@OdiaParivar Profile picture

ଓଡ଼ିଆ ପରିବାର

@OdiaParivar

ଓଡ଼ିଆ ଭାବେ ଆମର ପରିଚୟ ହେଉଛି ଆମର ସ୍ବର୍ଣ୍ଣିମ ଇତିହାସ,ଏହାର ଭାଷା,ସଂସ୍କୃତି ଓ କଳା ଭାସ୍କର୍ଯ୍ୟ। ହଜି ଯାଇଥିବା ଗୌରବକୁ ଫେରାଇ ଆଣିବାକୁ ହେବ।ଓଡ଼ିଶାକୁ ଆଗ ଭଳି ସମୃଦ୍ଧ କରିବାକୁ ହେବ ।

Similar User
ଖଟ୍ଟି ଓଡିଶା photo

@khatiodisha

ଶୁଭପଲ୍ଲବ ~ Shubhapallaba photo

@Shubhapallaba

ଅବୁଝା ପୁଅ photo

@AbujhaPua

Donali das photo

@donali_das

Chandrakanti ( ଚୁଟକି ) photo

@ChandrakantiPr3

ହେଇଟି ଭାଇନା photo

@heitibhaina

ବଗୁଲିଆ ଟୋକା 🤸 photo

@Bagulia17190456

madhabi (ମାଧବୀ) photo

@madhabi29

ଓଡ଼ିଆଙ୍କ ଖଟି photo

@odiakhati

ତପନ ତଡକା 𝕏 photo

@TapanTadka

ବିମଳେନ୍ଦୁ ଷଡ଼ଙ୍ଗୀ /Bimalendu A+ ବନ୍ଦେ ଉତ୍କଳ ଜନନୀ photo

@bimalendu71

ଶୁଆ photo

@mte2o

ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . photo

@BishnuMohanPat2

ଆପଣଙ୍କ ଗାଁ ଲୋକ 🇮🇳🙏 photo

@Bapeena

Krushna Charan photo

@KrushnaCharan1

Pinned

ଅନଘ ବୋଲି ମୁଁ ଯେତେ ବୋଲିଲେବି ଅଧୀଶ୍ଵର ତମେ ଅଧିଲୋକର ଅଶୁଦ୍ଧି ଶୋଧନ କରିନାହିଁ କେବେ ଅପବର୍ଗ ଚିନ୍ତା ନାହିଁଟି ମୋର ।। ଅପଦ୍ରଵ ପ୍ରତି ଲୋଭ ବଢିଯାଏ ଅପତ୍ରପ ସାଜି ଖେଳୁଛି ଖେଳ ଅପରୂପ ତୋର ଦେଖିଲେ କାଳିଆ ଅବପାତ ପାଇଁ ଲାଗୁଚି ଡର ।।

Tweet Image 1

ଓଡ଼ିଆ ପରିବାର Reposted

#Dharmendra #TheModiMan The date was May 1, 2016 and Place was UP's Ballia 📑 Leader @dpradhanbjp presented a sapling of #NewUP to Hon'ble PM @narendramodi Ji at the launching ceremony of the 'Pradhan Mantri Ujjwala Yojana'. Now we will witness the Part-2 of UP Mission.

Tweet Image 1

ଓଡ଼ିଆ ପରିବାର Reposted

#Dharmendra #TheModiMan The Date was 5th December 2015 📇 Modi Man @dpradhanbjp presented The Guinness World Record to Hon'ble PM @narendramodi which he had received for the towering achievement of @PetroleumMin for World's largest cash benefit program "PAHAL"

Tweet Image 1

ଓଡ଼ିଆ ପରିବାର Reposted

#Dharmendra #TheModiMan Date : 8th Sep 2021 📇 Top leadership of world's largest democratic party @BJP4India declared the name of @dpradhanbjp (The Modi Man & Close Confidant of @AmitShah and @JPNadda) as Party Prabhari to drive the most important State Election in UP.

Tweet Image 1
Tweet Image 2

ମୁଖ୍ୟମନ୍ତ୍ରୀ @Naveen_Odisha ଏବଂ କେନ୍ଦ୍ରମନ୍ତ୍ରୀ @dpradhanbjp , ବେଦାନ୍ତ ସହାୟତାରେ ପ୍ରତିଷ୍ଠିତ ଦେବଗଡ଼ ଜିଲ୍ଲାରେ 100 ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ କଲେ । ହେଲେ @kanak_news ଭଳି ଆଗଧାଡ଼ିର ନିଉଜ ଚ୍ୟାନେଲରେ ଖବର ଆସିଲା "ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହସ୍ପିଟାଲ ଉଦଘାଟିତ" । ଗଣମାଧ୍ୟମ ଏମିତି ନକରୁ ।

Tweet Image 1
Tweet Image 2

ଜଣେ ଯୁବକ ରାଜନୀତିରେ ବ୍ରତୀ ହୋଇ ଆଦ୍ୟ ଯୁବାବସ୍ଥାରେ ରାଜ୍ୟର ବିକାଶ ପାଇଁ ସେଦିନ ଜନତାଙ୍କ ସହ ଆଗକୁ ବଢ଼ାଇ ଥିବା ପାଦ ସଫଳତାର ଅନେକ ପଥ ଅତିକ୍ରାନ୍ତ କରି ସାରିଛି । ରାଉରକେଲାରେ ସେଦିନ @dpradhanbjp ଙ୍କ ଏହି ରୋଡ଼ ଶୋ ଦେଖିଲେ ଲାଗେ ଯେମିତି ଆଗକୁ ଯାଇ ଦିନେ ସେ ହିଁ ରାଜ୍ୟର ନେତୃତ୍ବ ନେବେ #HappyBirthdayDP

Tweet Image 1

ବରିଷ୍ଠ @bjd_odisha ନେତାଙ୍କର କୋଭିଡ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲଗାଇବାକୁ ନେଇ ବଳିଷ୍ଠ ମତ "ସରକାର ଯାହା କରନ୍ତି ତାହା ଜନତାଙ୍କ ପଇସାରେ କରନ୍ତି- ନେତାଙ୍କ ଫଟୋ ଲାଗିବା ଉଚିତ ନୁହଁ" । ମାନନୀୟ ଦେବୀ ଆଜ୍ଞା କୋଟି କୋଟି ଓଡ଼ିଆଙ୍କୁ ସଦୟ ହୋଇ କହିବେକି କାହିଁକି ରାଜ୍ୟ ସାରା ବିଜୁବାବୁ ଆଉ ନବୀନ ବାବୁଙ୍କ ଫଟୋ ଲାଗିଛି ?

Tweet Image 1

#ବାପା ଓଡ଼ିଆ ପରିବାରରେ ଗୋଟେ ସମୟ ଥିଲା ଯେତେବେଳେ ବାପା ନାମକ ଦେବଦୂତଙ୍କ ସହ କେବଳ ଯୋଡ଼ି ହେଉ ନଥିଲେ ପିଲାମାନେ । ବଡ଼ ବାପା, ମଝିଆଁ ବାପା, ସାନ ବାପା, କୁନି ବାପା...ଯେମିତି ସ୍ନେହ ଓ ଭଲ ପାଇବାର ଦୁନିଆରେ ଆକାଶର ରୂପ ଥିଲେ ସେମାନେ । ଆଜି ବି କିଛି ପରିବାରରେ ସେ ସୁଖ ଅଛି । ଆମେ ଫେରି ଯାଆନ୍ତେ କି ସେ ସମୟ କୁ #FathersDay

Tweet Image 1

ଓଡ଼ିଶା ପ୍ରଦେଶ କଂଗ୍ରେସର ନବ କଳେବର ହେବା ଉଚିତ- ତେବେ ନେତୃତ୍ୱ କିଏ ନେଲେ ଠିକ ହେବ ? ଆଜି ଦିନରେ ରାଜ୍ୟ ସଭାପତି ପାଇଁ ଯୋଗ୍ୟ କିଏ ?


ଓଡ଼ିଆ ପରିବାର Reposted

Maharaja Krushna Chandra Gajapati with Ramachandra patdeo , and Madhav Sundar Patdeo At London, riding the special double tire London-Farringdon cart of George V. #odia_dignitary_at_London #formation_days

Tweet Image 1

ଓଡ଼ିଆ ପରିବାର Reposted

When you are obsessed with a person, and your eternal intention is to pounce on/belittle them at every given opportunity, you end up with egg on face. In this case even if Rahul Gandhi had made a mistake with him/her, it should've been ignored. Lesson - Choose your battles.

Tweet Image 1

ଓଡ଼ିଆ ପରିବାର Reposted

ଢେର ଦିନୁ ଶୁଣିନାଇଁ ଜହ୍ନମାମୁ ଗୀତ ମାଆ କହେ ସବୁଦିନ ମୁଁ କ'ଣ ଥିବି !! #ଏନୁହେଁକାହାଣୀ @iammanasr @ranjanrashmi369

Tweet Image 1

Loading...

Something went wrong.


Something went wrong.