sudeep garnaik
@SudeepGarnaikDistrict General secretary BJP Angul
Similar User
@BGaigaria
@ErPriyadarsini
@DukhabandhuBi13
@alokbmali
@lipumohanty99
@NayakBinjamin
@gajanana_behera
@AbhasKheti
ଘରୁ ସୂର୍ଯ୍ୟ-ଚନ୍ଦ୍ର ଦୃଶ୍ୟମାନ। ମେଘ ଆସିଲେ ଘର ବୁଡି ପାଣି ଆଣ୍ଠୁଏ। ନିର୍ବାଚନ ସମୟରେ ନେତା ପ୍ରତିଶୃତି ଦେଇ ଭୋଟ ହାତେଇ ନେଲେ, ଏବେ ଧରା ଛୁଆଁ ଦେଉନାହାଁନ୍ତି। ନିଜ ଭାଗ୍ୟକୁ ଆଦରି କାନ୍ଦୁଛି ଗରିବ। @angul_dm ସାର୍, #PMAY ରେ ଘରଟିଏ ଦିଆଯାଉ। ପ୍ରକୃତ ହିତାଧିକାରୀ ଏମାନେ, ଯିଏ ବଞ୍ଚିବାକୁ ସଙ୍ଘର୍ଷ କରୁଛି #Angul @SecyChief
“Think Big, Dream Big”— an interaction with the #YuvaShakti for imagining Odisha@100 twitter.com/i/broadcasts/1…
श्रमजीवी साथियों के साथ कर्मयोगी प्रधानमंत्री 🙏 नए संसद भवन के निर्माण में शामिल सभी श्रमजीवियों पर देश को गर्व है।
ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶା ଓ କଟକର ଐତିହ୍ୟ ଓ ଗୌରବର ପ୍ରତୀକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ @AshwiniVaishnaw ଙ୍କ ସହ ଓଡ଼ିଶାର ବିଶିଷ୍ଟ ପ୍ରତିଭା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର,ଗୁରୁ କେଳୁଚରଣ ମହାପାତ୍ର,ଚିର ସବୁଜ ଅକ୍ଷୟ ମହାନ୍ତି ଓ ପାର୍ବତୀ ଘୋଷଙ୍କ ସ୍ମାରକୀ ଡାକଟିକଟର ଉନ୍ମୋଚନ କଲି ।
ରାମ ନବମୀର ପବିତ୍ର ଅବସରରେ ଆମ ସମସ୍ତଙ୍କ ଆସ୍ଥାର କେନ୍ଦ୍ର ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ, ମାତା ସୀତା, ପ୍ରଭୁ ଲକ୍ଷ୍ମଣ ଏବଂ ପ୍ରଭୁ ହନୁମାନଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି ।
ମୁଁ ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କୁ ଅନୁରୋଧ କରୁଛି, ଡ୍ରାଇଭର ବନ୍ଧୁ ମାନଙ୍କର ଦାବିକୁ ଗୁରୁତର ସହ ନେଇ ଆପଣଙ୍କ ଉପସ୍ଥିତିରେ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ ।
ଏ ଆନ୍ଦୋଳନ ଆଜିର ନୁହେଁ ପାଖାପାଖି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ଏହି ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି । କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁ ମାନେ ଦଣ୍ଡବତ ଯାତ୍ରା କରିଥିଲେ ।
ଓଡ଼ିଶାରେ ଦୁଇ ଦିନ ହେଲା ଡ୍ରାଇଭର ବନ୍ଧୁ ମାନଙ୍କର ଗୋଟିଏ ଆନ୍ଦୋଳନ ଆରମ୍ଭ ହୋଇଛି । ଯାହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ କିଛି ମାତ୍ରାରେ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି ।
ଡ୍ରାଇଭର ବନ୍ଧୁ ମାନଙ୍କର ସମାଜରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ । ଏମାନେ ସମାଜରେ ଅସ୍ପୁର୍ଶ୍ୟ ନୁହଁନ୍ତି । ସେମାନେ ଆମ ମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସହ ଭଲ ଭାବେ ରାଜ୍ୟ ସରକାର ଆଲୋଚନା ନ କରି ରାସ୍ତା ବାହାର ନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।
ବିଜେଡି ନେତା @dr_arunsahoo ଓ ବିଜେଡି ସା°ସଦ @DeoSulata ମହୋଦୟା ମାନନୀୟ ବିରୋଧୀ ଦଳ ନେତା Shri Jaynarayan Mishra ଙ୍କୁ ପାଗଳ କହୁଥିବା ବେଳେ ତାଙ୍କ ମୁଖିଆଙ୍କ ଛବି ଓ ଆଚରଣ କୁ ଦେଖି କୁହନ୍ତୁ ପ୍ରକୃତ #ପାଗଳ କିଏ ?
ଆପଣ ନିଜ ରାଜନୈତିକ ଫାଇଦା ଦେଖି ପ୍ରତ୍ୟେକ ଯୋଜନା ପ୍ରଣୟନ କରନ୍ତି । ଆମ ଦଳ ବିଜେପି ଯୋଜନା ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବାରେ ବିଶ୍ୱାସ କରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ପଷ୍ଟ ବିଚାର ଅଛି, ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 1 ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିରେ ଓଡ଼ିଶା ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି ନା ନାହିଁ ?
ମୁଖ୍ୟମନ୍ତ୍ରୀ ବରଗଡରେ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବେ ? ଆପଣ ନିର୍ଦ୍ଧାରିତ ସମୟ ସୀମା କହିବେ କି, କେବେ ଏହାର ସୁଫଳ ବରଗଡର ନାଗରିକଙ୍କୁ ମିଳିବ ?
ଫସଲ ବୀମାରେ ଘରୋଇ କମ୍ପାନୀଙ୍କୁ ଆପଣ ସାମିଲ କରିଥିଲେ କି ନାହିଁ ? ବରଗଡ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ରାଜ୍ୟ ସରକାର ଦେଇଛନ୍ତି କି ?
ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେବାକୁ ଚାହୁଁଛି ଯେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ରେଲ୍ ଇନଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ ଲିମିଟେଡ (ORIDL) ବରଗଡ ରୋଡ- ନୂଆପଡା ରେଳ ଲାଇନର ଦାୟିତ୍ୱ ସଠିକ ଭାବେ ନିର୍ବାହ କରିଛନ୍ତି କି ? ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରନ୍ତୁ ।
ଆପଣ ବରଗଡ ଜିଲ୍ଲାରେ ଦୁଇଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଲା ପରେ ବି ବରଗଡ ଜିଲ୍ଲା ସମେତ ଏହି ଅଞ୍ଚଳରୁ ହଜାର ହଜାର ଯୁବକ ଯୁବତୀ ବାହାରକୁ ଏବେବି ଦାଦନ ଖଟିବାକୁ ଯାଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ କରିବେ ?
ଦୀର୍ଘ ୨୩ ବର୍ଷର ଶାସନ ଦାୟିତ୍ୱରେ ରହିବା ପରେ ପଦ୍ମପୁରର ପାଇକମାଳରେ ଥିବା ଗୋଟେ ପିଏଚସିକୁ ସିଏଚସି ଭାବେ ପରିଣତ କରି ମୁଁ ଯାହା କହେ ତାହା କରେ ବୋଲି କହିବା କେତେ ଦୂର ଠିକ୍? ଏଥିରୁ ରାଜ୍ୟରେ ବିକାଶର ଚିତ୍ର ସ୍ପଷ୍ଟ ଅନୁମେୟ ।
ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁରକୁ ଜିଲ୍ଲା କରିବାର ପ୍ରତିଶ୍ରୁତି, ଏବେ ବି ଘୋଷଣାରେ ସୀମିତ । ଜିଲ୍ଲା ଘୋଷଣା କରିବାର ନିର୍ଦ୍ଧାରିତ ତାରିଖ ନ କହିବା ପଦ୍ମପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ ନୁହେଁ କି ?
ଆଜି ପଦ୍ମପୁର ଠାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଶୁଣିଲି । ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ନିଜ ମନ କଥା ନ କହି କାହା ହାତ ଲେଖା ପଢୁଛନ୍ତି ।
#ବିପର୍ଯ୍ୟସ୍ତଆଇନଶୃଙ୍ଖଳା, ବେପରୁଆ ନବୀନ ସରକାର ଆଇନ ନାହିଁ, ଶାସନ ନାହିଁ, ମୁଖ୍ୟମନ୍ତ୍ରୀ ରହିବ କ'ଣ ପାଇଁ ! ମନ୍ତ୍ରୀ ନବ ଦାସଙ୍କ ହତ୍ୟା ରାଜ୍ୟ ପାଇଁ ଲଜ୍ଜା, ଆମର ଦାବୀ ସିବିଆଇ ତଦନ୍ତ !!@dpradhanbjp @BJP4Odisha
United States Trends
- 1. $EMT 3.970 posts
- 2. Spotify 2,17 Mn posts
- 3. #EarthMeta 1.590 posts
- 4. Arsenal 343 B posts
- 5. Mbappe 131 B posts
- 6. Pete 872 B posts
- 7. CEOs 24,9 B posts
- 8. $PHNIX 5.955 posts
- 9. Newcastle 59,1 B posts
- 10. $TOAD 4.864 posts
- 11. Brian Thompson 133 B posts
- 12. Ancelotti 30,5 B posts
- 13. United Healthcare 97,8 B posts
- 14. Valverde 20,7 B posts
- 15. Nunez 38,9 B posts
- 16. Kelleher 19,5 B posts
- 17. Rashford 27 B posts
- 18. Diontae Johnson 4.183 posts
- 19. #ARSMUN 45,4 B posts
- 20. Apple Music 221 B posts
Who to follow
Something went wrong.
Something went wrong.