@nirmalbarik_79 Profile picture

Nirmal Chandra Barik

@nirmalbarik_79

@Reporter @ThePrameya Odia Daily news Paper https://t.co/4JU0fOm0zw

Similar User
ଶୁଭ....✍︎  𝕏 photo

@QuotesBySubha

ସ୍ମୃତି photo

@smrutiprav

Keonjhargarh Municip photo

@kjrmpr09

Chandrakanti ( ଚୁଟକି ) photo

@ChandrakantiPr3

ସତ୍ୟ photo

@citizen_view

Dr Sulagna Mohanty photo

@Sulagna_Speaks

Satyabrata Panda photo

@satyapanda61

ରାଜେଶ Rajesh 🇮🇳 photo

@rajesh2611

ଆପଣଙ୍କ ଗାଁ ଲୋକ 🇮🇳🙏 photo

@Bapeena

A P Subhakanta photo

@zubun98

Krushna Charan photo

@KrushnaCharan1

ଓଡ଼ିଆଙ୍କ ଖଟି photo

@odiakhati

ବିଦ୍ୟାଧର ପଣ୍ଡା Journalist Translator photo

@BidyadharPanda8

Mayuresh🇮🇳 photo

@Mayureshism

ଚନ୍ଦ୍ର ଶେଖର ମିଶ୍ର photo

@chandra3333331

Pinned

ପଲିଥିନ ର ବିକଳ୍ପ 👌👌

Tweet Image 1

ଦୁନିଆଁ ଟା ଗୋଲ, ଏଠି ସମସ୍ତେ କରନ୍ତି ଡବଲ ରୋଲ୍...


Nirmal Chandra Barik Reposted

Appeal to villagers of Silisuan, Raikala, Fakirpur, Kandrikala near jhumpura to ensure safe passage to male tusker who is in musth in a herd.Forest & police staffs r there to protect u and ur property. Do not obstruct them from all sides.Dont panic. @CMO_Odisha @PCCFWL_Odisha

Tweet Image 1
Tweet Image 2
Tweet Image 3
Tweet Image 4

ସତରେ ଯେବେ ବର୍ଷା ଆସେ, ଲାଲ୍ ମାଟି ରେ ଯୁଡ଼ୁବୁଡୁ ଖାଦାନିଆ କେନ୍ଦୁଝର ଟା ସହରୀ ସହରୀ ବାସେ...

Tweet Image 1
Tweet Image 2
Tweet Image 3
Tweet Image 4

Do you remember when you joined X? I do! #MyXAnniversary

Tweet Image 1

Save the Education system of Jhumpura Block.... @CMO_Odisha @SMEOdisha @DHE_Odisha @DeoKeonjhar

Tweet Image 1

ସମ୍ପର୍କର ସ୍ବର୍ଗାବାସ ହୋଇପାରେ କିନ୍ତୁ ସ୍ମୃତି ରାଜିର ତର୍ପଣ ଅସମ୍ଭବ !!!!


ବିଶ୍ବର ସର୍ବବୃହତ ରଥ ରେ କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସହିତ ସୁନା ବେଶ ରେ ଝଟକୁଛନ୍ତି ସାନ ଭାଇ ଓ ଭଉଣୀ........ #ଜୟଜଗନ୍ନାଥ #ଜୟବଳଦେବଜୀଉ #ସୁନାବେଶ #କେନ୍ଦୁଝର

Tweet Image 1
Tweet Image 2
Tweet Image 3
Tweet Image 4

ଆଜି ଠାରୁ ଚଇତି ଯାତ୍ରା ସୁନା ବେଶରେ ଝଟକୁଛି ମା... କରୁଣା ପରସିବାକୁ ପଣତ କାନି ମେଲି ଚାହିଁଛି ଶାଳ ବଣ ବାସିନି, କେନ୍ଦୁଝର ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ। #ଜୟ_ମାତାରିଣୀ #Ghatagaon

Tweet Image 1

Nirmal Chandra Barik Reposted

#WATCH | Berhampur, Odisha: On liquor seized at the Andhra Pradesh-Odisha border, SSP Behrampur Saravana Vivek M says, "For elections, the Odisha-Andhra Pradesh border has been sealed. We have also installed inter-state border checkposts. During the checking, a car was seized…


ସତରେ ମୋ କେନ୍ଦୁଝର କୁ ଯେବେ କୁହୁଡି ଆସେ ଏ ମାଟି ପୁରା କାଶ୍ମୀର କାଶ୍ମୀର ବାସେ... #ଘନ_କୁହୁଡି_ଚାଦର_ତଳେ #କେନ୍ଦୁଝର_୦୨_୦୩_୨୦୨୪


It's My Keonjhar and Thanks a lot Sir for sharing this Cute and lovely moment......

God places the heaviest burden on those who can carry its weight… Sloth bear with its cub.Keonjhar, Odisha.

Tweet Image 1


#କାଶ୍ମୀରଠାରୁ_କମନୁହେଁ_କେନ୍ଦୁଝର ମୌସୁମୀ ପ୍ରତ୍ୟାବର୍ତ୍ତିତ, ଲୁଚକାଳୀ ଖେଳୁଛି ଶରତ, ଥିରି ଥିରି ପାଦ ଥାପିଲାଣି ଶୀତ, ଶିଶିର ର ପହିଲି ପରଶରେ କେନ୍ଦୁଝର ପ୍ରକୃତି ଉଲ୍ଲସିତ ପୁଲକିତ.....

Tweet Image 1
Tweet Image 2
Tweet Image 3
Tweet Image 4

ସତରେ କ୍ୟାଲେଣ୍ଡର ରେ ସିନା ଶ୍ରାବଣ ଟା ଯାଉନି, ହେଲେ ପ୍ରକୃତି କୁ ଭାଦ୍ରବ ଯାଇ ଆଶ୍ୱିନ ଆସିଲା ପରି ଲାଗୁଛି.... କ୍ୟାଲେଣ୍ଡର ରେ ସିନା ଅଗ୍ରପୂଜ୍ୟ ଆସି ନାହାନ୍ତି, ହେଲେ ଧରଣୀ ରାଣୀ ର ଶୋଭା ଦେଖିଲେ ମା ଆସିଲା ପରି ଲାଗୁଛି ...... #କେନ୍ଦୁଝରରେ_କାଶତଣ୍ଡି

Tweet Image 1
Tweet Image 2
Tweet Image 3
Tweet Image 4

କେନ୍ଦୁଝର ର ହାଣ୍ଡିଭଙ୍ଗା ଠାରେ ଦୃଶ୍ୟମାନ ହେଉଛି.... ବିରଳ ଗୁଳ୍ମ #କମଣ୍ଡଳୁ

Tweet Image 1
Tweet Image 2
Tweet Image 3
Tweet Image 4

ମଟନ୍ କୁ ମାତ୍ ଦେଇଛି ରୁଟୁକା #କେନ୍ଦୁଝର_ବଜାରରେ #ରୁଟୁକାଛତୁ କିଲୋ ୬୦୦ ଟଙ୍କା ଚାଲିଛି....

Tweet Image 1
Tweet Image 2
Tweet Image 3
Tweet Image 4

କେନ୍ଦୁଝର ର ଆଉ ଏକ ସୁଆଦିଆ କୋଳି। ଗ୍ରାମାଞ୍ଚଳ ରେ ପୁଢେଇ କହନ୍ତି। ପ୍ରାୟତଃ ଗଛ ର କାଣ୍ଡ ରେ ଲତା ଭଳି ସୃଷ୍ଟି ହୋଇ ଫଳିଥାଏ । ବାରେତନ୍ ମାର୍କେଟ ରେ ଜନଜାତି ମହିଳା ମାନେ ଏହାର ପସରା ମେଲିଛନ୍ତି।

Tweet Image 1
Tweet Image 2
Tweet Image 3

Loading...

Something went wrong.


Something went wrong.