@BJP_Angul Profile picture

BJP ANGUL

@BJP_Angul

BJP Angul Dist Official Twitter Handle.

Joined August 2022
Similar User
BDO ATHAMALLIK photo

@BDOAthmallik

Pratyutpanna Pradhan photo

@patupradhan

Saumya Ranjan Mohanty 🇮🇳(ମୋଦୀଙ୍କ ପରିବାର) photo

@lipumohanty99

soumyaranjan sahoo photo

@soumyamsahoo

Er. Alok Beheramali🇮🇳 photo

@alokbmali

Himanshu Sekhar Pradhan photo

@Himansh57939411

Bikram Karna photo

@BikramKarna2

ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆସନ୍ତାକାଲି ଅନଗୁଳ ଜିଲ୍ଲାପାଳ ଅଫିସ ଘେରାଓ କରାଯାଉଛି । ନିଜର ସୁରକ୍ଷା ପାଇଁ ସମସ୍ତଙ୍କୁ ଏଥିରେ ଯୋଗଦେବାକୁ ଅନୁରୋଧ #BJP4Angul

Tweet Image 1

BJP ANGUL Reposted

#ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ #କନ୍ଧପଡ଼ା ଗ୍ରାମପଞ୍ଚାୟତ ଘୋଡାଗାଡି ଗ୍ରାମରେ ବେନିୟମ ଭାବରେ ଚାଲିଛି ଇଟାଭାଟି (କାଠ ଦ୍ୱାର ପୋଡାଚାଳିଛି ଭାଟି),ଧୂଆଁ ଦ୍ବାରା ପରିବେଶ ପ୍ରଦୂଷଣ ହେଉଛି ।ଏଥିପ୍ରତି ଦୃଷ୍ଟି ଦେବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ @rdmodisha Sir ଙ୍କୁ ଅନୁରୋଧ @angul_dm @DFO_ATHMALLIK

Tweet Image 1

କେନ୍ଦ୍ରରୁ ଅଜସ୍ର ଅନୁଦାନ ପ୍ରଦାନ କରାଯାଉଥିଲା ବେଳେ ରାଜ୍ୟ ପୁଣିଥରେ କେନ୍ଦ୍ର ଅବହେଳା କହି ନିଜର ଅପାରଗତା କୁ ଲୁଚାଇବାକୁ ଚେଷ୍ଟା କରୁଛି। ଅବହେଳା ବାହାନା ଛାଡି ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରୁ ରାଜ୍ୟ ସରକାର #BJP4Angul

Tweet Image 1

ବିନା ଟେଣ୍ଡରରେ DMF ଫଣ୍ଡ ବାଣ୍ଟିବା ସବୁଠାରୁ ବଡ ଦୁର୍ନୀତି #BJP4Angul

Tweet Image 1

ଜିଲ୍ଲାର ସୁଯୋଗ୍ୟ ସନ୍ତାନଙ୍କ ମା ମାଟି ପ୍ରତି ସ୍ୱାଭିମାନ #BJP4Angul

Tweet Image 1

ଭାରତୀୟ ସଂସ୍କୃତିର ସୁରକ୍ଷା ତଥା ସଂରକ୍ଷଣ ପାଇଁ ମୋଦୀ ସରକାର ପ୍ରତିବଦ୍ଧ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjp ଙ୍କ ଅନୁରୋଧ କ୍ରମେ ସମ୍ବଲପୁର ଶାଲିମାର ଏକ୍ସପ୍ରେସକୁ ମହିମା ଗୋସାଇଁ ଏକ୍ସପ୍ରେସ ଘୋଷଣା କଲେ କେନ୍ଦ୍ର ରେଳ ମନ୍ତ୍ରୀ @AshwiniVaishnaw #SanskritikSanvardhan #BJP4Angul

Tweet Image 1
Tweet Image 2
Tweet Image 3
Tweet Image 4

BJP ANGUL Reposted

ବୈଶ୍ୱିକ ଅର୍ଥନୀତିର ପେଣ୍ଠସ୍ଥଳୀ ହେବା ପାଇଁ ଓଡ଼ିଶା ପାଖରେ ସବୁ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଖଣି ନିଲାମରେ ରାଜ୍ୟକୁ ପ୍ରଚୁର ରାଜସ୍ୱ ଆସୁଛି । ଜନଜାତି ଓ ଗରିବଙ୍କ ବିକାଶ ପାଇଁ ଗଠିତ ଡିଏମଏଫରେ ବାର୍ଷିକ ୧୫,୦୦୦ କୋଟି ଟଙ୍କା ଆସୁଛି । ଓଡ଼ିଆ ଲୋକଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ।


BJP ANGUL Reposted

ମୋଦି ସରକାରରେ କେନ୍ଦ୍ରୀୟ ଅବହେଳା କହିବା ଆଉ ଯୁକ୍ତିଯୁକ୍ତ ନୁହେଁ । ଆଜି ମୋଦି ସରକାରରେ ରେଳ ଚଳାଚଳ ଦାବୀ ଅତି କମ୍ ସମୟ ମଧ୍ୟରେ ପୂରଣ ହେଉଛି । ରେଳ ମନ୍ତ୍ରୀଙ୍କ ଦ୍ୱାରା ଖୁବ ଶୀଘ୍ର ଭଦ୍ରକକୁ ଆଉ ଏକ ମେମୁ ଟ୍ରେନ୍ ଚାଲିବାର ଘୋଷଣା ସ୍ୱାଗତଯୋଗ୍ୟ । ଓଡ଼ିଶାରେ ୩୬ଟି ଷ୍ଟେସନ ନବକଳେବର ହେବା ଖୁସିର ବିଷୟ ।

Tweet Image 1
Tweet Image 2
Tweet Image 3
Tweet Image 4

BJP ANGUL Reposted

ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ପ୍ରସିଦ୍ଧ ପଂକ୍ତି "ମୋ ଜୀବନ ପଛେ ନର୍କେ ପଡିଥାଉ" ଜାତି ସଂଘର କାନ୍ଥରେ ଉଲ୍ଲେଖ ରହିଛି । ରେଳମନ୍ତ୍ରୀଙ୍କୁ ଅନୁରୋଧ, ତାଳଚେର ଦେଇ ସମ୍ବଲପୁର ଶାଲିମାର (କଲିକତା) ମଧ୍ୟରେ ଆଜି ଶୁଭାରମ୍ଭ ହେବାକୁ ଥିବା ନୂତନ ଏକ୍ସପ୍ରେସ ମହିମା ଗୋସାଇଁଙ୍କ ନାମରେ ନାମିତ ହେଉ ।

Tweet Image 1
Tweet Image 2
Tweet Image 3

BJP ANGUL Reposted

ଭୁବନେଶ୍ୱର ଷ୍ଟେସନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ @JoshiPralhad ଓ କେନ୍ଦ୍ର ରେଳ ମନ୍ତ୍ରୀ @AshwiniVaishnaw ଙ୍କ ସହ ପୁରୀ-ଜଳେଶ୍ୱର ପାସେଞ୍ଜର ଟ୍ରେନର ଶୁଭାରମ୍ଭ କଲି । ଏହି ଟ୍ରେନ୍ ଚଳାଚଳ ଦ୍ୱାରା ବିଶେଷତଃ ଭଦ୍ରକ, ବାଲେଶ୍ୱର ଓ ରୂପସା ଅଞ୍ଚଳର ଯାତ୍ରୀମାନେ ସୁବିଧା ପାଇପାରିବେ ।


BJP ANGUL Reposted

ଶିଳ୍ପସମୃଦ୍ଧ ଅଞ୍ଚଳ ଅନୁଗୋଳରେ 14 କିଲୋମିଟର ଦୈର୍ଘ୍ୟ ଅନୁଗୋଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ବିଶେଷ ସହାୟକ ହେବ । କୋଇଲା ପରିବହନ ସୁଗମ ହେବା ସଙ୍ଗେସଙ୍ଗେ ସ୍ଥାନୀୟ ଓ ଦେଶର ଅର୍ଥନୀତିକୁ ଆହୁରି ସଶକ୍ତ କରିବ ।


BJP ANGUL Reposted

ସମ୍ବଲପୁର ଓ ଶାଲିମାର ଏକ୍ସପ୍ରେସ ରେଢ଼ାଖୋଲ, ବୋଇଣ୍ଡା, ଅନୁଗୋଳ, ତାଳଚେର, ଢେଙ୍କାନାଳ ଦେଇ ଯାତାୟତ କରିବ । ଏହି ପଦକ୍ଷେପ ଯାତ୍ରୀ ମାନଙ୍କ ଯାତାୟତ ସୁବିଧାକୁ ସହଜ କରିବ । ଏହି ଟ୍ରେନ୍ କଲିକତା ଓ ଓଡ଼ିଶା ମଧ୍ୟରେ ବାଣିଜ୍ୟ କାରବାର ଓ ଲୋକସମ୍ପର୍କକୁ ମଜଭୂତ୍ କରିବାର ନୂଆ ମାଧ୍ୟମ ହେବ ।

Tweet Image 1

BJP ANGUL Reposted

ଅନୁଗୋଳ ଠାରେ ଅନୁଗୋଳ-ବଳରାମ ନୂତନ ରେଳ ଲାଇନ ଏବଂ ସମ୍ବଲପୁର-ଶାଲିମାର(କଲିକତା) ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ @Naveen_Odisha, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ @JoshiPralhad ଓ କେନ୍ଦ୍ର ରେଳ ମନ୍ତ୍ରୀ @AshwiniVaishnaw ଙ୍କ ସହ ଯୋଗଦେଲି ।


BJP ANGUL Reposted

ମୋର ଅନୁରୋଧକୁ ରଖି ସମ୍ବଲପୁର-ଶାଲିମାର ଏକ୍ସପ୍ରେସକୁ ମହିମା ଗୋସାଇଁଙ୍କ ନାମରେ ନାମିତ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ @narendramodi ଓ କେନ୍ଦ୍ର ରେଳ ମନ୍ତ୍ରୀ @AshwiniVaishnaw ଙ୍କୁ ଧନ୍ୟବାଦ ଜଣାଉଛି । ଏହି ଘୋଷଣା ମହିମା ଗୋସାଇଁ, ସନ୍ଥ କବି ଭୀମ ଭୋଇ, ମହିମା ସମାଜ, ମହିମା ଧର୍ମାବଲମ୍ବୀଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ।

Tweet Image 1
Tweet Image 2
Tweet Image 3

BJP ANGUL Reposted

ଅନୁଗୋଳ ଠାରେ ଗତିଶକ୍ତି ବିଶ୍ୱବିଦ୍ୟାଳୟର କୋଇଲା, ଖଣି ଓ ରେଳ ବିଭାଗର ଲଜିଷ୍ଟିକ ଓ ଆନୁଷଙ୍ଗିକ ଉପକ୍ରମର ଏକ ବିଭାଗ ଖୋଲାଯିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଧନ୍ୟବାଦ। ଏହା ତାଳଚେର,ଅନୁଗୋଳ ଅଞ୍ଚଳ ପାଇଁ ବେଶ୍ ଲାଭଦାୟକ ହେବ । ଅନୁଗୋଳବାସୀଙ୍କ କଲ୍ୟାଣ ସହ ସେମାନଙ୍କ ରୋଜଗାରକୁ ଧ୍ୟାନ ଦେବା ଆମର ଦାୟିତ୍ୱ ।

Tweet Image 1
Tweet Image 2
Tweet Image 3

BJP ANGUL Reposted

ଅନୁଗୋଳ- ବଳରାମ ନୂଆ ରେଳ ଲାଇନ ଦ୍ୱାରା ତାଳେଚର ଓ ଅନୁଗୋଳ ମଧ୍ୟରେ ଏକ ରିଙ୍ଗ୍ ରୋଡ ସ୍ଥାପନ ହୋଇଛି । ଏ ଅଞ୍ଚଳରେ ଆଗାମୀ ଦିନରେ ପ୍ରାୟ ୨୫୦ ଏମଏମଟି କୋଇଲା ଉତ୍ପାଦନ, ୩୦ ଏମଟି ଲୁହା, ୨ ଏମଟି ଆଲୁମିନିୟମ ଓ ୩୦ ହଜାର ମେଗାଓ୍ୱାଟ ବିଜୁଳି ଉତ୍ପାଦନ ହେବ ।

Tweet Image 1
Tweet Image 2
Tweet Image 3

BJP ANGUL Reposted

ପୂର୍ବରୁ ଓଡ଼ିଶାକୁ ସ୍ୱଳ୍ପ ରାଜସ୍ୱ ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଓଡ଼ିଶାକୁ ଏବେ ଅଜସ୍ର ରାଜସ୍ୱ ମିଳୁଛି । ଡ଼ିଏମଏଫ ପାଣ୍ଠିରୁ ମଧ୍ୟ ଓଡ଼ିଶା ଏବଂ ଅନୁଗୋଳକୁ ବିପୁଳ ରାଜସ୍ୱ ମିଳୁଛି । କିନ୍ତୁ ଏହି ଅର୍ଥକୁ ସାମାଜିକ କଲ୍ୟାଣ ପାଇଁ ବିନିଯୋଗ କରିବା ପରିବର୍ତ୍ତେ ଦୁରୂପଯୋଗ କରିବା ଦୁଃଖର ବିଷୟ ।

Tweet Image 1
Tweet Image 2
Tweet Image 3

BJP ANGUL Reposted

ମେଡିକାଲ ପରିଚାଳନା ବାବଦକୁ ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ସ୍ୱୀକୃତି ଦେବା ସତ୍ତ୍ୱେ ତାଳଚେର ମେଡିକାଲ କଲେଜର ପରିଚାଳନାର ଦାୟିତ୍ୱ ରାଜ୍ୟ ସରକାର ନନେବା ଦୁର୍ଭାଗ୍ୟଜନକ ।

Tweet Image 1

BJP ANGUL Reposted

ତାଳଚେର ମେଡିକାଲ କଲେଜ କରିବା ପାଇଁ ଏଠାରେ ଅନେକ ସମୟରେ ଷ୍ଟ୍ରାଇକ କରାଯାଇ କୋଇଲା ଉତ୍ପାଦନକୁ ବନ୍ଦ କରାଯାଉଥିଲା । ଏହି ଦାବୀକୁ ମଧ୍ୟ ମୋଦି ସରକାର ପୂରଣ କଲେ ।

Tweet Image 1
Tweet Image 2
Tweet Image 3

BJP ANGUL Reposted

ଏ ଭୂମି ରାଜା ସୋମନାଥ ସିଂହ ଓ ପବିତ୍ର ମୋହନ ପ୍ରଧାନଙ୍କ ଭୂମି । ଦେଶର ସ୍ୱାଧୀନତା ପାଇଁ ଏହି ମହାପୁରୁଷମାନେ ବ୍ରିଟିଶଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ଆଜି ଏହି ସ୍ଥାନରେ ଯାତ୍ରୀ ସୁବିଧା ଓ ଅର୍ଥନୀତିକୁ ଗତି ଦେବା ପାଇଁ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ@narendramodi ଙ୍କୁ ଅନୁଗୋଳ ଜିଲ୍ଲା ତରଫରୁ ଧନ୍ୟବାଦ ଜଣାଉଛି ।

Tweet Image 1
Tweet Image 2
Tweet Image 3
Tweet Image 4

Loading...

Something went wrong.


Something went wrong.