@PDas_odisha Profile picture

PARSURAM DAS

@PDas_odisha

Teaching Profession//Social Service //Lover Of Nature and Book //Disciplinarian //Criticiser//Part Time Writer //Respect 2 Motherland///Views R Personal 🌏🌏🌏

Similar User
ଆପଣଙ୍କ ଗାଁ ଲୋକ 🇮🇳🙏 photo

@Bapeena

Satrujit 🇮🇳 photo

@SatrujitSingh

A P Subhakanta photo

@zubun98

ପ୍ରିୟବ୍ରତ ପ୍ରଧାନ|Priyabrat Pradhan| photo

@priyabrat3

Kailash Hota photo

@Kailash_Hotaa

Chaturbhuja JP 🇮🇳 photo

@JpChaturbhuja

Ramesh Jena photo

@RameshJ17829355

🇮🇳kumar.sa 🇲🇿ପାଇକ ପୁଅ photo

@jenamanas520

ସତ୍ୟରଞ୍ଜନ ଦାସ(କଲମ ଶିଳ୍ପୀ✍️)🇮🇳™ #ଜଗନ୍ନାଥସାହା❤️🙏 photo

@satyaodisha787

🇮🇳Subal ⚠️ photo

@drsubal82

ଜଗନ ⚫❗⚫ (Modi Ka Pariwar) photo

@SudamCharanSwa3

କୁନି ପିଲା 👦🤗(An imperfect man ) photo

@Biki_baba

|| SR || 🇮🇳 photo

@_sr1970

Pradeep Ku. Mohanty photo

@PradeepKuMoha12

Akash Biswal photo

@kumarbaunty

ସୋର ବ୍ଲକ ଅନ୍ତର୍ଗତ ବାଗୁଡି ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ପର୍ଶୁରାମ ଦାସଙ୍କୁ ସୋର ବ୍ଲକସ୍ଥରୀୟ ବିଜ୍ଞାନମେଳା ଅବସରରେ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ କରୁଛନ୍ତି ସୋର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ନାରାୟଣ ଦାସ,ମଞ୍ଚରେ ଅଛନ୍ତି ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀ ଧରଣୀଧର ପାତ୍ର

Tweet Image 1

ପବିତ୍ର ୬୧ ତମ ଶିଶୁ ଦିବସ ଅବସରରେ ସମସ୍ତ ଶିଶୁ ମାନଙ୍କର ସର୍ବୋତ୍ତମ ସ୍ବାସ୍ଥ୍ୟ , ଶିକ୍ଷା , ନୈତିକ/ସାଂସ୍କୃତିକ/ଚାରିତ୍ରିକ/ଧାର୍ମିକ ବିକାଶ , ଉତ୍ତମ ସଂସ୍କାର , ଆମୋଦଦାୟକ ଶୈଶବ ଓ ପିତାମାତା , ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସ୍ନେହ/ଯତ୍ନ କାମନା କରୁଛି। #childrensDay


ସତ ହୋଇଥିଲେ ସାଙ୍ଘାତିକ.... #odisha

Tweet Image 1

ODISHA CIVIL SERVICE ପାଇଥିବା ପିଲା ଆମ ଗାଁର , ଆମ ସ୍କୁଲର , ଆମ କଲେଜର , ଆମ ବ୍ଲକର , ଆମ ପଞ୍ଚାୟତର କହି ଖୁସି ହେଉଥିବା ବ୍ୟକ୍ତିବିଶେଷ ୫ବର୍ଷ ପରେ ସେମାନଙ୍କର (ତାଙ୍କ ପିଲାମାନଙ୍କର) ୩୦ଟି ପ୍ଲଟ, ୫ମହଲା କୋଠାଘର , ୫ଟା ସହରରେ ଫ୍ଲାଟ୍ , ୫୦କିଲୋ ସୁନା ଓ ପାଞ୍ଚଟା ଫାର୍ମ ହାଉସ୍ ପାଇଁ ମଧ୍ଯ ଗର୍ବିତ ହେବାକୁ ଅନୁରୋଧ #Odisha


What ଆଉ brilliant knock.... #INDvsNZ

Lighting up your feed with the moment of the day 🤗 Describe Sarfaraz Khan's maiden century with an emoji 💯 #TeamIndia | #INDvNZ | @IDFCFIRSTBank



India lost a diamond in Business. #RIPRatanTata

Tweet Image 1

ମହାମାୟା ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କର ମୃଣ୍ମୟୀ-ମହାସପ୍ତମୀ ପୂଜା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଏହି ଦିନ , ନବପତ୍ରିକା ; ଅର୍ଥାତ କଦଳୀ , ସାରୁ , ମାଣସାରୁ , ହଳଦୀ , ଅଶୋକ , ଡାଳିମ୍ବ , ବେଲ , ଜୟନ୍ତୀ ଓ ଧାନ ପରି ନଅ ଜାତିର ପତ୍ରରେ ଜଗଜ୍ଜନନୀଙ୍କ ପୂଜାର୍ଚ୍ଚନା କରିବାର ବିଧି ରହିଛି । #Dusehrea


ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ମାତ୍ର ୧୨ ବର୍ଷ ବୟସରେ ଇଂରେଜମାନଙ୍କ ଆଗରେ ଦେଖାଇଥିବା ସାହସ ଓ ପରାକ୍ରମ ସଦା ସ୍ମରଣୀୟ ହୋଇ ରହିବ। #tribute #bajiraut #BirthAnniversary


PARSURAM DAS Reposted

ସ୍କୁଲରୁ ଆସି ମୋବାଇଲ ଚଳାଇବାକୁ ତାଗିଦ କରିବାରୁ ପାଠ ପଢିବାର ବାହାନା କରି ମା'ଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ପିଲାଟି ତାଙ୍କ ମୁଣ୍ଡକୁ କ୍ରିକେଟ ବ୍ଯାଟରେ ପିଟିଲା ଏବଂ ଅଚେତ ହେଇ ପଡିଥିବା ମା'ଙ୍କ ହାତରୁ ମୋବାଇଲ ନେଇ ପୁଣି ଖେଳିବା ଆରମ୍ଭ କରିଦେଲା l


Notification has been published for Prematric scholarship for SC, ST in odisha #odisha

Tweet Image 1

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ଲେଖକ ଶ୍ରୀ ହରିହର ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। #RIPHariharmishra


ନବମ , ଦଶମ , ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ପିତାମାତା ତଥା ଅଭିଭାବକ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବୈଠକ : ତା.୩୦.୦୯.୨୦୨୪ରିଖ (ସୋମବାର‌) ରେ ଅନୁଷ୍ଠିତ ହେବ। #ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ଯକ୍ରମ ପ୍ରାଧିକରଣ। #odisha


ସମସ୍ତଙ୍କୁ ସାଦର ନିମନ୍ତ୍ରଣ ... #RadhanathRay #Balasore

Tweet Image 1

New journey with new assignment #TeachingProfession

Tweet Image 1

ଓଡ଼ିଶାରୁ ଦ୍ଵିତୀ ଚନ୍ଦ୍ର ସାହୁ ସାର୍ (GOVT HIGH SCHOOL BILLESU , ଶେଷଖାଲ ତହସିଲ , ଜିଲ୍ଲା - ରାୟଗଡ଼ା) ଓ ସନ୍ତୋଷ କୁମାର କର ସାର୍ (JAYA DURGA HIGH SCHOOL, NARLA ROAD , ଜିଲ୍ଲା - କଳାହାଣ୍ଡି) NATIONAL TEACHERS' AWARD ପାଇବାକୁ ଯୋଗ୍ଯ ବିବେଚିତ ହୋଇଛନ୍ତି। ଅନେକ ଅନେକ ଶୁଭେଛା #NationalTrAward


This is the Oldest Hotel in the World. The name of this Hotel is "Nishiyama Onsen Keiunkan". This Oldest Hotel in world has been operated by the same Japanese family for over 1,300 years. 52 different generations of descendants have cared for and operated the Hotel .#Japan

Tweet Image 1

Loading...

Something went wrong.


Something went wrong.