🇮🇳kumar.sa 🇲🇿ପାଇକ ପୁଅ
@jenamanas520ଆଶାହୀନ ମଣିଷ ଏହା ଯେ ମୋର ବଡ ବିଳାସ 📿 कल किसीने देखा है let's life live today
Similar User
@bimalendu71
@Fishcosian
@odiapolice
@Shubhapallaba
@GALPAKABITA
@csharpian
@ashutosh_odisha
@SujitSarangi3
@SabyasachiEditz
@ChandrakantiPr3
@drdeepak81
@Bapeena
@BishnuMohanPat2
@Bagulia17190456
@Udayan_Sarathi
ନିରୋଳା ରାତ୍ରରେ ଜହ୍ନ ସହିତ ସମୁଦ୍ର ର ପ୍ରିତୀ କାହାକୁ ବା ଅଛପା.... ଦୂରରୁ ଦେଖୁଥିବା ସେଇ X ର କଣ ଯେ ଭାବନା କେଜାଣି କିଏ ସେ କହି ପାରିବ
ସତ୍ତା ଆଉ ଶକ୍ତି
ପ୍ରିୟା ଘରେ ମଗୁଶିର ମୋ ଘରେ ବୈଶାଖ ଭାବ କାହୁଁ ଆସିବ... ମୋ ଦେଶ ଭଳି ଦେଶ କାହିଁ ଏ ମହି ମଣ୍ଡଳେ ପାଳିବ ଏତେ ପରବ...
କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହୁଏ ନା ଓଡ଼ିଶାର ସବୁ ଜିଲ୍ଲା ରେ ହୁଏ 🤔
ସବୁ ଆଡ଼େ ସ୍ତ୍ରୀ ଲୋକଙ୍କ ସେଇ ସମାନ କେଚେ କେତେ, ଦୁଇଜଣ ଭେଟିଲେ ତୃତୀୟ ର ଇଜ୍ଜତ ମହତ ର ପ୍ରବଚନ କରିବେ🤦 ଏଇ ପାଖରେ ଦୁଇଟି କାଳି ବସି ମୋ ମୁଣ୍ଡ ଟିଣ କଲେଣି । ଆଲୋଚନା ଚକ୍ର ସିଏ ବାହା ହୋଇନାହିଁ ପେଟ ସାତ ମାସ କୋଉ ଗୋଟେ କାଳି କଥା ପଡିଛି😜
ପୁଣି ସରକାର ବଦଳିବ ପୁଣି ପୋଷ୍ଟର ବଦଳିବ 🤦 କୋଉ ନେତାଙ୍କ କୋଉ ବାପାଙ୍କ ବାପଧନ ଆମ ପାଖରେ ଥୋଇଥିଲେ କେଜାଣି। ଆମେ ଜନତା ଭୋଟ ପରେ ଭକୁଆ
This costly billboard on an inconspicuous lane in BJB Nagar area of Bhubaneswar coveys no important message except being a legacy symbol . Before Mohan Majhi Govt assumed office, it had a picture of Naveen Patnaik on a green background. Nothing has changed with change of Govt.
ମୋଜାମ୍ବିକ୍ ରେ ପରିସ୍ଥିତି ଭଲ ନାହିଁ ଏଠି ହ୍ବାଟସପ ବନ୍ଧ ଫେସବୁକ ବନ୍ଦ ସ ଇଣ୍ଟରନେଟ ବି ବହୁତ ସମୟ ବନ୍ଦ ରହୁଛି ଇଲେକ୍ସନ ରେ ସେଇ ସ୍ବାଧୀନତା କାଳର ଦଳ ଜିତୁଛି ଗାଁ ଲୋକ ମୁର୍ଖ ମୁଖିଆ ଯାହା କହିଲା ସେଥିରେ ଭୋଟ ଦିଅ ସହରି ଲୋକ ଅଳ୍ପ ସେମାନେ ହିଁ ରୋଳା କରୁଛନ୍ତି
ବଡବଡୁଆ ହୋ..... ଅନ୍ଧାରରେ ଆସି ଆଲୁଅରେ ଯାଅ । ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ।। ଶୁଭ ଦୀପାବଳୀ
ଏଠି ଭି ସମ ଅବସ୍ଥା ବିଚରା ନେତାଙ୍କ ଇଜ୍ଜତ ଲୁଟନି
#ମହଙ୍ଗା_ହେଉଛି_ଖାଇବା_ତେଲ ହୁ’ହୁ ହୋଇ ବଢୁଛି ଖାଇବା ତେଲଦର । ପାମ୍ ଅଏଲ୍ , ସୂର୍ଯ୍ୟମୁଖୀ , ସୋୟାବିନ୍ ଓ ସୋରିଷ ତେଲ ଦର ବୃଦ୍ଧି #KanakNews #Odisha #OilRateHike
କାଳିଆ ମାନେ ହଙ୍ଗାମା କରିକି ନେଟ ବନ୍ଦ କରିଥିଲେ ଗତକାଲି ଏବେ ଚାଲିଲା । ଏଠି ନିର୍ବାଚନ ହେଲା ସତାଧାରୀ ଦଳ ୭୦%ରେ ଜିତିଲା । ବିପକ୍ଷ ଭାରତ ର କଂଗ୍ରେସ ଦଳ ଭଳି ଅଭିଯୋଗ କଲା । ଦଙ୍ଗା କଲା । ପରିସ୍ଥିତିରେ ଏବେ ସାମାନ୍ୟ ହେଲା । ଚାଇନା ଆମେରିକା ଏଠି ଭି ଭିଡାଟଣା । କିନ୍ତୁ ଚାଇନା ନାଁ ଆସୁନି
ଝଡ ଆଗରୁ ବୃଦ୍ଧାଙ୍କୁ କାନ୍ଧେଇ ଆଶ୍ରୟସ୍ଥଳକୁ ଆଣିଲେ ଆଶା ଦିଦି... #CycloneDana
नौकरी काहा करती हैं इनकम केसे
5.63 करोड़ का घर, 1.44 करोड़ रुपये की ज्वेलरी...देखिए प्रियंका गांधी वाड्रा के पास कितनी संपत्ति #PriyankaGandhi | Priyanka Gandhi | #Wayanad
ସବୁ ବେଳେ ହସୁଥିବ ବିଦେଶ ବୁଲୁଛ ଏଥରକ ଯୁଆଡେ ଯିବ ମୋତେ ଭିଡିଓ କଲ କରିବ ଭାଇ ଏତେ ଛୋଟ ବୟସରୁ ଛାଡି ଚାଲିଯିବ କେବେ ବି ସ୍ବପ୍ନ ରେ ଭାବି ହେବନି ଓମ୍ ଶାନ୍ତି #ପପୁ 🙏 😭😭😭😭
ମୋ ବସ @CRUT_BBSRରେ ଯଦି ଧୀର ସ୍ଵରରେ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ବାଜନ୍ତା, କେତେ ବଢ଼ିଆ ହୁଅନ୍ତା (ଷ୍ଟପେଜ୍ ଘୋଷଣା ସହ) । କିଏ ସୁଖରେ ହଜି ଯାଆନ୍ତା, କାହାର ଦୁଃଖ ହଜି ଯାଆନ୍ତା। @OSRTC_Odisha, @LAccMI_Odisha ବସରେ ବାଜିଲେ ବି ହୁଅନ୍ତା । ମଝିରେ ମଝିରେ ଭିକାରୀ ବଳଙ୍କ ସଙ୍ଗୀତ । ଓଃ! ଓଡ଼ିଆପଣରେ ବିଭୋର ହୁଅନ୍ତେ ଯାତ୍ରୀ ।
ବଞ୍ଚିଛି ତରା ମାଛ ସେ କାଳିଆ ମାନିଲାନି ମୋ କଥା ସମୁଦ୍ରରେ ଛାଡିଲାନି ନେଇ ପଳାଇଲା
ଏମିତି ପୁଜା କଲେ ସୁନ୍ଦରିଆ ବର ପାତାଳ ଫିଟାଇ ବାହାରିବ🧐
ସାରା ଓଡ଼ିଶା ଜଣେ ଆଉଜଣ କୁ ଠକିବାରେ ଲାଗିଛନ୍ତି
United States Trends
- 1. ICBM 97,2 B posts
- 2. Dnipro 31,7 B posts
- 3. Good Thursday 21,4 B posts
- 4. #ThursdayMotivation 3.964 posts
- 5. Friday Eve N/A
- 6. #21Nov 1.907 posts
- 7. $DUB 6.727 posts
- 8. #thursdayvibes 2.641 posts
- 9. #Wordle1251 N/A
- 10. Nikki Haley 27,2 B posts
- 11. #KashOnly 1.440 posts
- 12. Adani 656 B posts
- 13. Bitcoin 640 B posts
- 14. Happy Birthday Nerissa 7.258 posts
- 15. Juice WRLD 23 B posts
- 16. Thomas Sowell 9.614 posts
- 17. Ellen DeGeneres 67,2 B posts
- 18. Paul George 9.494 posts
- 19. SWARM 7.361 posts
- 20. Jimmy Fallon 102 B posts
Who to follow
-
ବିମଳେନ୍ଦୁ ଷଡ଼ଙ୍ଗୀ /Bimalendu A+ ବନ୍ଦେ ଉତ୍କଳ ଜନନୀ
@bimalendu71 -
🇮🇳ମତ୍ସ୍ୟଜୀବୀ /Matsyajivi 🐟
@Fishcosian -
ୟଶୱନ୍ତ Yashwanta यशवंत! 👮 🇮🇳
@odiapolice -
ଶୁଭପଲ୍ଲବ ~ Shubhapallaba
@Shubhapallaba -
ହିମାଂଶୁ #ଗଳ୍ପକବିତା✍️🇮🇳
@GALPAKABITA -
Manas R Dash
@csharpian -
ASHUTOSH
@ashutosh_odisha -
Sujit Sarangi
@SujitSarangi3 -
Sabyasachi Samantara 🎭
@SabyasachiEditz -
Chandrakanti ( ଚୁଟକି )
@ChandrakantiPr3 -
#ମୋ_ଡାକ୍ତର🩺
@drdeepak81 -
ଆପଣଙ୍କ ଗାଁ ଲୋକ 🇮🇳🙏
@Bapeena -
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
@BishnuMohanPat2 -
ବଗୁଲିଆ ଟୋକା 🤸
@Bagulia17190456 -
Udayan Sarathi (ଉଦୟନ ସାରଥୀ)
@Udayan_Sarathi
Something went wrong.
Something went wrong.