@kunal_edits Profile picture

KUNAL EDITS

@kunal_edits

Jay Jagannath 🙏🏻(ଜୟ ଜଗନ୍ନାଥ ❤️)

KUNAL EDITS Reposted

ମହାଶୟ ଓଡ଼ିଶାରେ କଣ ଘଟୁଛି TV ଦେଖି ଜାଣୁଛନ୍ତି 🙄 ହେଲେ ଦେଖୁଛନ୍ତି କଉ ଚେନେଲ... Agrus ନା OTV...Kanak. ୟେ ଚେନେଲ ଦେଖୁଥିଲେ ଓଡ଼ିଶାରେ ସବୁ ଠିକ ଚାଲିଛି ଲାଗିବ.... @MohanMOdisha ସାର ଆପଣଙ୍କୁ ଅନୁରୋଧ web ଚେନେଲ ଦେଖନ୍ତୁ ଓଡ଼ିଶାରେ କଣ ହେଉଛି ଜାଣି ପାରିବେ ..କି ଶାସନ କରୁଛ ତମକୁ କୋଟି ପ୍ରଣାମ 🙏🙏 @Naveen_Odisha

Tweet Image 1

KUNAL EDITS Reposted

Ye Baccha Ambani se bhi jyada Ameer hai😎


୨୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ପୁଜା କମିଟିମାନେ ନିମନ୍ତ୍ରଣ ଦେଇଥିଲେ। ତମ ରଙ୍ଗମିସ୍ତ୍ରୀକୁ ବାସିରେ କିଏ ପଚାରେ? ଉପରେ ପଡ଼ି ଅଷ୍ଟମୀ, ନବମୀ ଆଉ ଦଶମୀରେ ଫୁଡ୍ ବ୍ଲଗରଟା ବୁଲିବ ବୋଲି କହିଛି। ୨୯ ଯାଏଁ ତମେ ରହିଲେ ତ ମାପିବ 😂

Tweet Image 1
Tweet Image 2

'#କ୍ରେଜ୍_ମପାମପି_ଆହୁରି_ଥରେ_୨୯ରେ_ହେବ' 'ଯେଉଁ ଭଦ୍ରବ୍ୟକ୍ତି ୨୪ ବର୍ଷ ହେଲା କୌଣସି ପୂଜା ପେଣ୍ଡାଲ ଯାଉନଥିଲେ । ରାବଣ ପୋଡ଼ି ବି ଯାଉନଥିଲେ...ସିଏ ଆଜି ପ୍ରତିଯୋଗିତା କଲା ଭଳିଆ ବୁଲିବା ଆରମ୍ଭ କରିଦେଲେଣି।' #BJP #PruthirajHarichandan #Bhubaneswar #OdishaPolitics #OTV



KUNAL EDITS Reposted

'#କ୍ରେଜ୍_ମପାମପି_ଆହୁରି_ଥରେ_୨୯ରେ_ହେବ' 'ଯେଉଁ ଭଦ୍ରବ୍ୟକ୍ତି ୨୪ ବର୍ଷ ହେଲା କୌଣସି ପୂଜା ପେଣ୍ଡାଲ ଯାଉନଥିଲେ । ରାବଣ ପୋଡ଼ି ବି ଯାଉନଥିଲେ...ସିଏ ଆଜି ପ୍ରତିଯୋଗିତା କଲା ଭଳିଆ ବୁଲିବା ଆରମ୍ଭ କରିଦେଲେଣି।' #BJP #PruthirajHarichandan #Bhubaneswar #OdishaPolitics #OTV


🇮🇳🇮🇳🫡

Tweet Image 1
Tweet Image 2

*ଗୌରବ ମୁଣିରେ ଯଶର ପରସ,* *ମୁକ୍ତାଭରା ସ୍ୱର୍ଗଭୂମି ଏଇ ମୋ ଭାରତ ବର୍ଷ !!!* *୭୮ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।* 🇮🇳🇮🇳🇮🇳


ଓଡ଼ିଆ ତରୁଣ ଶବ୍ଦକୋଷରେ ଦେଖିଲି ଅସ୍ମିତାର ମାନେ ଅହଂଜ୍ଞାନ 🤔🤔

Tweet Image 1
Tweet Image 2

KUNAL EDITS Reposted

ଏ ରେଳମନ୍ତ୍ରୀ ଙ୍କୁ କଣ କହିବା ନିଲଜ ନା ବେହିଆ 🤓🤓 ନିଷ୍ପତି ଆପଣଙ୍କ ମୁହଁରୁ 🤓🤓🤓 #modikaparivar


KUNAL EDITS Reposted

ନବୀନ ବାବୁ କିଛି କରିନାହାନ୍ତି କହୁଥିବା @BJP4Odisha ଟିକିଏ ଦେଖିବେ ନିଶୁଳ୍କ 'BIJU EXPRESSWAY' କେତେ ସୁନ୍ଦର। ନବରଙ୍ଗପୁର ରୁ କନ୍ଧମାଳ... @narendramodi ଜୀଙ୍କ NH ଭଳି ନୁହଁ ଯାହା ଓଡିଶା ମଧ୍ୟରେ KM ପିଛା ଏବେ ପ୍ରାୟ ଦେଢ଼ ରୁ ଦୁଇଟଙ୍କା ଦେବାକୁ ହୁଏ। @sasmitpatra @BhruguOdisha @Naveen_Odisha @AdvGantayat


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା🙏🏻


United States Trends
Loading...

Something went wrong.


Something went wrong.