@BhojrajBariha2 Profile picture

Bhojraj Bariha

@BhojrajBariha2

Similar User
ବିଧାୟକ ବାଲିକୁଦା ଏରସମା photo

@RashmiranjanK15

MANOJ PATRA photo

@MANOJPA82558887

Saroj Kumar Nayak photo

@SarojKumarNaya8

राइमोहन परिडा photo

@RaimohanParida2

Rathi Sahu photo

@RathiSahu2

Pintu chetty photo

@pintuchetty

Goutam Kumar sahoo photo

@GoutamK82495343

Shantanu kumar pal photo

@Shantanukupal

Bhupen Sahu photo

@sahubhupen9

ଚାଷୀ ଘର ର ପୁଅ (Son of a farmer’s home) photo

@PrinceK63544776

Dipu Das 🇮🇳 photo

@DipuDas22553002

Request your immediate attention to the matter of this published newspaper Request your immediate attention to the matter of this published newspaper @CMO_Odisha @BDOKhaprakhol @CollectorBgr @KVSinghDeo1 @balangir_cdmo @JanaSunani

Tweet Image 1
Tweet Image 2

Please give importance to this matter and give justice to the tribals Loisingha block village- Kadalipali (Pani Panchayat Committee) @CMO_Odisha @MohanMOdisha @CollectorBgr @BdoLoisinga @WRPaniPanchayat @PRDeptOdisha @KVSinghDeo1 @SdmBalangir @BdoLoisinga

Tweet Image 1
Tweet Image 2
Tweet Image 3

Bhojraj Bariha Reposted

Sir ଝାକରପାଲି ଗାଁ ଶକୁନ୍ତଳା ସାହୁ ସ୍ୱାମୀ √ଭଜନ ସାହୁ ଙ୍କ ବିଧବା ଭତ୍ତା ଦୀର୍ଘ ଦିନ ହେଲା SSSO ଠାରେ ସ୍ଥଗିତ ଅଛି ଆବେଦନ କୁ ତୁରନ୍ତ ସମାଧାନ କରାଯାଉ@BPatnagarh @SsepdB @SDM_PATNAGARH @CollectorBgr @SSEPD2 @BPSethi @CMO_Odisha @SsepdB @BssoPatnagarh @MohanMOdisha @BKhaprakhol

Tweet Image 1
Tweet Image 2
Tweet Image 3

Bhojraj Bariha Reposted

ଲାଲ ବହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଦ୍ମପୁର ରେ ଶିକ୍ଷକ ଅଭାବ, 400 ଛାତ୍ର ଛାତ୍ରୀ ଙ୍କୁ 6 ଜଣ ଶିକ୍ଷକ, ପୂର୍ବ ରୁ 10 ଜଣ ଶିକ୍ଷକ ଥିବା ବେଳେ 4 ଜଣ ଶିକ୍ଷକ ଙ୍କ ଡେପୁଟେସନ ହୋଇଛି ତେବେ 400 ଛାତ୍ର ଛାତ୍ରୀ ଙ୍କୁ କିଭଳି ଭାବରେ 6 ଜଣ ଶିକ୍ଷକ ପାଠ ପଢ଼େଇବେ? ତେବେ ଡେପୁଟେସନ କରାଉଛି କିଏ!ଜାଣି ଜାଣି ନା? @DMBargarh

Tweet Image 1

Sir ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ବୀର ସଂଗ୍ରାମୀ ମାଧୋ ସିଂ ବରିହାଙ୍କୁ ଉପହାସ କରିଥିବା ସୁର ରାଉତ ରାୟ କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। @CMO_Odisha @MohanMOdisha @odisha_police @spbalangir @scstdevdept @PMOIndia_RC ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଗିରଫ କରାଯାଉ।


Jio 5g problem in Benkera village, Khaprakhol block, Balangir district Odisha. Not coming jio 5g seems to be a lot of problem @JioCare @reliancejio @MukeshAmbani1_ @RelianceMobile @AnantaAmbani @MukeshAmba

Tweet Image 1
Tweet Image 2

Sir ବର୍ଷା ହେଲେ ପାଣି ଜମୁଛି ପିଇବା ପାଇଁ ବ୍ୟବହାର ହେଉଥିବା ନଳକୂ,ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଳକ ବେନକେରା ଗାଁ ଲାଇନ ପଡ଼ାରେ ଥିବା ନଳକୂପ ବିଭିନ୍ନ ରୋଗାକ୍ରାନ୍ତ ହେବାର ସମ୍ଭାବନା ଅଛି @CollectorBgr @CMO_Odisha @MoSarkar5T @BDOKhaprakhol @SDM_PATNAGARH @RWSS_Balangir ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି

Tweet Image 1
Tweet Image 2

Sir ଖପ୍ରାଖୋଲ ବ୍ଲକ ବେନକେରା ଗାଁର ଦେବରାଜ ବରିହା ଙ୍କୁ ପ୍ରଶାସନ ପକ୍ଷରୁ ହୁଇଲଚେୟାର ଯୋଗାଇ ଦିଆଯାଇଥିବାରୁ ପକ୍ଷରୁ ଯୋଗାଇ ଦିଆଯାଇଥିବାରୁ @CollectorBgr @SsepdB @BssoKhaprakhol ଙ୍କୁ ବହୁତ ବହୁତ ଧନ୍ୟବାଦ

Tweet Image 1
Tweet Image 2
Tweet Image 3

3 km from Benkera village to Benkera Ashram School in Khaprakhol block of Balangir district is completely bad. The problem of school students is serious and needs to be solved immediately. @CollectorBgr @CMO_Odisha @BDOKhaprakhol @MoSarkar5T @BJP4Odisha @murmudropadi2

Tweet Image 1
Tweet Image 2

Sir ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଳକ ବେନକେରା ଗାଁର ଗୌନ୍ତିଆ ପଡ଼ା ଏବଂ ସାହୁପଡା ଦୁଇଟି ନଳକୂପ ବହୁତ ଦିନ ହେଲା ଅଚଳ ହୋଇ ପଡ଼ି ରହିଛି @PRDeptOdisha @RWSS_Balangir @CollectorBgr @CMO_Odisha @MoSarkar5T @BDOKhaprakhol @SDM_PATNAGARH @RWSS_Balangir ତୁରନ୍ତ ସମାଧାନ ପାଇଁ ଦାବି। ପିଇବା ପାଣି ମିଳୁନି

Tweet Image 1
Tweet Image 2

Sir ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ବେନକେରା ଗାଁରେ ପିଇବା ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସୁଧା ଯୋଜନା ସମାଧାନ ନହେବା ପର୍ଯ୍ୟନ୍ତ ପଂଚାୟତ ପକ୍ଷରୁ ପାଣି ଟାଙ୍କି ସାହାଯ୍ୟରେ ପିଇବା ପାଣି ଯୋଗାଇ ଦିଆଯାଉ ଗ୍ରାମବାସୀଙ୍କୁ @PRDeptOdisha @RWSS_Balangir @CollectorBgr @CMO_Odisha @SDM_PATNAGARH

Tweet Image 1
Tweet Image 2

Loading...

Something went wrong.


Something went wrong.