Kanha dash
@Dashkanha6ଯିଏ ହିନ୍ଦୁ ଧର୍ମ ଓ ରାଷ୍ଟ୍ରକୁ ବିରୋଧ କରିବ ମୁଁ ତାଙ୍କୁ ବିରୋଧ କରିବି I
Similar User
@Mohanpadhi3
@RichiSwain
@KritikaRay4
@MissPuja__
@RaimohanParida2
@DivyajyotiPari6
@Gobinda_Puhan
@RashmiAmi
For those who blame Diwali, here's some perspective: During the stubble-burning month, an area of 17,900 sqkm or 12 times the size of Delhi is on fire next to Delhi. 35 million tonnes of stubble is burnt. Right under the nose of the silent Supreme Court. My views on @CNNnews18:
Terrorism has no Religion But All Terrorists have same Religion. Full Support To Israel 🇮🇱. #IsraelPalestineConflict #Israel #IsraelFightsBack #Isarael #Israel #FreeGaza
This is how Palestine acts in front of world Media after attacking Israel. I strongly Support Israel 🇮🇱. #IsraelUnderAttack #isupportIsraeli #Israel #Palestinian #Hamas #OperationIronSwords #Gaza
Thank you New York Times. Thank you for the racial jibe & the ridicule. Thank you for doubting our abilities. Thank you for laughing at us. Today we did not knock on the door. Today, we kicked the door down. Now, go and draw a new cartoon. Go… #Chandrayaan3
ଚାରି ମହା ରାତ୍ରି ଙ୍କ ମଧ୍ୟ ରୁ ଶ୍ରୀ କୃଷ୍ଣ ଜନ୍ମା ଷ୍ଟମୀ ମହାପର୍ବ l କୃଷ୍ଣ ବନ୍ଦେ ଜଗତ ଗୁରୁ ଙ୍କ ଅତରଣ ଉଶ୍ଚବ ! ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତୀ ଜୀ ଙ୍କ ବଳି ଦାନ ଦିବସ l 🙏🙏 #Swamiji
Remembering former Prime Minister of India and Bharat Ratna Shri #AtalBihariVajpayeeJi on his Puniya Tithi. The nation remains indebted to his visionary developmental milestones. He is an inspiration for all of us. My tribute to our beloved leader Atal Ji. #AtalBihariVajpayee
ଅଦମ୍ୟ ସାହସ ଏବଂ ବୀରତା ଦ୍ଵାରା କାରଗିଲରେ ତ୍ରିରଙ୍ଗାର ଶୌର୍ଯ୍ୟ ଓ ମର୍ଯ୍ୟାଦା ସୁରକ୍ଷିତ କରିଥିବା ବୀର ଯବାନମାନଙ୍କୁ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ବୀର ସହିଦଙ୍କୁ ସଲାମ । . . . #KargilVijayDiwas #kargilwarheroes
ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ" ଏହି କଥା ଆମେ କହୁନୁ ଯାହା ଦେଖୁଚୁ ତାହା କହୁଚୁବାଲିଗୁଡା NAC ରେ ପ୍ରତ୍ୟକ ଦିନ ଏହିଭଳି ଘଟଣା ଘଟୁଛି କିନ୍ତୁ ବାଲିଗୁଡା ପ୍ରଶାସନ ନିଘୋଡ଼ ନିଦ୍ରା ରେ ସୋଇଛି ସତେ ଯେମିତି ପ୍ରଶାସନ ଚାହୁଁଚି ଏହି ଭଳି ଦୁର୍ଘଟଣା ମୁଖ୍ୟ ରାସ୍ତା ରେ ଘଟୁ
ସରକାରୀ କାର୍ଯ୍ୟକ୍ରମରେ ପଟା ବାଣ୍ଟୁଛନ୍ତି ବାଲିଗୁଡା ବିଜେଡି ବ୍ଲକ ସଭାପତି ! ବାଲିଗୁଡା ବିଜେଡି ବ୍ଲକ ସଭାପତିଙ୍କୁ ଏ ଅଧିକାର କିଏ ଦେଲା ? ଧିକ ଏହି ସରକାରୀ ବାବୁଙ୍କୁ ମଧ୍ୟ ! @DMKandhamal @CMO_Odisha @jenapratap66 @dpradhanbjp @AprajitaSarangi @BJP4Odisha
ପବିତ୍ର ମହାବିଷୁବ ସଂକ୍ରାନ୍ତି,ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରେ ଆସନ୍ତାକାଲି ନୂଆ ସୁରଜ ଆମ ପାଇଁ ଆନନ୍ଦମୟ ଓ ଅମୃତମୟ ହେଉ। . . . #ଓଡ଼ିଆନବବର୍ଷ #ପଣାସଂକ୍ରାନ୍ତି #OdiaNewYear #PanaSankranti
"ଶ୍ରୀ ରାମଚନ୍ଦ୍ର କୃପାଳୁ ଭଜମନ, ସ୍ମରଣ ଭବଭୟ ହରଣମ୍ , ପରମ କାରୁଣୀକ, ପ୍ରଜାନୁରଂଜକ ଭକ୍ତ ବତ୍ସଳ,ଜାନକୀ ବଲ୍ଲଭମ୍ ” ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରବର୍ଗଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା । . . . #Ramanavami
ରାଷ୍ଟ୍ରସେବା, ଅନ୍ତ୍ୟୋଦୟ ଏବଂ ବିଚାରଧାରାକୁ ସମର୍ପିତ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ଜନସେବାରେ ସମର୍ପିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭକାମନା । #SthapnaDiwas #Odishabjp
Jagannath Temple is not just a temple, it's an emotion of millions of Odias. Stop vandalised hundreds years old Sanatan heritages near Temple Premises and Stop illegal Construction at Shree Jagannath Dham Puri. #SaveJagannathTemple @JagannathaDhaam @SJTA_Puri @AprajitaSarangi
ପ୍ରଶ୍ନ :- ଭାଇ ଓଡିଶାର ଖବର କଣ ? ଉତ୍ତର :- ନେତା ବାହାରେ ମନ୍ଦିର, ମଠ ଭାଙ୍ଗିବାରେ ବେସ୍ତ, ଭିତରେ ସେବାୟତ ମନ୍ଦିର ଭାଙ୍ଗିବାରେ ବେସ୍ତ ! @Naveen_Odisha @SJTA_Puri @JagannathaDhaam @AprajitaSarangi @dpradhanbjp @sambitswaraj
ପବିତ୍ର ହିନ୍ଦୁ ନୂଆବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ! ଏହି ନବବର୍ଷଟି ସମସ୍ତଙ୍କର ଜୀବନ ଉତ୍ତମ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି, ଉନ୍ନତି ଓ ମଙ୍ଗଳମୟ ହେଉ ! ବିଶ୍ୱ ମହାମାରୀ କବଳରୁ ମାନବ ସମାଜର ରକ୍ଷା ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ! #ହିନ୍ଦୁ_ନବବର୍ଷ #ରାଷ୍ଟ୍ରୀୟନବବର୍ଷ #HinduNewYear
United States Trends
- 1. #Bitcoin 305 B posts
- 2. Lakers 40,4 B posts
- 3. Isaiah Evans 3.697 posts
- 4. Duke 37 B posts
- 5. #Survivor47 8.128 posts
- 6. Creighton 5.962 posts
- 7. #AEWDynamite 20,9 B posts
- 8. Scheyer 1.014 posts
- 9. Proctor 1.960 posts
- 10. Fauci 158 B posts
- 11. Hawk Tuah 33,3 B posts
- 12. Pettiford N/A
- 13. Tyler Herro 5.487 posts
- 14. Pop Isaacs N/A
- 15. #SistasOnBET 2.457 posts
- 16. #kubball 1.259 posts
- 17. Anthony Davis 3.674 posts
- 18. Maxey 3.092 posts
- 19. Jay Bilas N/A
- 20. Genevieve 3.430 posts
Something went wrong.
Something went wrong.