wrong.