@ku_bjd Profile picture

Rakesh Ku Rout#ଶଙ୍କରପୁର ବାଦାମବାଡ଼ି ସୁରକ୍ଷା ସଂଘ

@ku_bjd

Fate doesn't care about your plans. If fate means you to lose, give him a good fight anyhow.

Similar User
Biswajeet pattnayak✍️Reporter photo

@biswaje21544805

Santosh Meher photo

@SantoshMeher98

Chandrakanta Pati photo

@Chandra911042

Sumanta photo

@Sumanta54447690

Sriram karna photo

@Sriramkarna2

Utikana Sangram Parishada photo

@Utikanasangramp

ଦିପ୍ତି ରଞ୍ଜନ ବେହେରା 𝕯𝖎𝖕𝖙𝖎 𝕽𝖆𝖓𝖏𝖆𝖓 ଦିପୁନ photo

@ItsABoyDipti

Subrat Mahakur photo

@SubratMahakur22

Ashish kumar Satpathy photo

@Ashish_ptg

Girish Chandra Behera photo

@GirishBehera1

Er Rajesh Mohakud (Modi Ka Parivar) photo

@Errajeshmohakud

Gopal Ram photo

@igopalram

Sudarshan Mallick photo

@Sudarsh04849495

Prasant Kumar Barik(bapi)News reporter dharitri photo

@Prasant59895307

Alekha Kumar Parida photo

@AlekhaKumarPar2

ବିନା GST ରେ ଏତେ GST ଲାଗିଲେ କେତେ? ଲୋକଙ୍କୁ ଲୁଟିବାରେ ବି ଗୋଟେ ସୀମା ଥାଏ। ଜଣେ ଲୋକ ଏହି 4 ଟା ଆଇଟମ ଖାଇବା ପରେ ବିଲ୍ ହେଲା 300 ଟଙ୍କା। ଏମିତିକା ଦାମିକିଆ ସାଧା ମିଲ ତାରକା ହୋଟେଲ ରେ ବି ନଥିବ।ସାଲାଡ଼,ଭାତ,ଡାଲ ଫ୍ରାଏ ଓ ମିକ୍ସ ଭେଜ୍..@CMO_Odisha @CMCCuttack @dcp_cuttack @kanak_news @otvnews

Tweet Image 1

ଆଗକୁ ଆସୁଛି #ଦୁର୍ଗାପୂଜା ସରକାର ଙ୍କୁ ଅନୁରୋଧ #2ମାସ ସମୟ ଦିହନ୍ତୁ...ଓଡିଶାରୁ କୋଣ ଅନୁକୋଣ ରୁ ଲକ୍ଷେ ଲୋକ ଆସନ୍ତି ବାଦାମବାଡ଼ି ଙ୍କୁ ଦୁର୍ଗାପୂଜା ରେ ଠାକୁର ଦେଖିବା ପାଇଁ.. ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ ସମୟ କିଛି ଦିହନ୍ତୁ... @OdishaCM_2024 @CMO_Odisha @CDA_CUTTACK @CMCCuttack @dcp_cuttack @DGPOdisha

Tweet Image 1
Tweet Image 2

ବନ୍ଧୁମିଳନ ଶଙ୍କରପୁର ପରିଡାସାହି କଟକ ଇନ କଟକ ରେ କିଛି ସମୟ ହସ ଖୁସି ମଜା ମସ୍ତିର... Age just A number?/ 80ବର୍ଷରେ ଏମିଥି ଡ୍ୟାନ୍ସ ଦେଖି ଯୁବକ ତାଯୁବ..


ଯେତେ ଗମ ଗମ ହୋଇକି ଫୁଟିବ.. ଅଧିକ testy ଲାଗିବ ରାବିଡି...


୪ଟା ବାଜିଲେ ପ୍ରତିଦିନ ଶହ ଶହ ପିଲା ଖେଳନ୍ତି... କିହେ କହି ପାରିବ ଏହି ସ୍ଥାନର ନାମ??? 👍


ଶୀତ ପାଗକୁ ଟିକେ ସନ୍ଧ୍ୟା ସମୟରେ ଭୋକ ସମୟରେ ପେଟକୁ ଶାନ୍ତି କରିବା ପାଇଁ ଖୋଜା ପଢେ.

Tweet Image 1

#୩୦ବର୍ଷରଗାଡି ଆଜିବି ମାର୍କେଟ ରେ ରାଜ କରୁଛି.. ତେଲ ସରିଲେ ପେଦେଲ ମାରିକି ଯିବ.. ଏହି ଗାଡିର ନାମ କଣ??? କମେଣ୍ଟ ରେ ଲେଖ ??👍

Tweet Image 1

ମୋର ଜନ୍ମଦିନରେ ଛୋଟ ପିଲାଙ୍କ ସହ ଖୁସି ବାଣ୍ଟିବା ସମୟ ବହୁତ ନିଆରା... ଜନ୍ମଦିନରେ ମଦଠୁ ଦୂରେଇ ରହିବା, ସୁସ୍ଥ ସମାଜ ଗଠନକରିବା...


ବାଦାମବାଡ଼ି ଲିଙ୍କ ରୋଡରେ ଷଣ୍ଡ ଲଢେଇ ଏକ ଘଣ୍ଟା ଲୋକ ହଇରାଣ ହେଲେ ଯିବା ଆସିବାରେ ରୋଡରେ... #ଧଳ#କଳ#ଷଣ୍ଡ #ଲଢେ଼ଇ


#1/1/2024k #ନୂତନ_ବର୍ଷର_ଆରମ୍ଭ_କିଛି_ସେବା_କାର୍ଯ୍ୟ_ରୁ ନୂତନ ବର୍ଷରେ ଛତିଆ ସ୍ଥିତ ଜରାଆଶ୍ରମରେ ବାପା,ମାଙ୍କ ପାଇଁ ସ୍ୱାଦିଷ୍ଟ ଖାଦ୍ୟର ବ୍ୟବସ୍ଥା କରିବା ସହ ତାଙ୍କ ସହ ଢ଼େରସାରା ମଜା,ମସ୍ତି ହସ,ଖୁସି କରିଥିଲେ ରୟାଲ ବ୍ରଡର୍ସର ସମସ୍ତ ପରିବାର ର ସଦସ୍ୟ ।🙏🙏 #ଜୟଜଗନ୍ନାଥ #ଜୟରୟାଲବ୍ରଦର୍ସ


ଡ଼ିସେମ୍ବର ୩୧/୨୩ ଶେଷ ସୂର୍ଯ୍ୟଅସ୍ତ..


ମା କ୍ଷୀରରେ ଯୋଉ ଶକ୍ତି ଅଛି, ତାହା ଆଜିର ଇତିହାସ ସାକ୍ଷୀ ଅଛି.. #ପଶୁହୁହନ୍ତୁ!!// #କିପକ୍ଷୀହୁହନ୍ତୁ //!! #କିମଣିଷହୁହନ୍ତୁ ///!!! ବିନା #ମ#କ୍ଷୀରରେ ବଡ ହେବା କଣ ସମ୍ଭବ..?? ମାଙ୍କୁ ଯୋଉ ମାନେ ଭଲ ପାହାନ୍ତି କମେଣ୍ଟ ରେ ଲେଖନ୍ତୁ, #ମା 🙏


ଶୀତ ଶୀତ ରାତିରେ ଟିକେ ନିଆଁ ର ମଜା ଅଲଗା.. କିହେ ସବୁ ନିଆଁର ମଜା ନେହିଛ... କମେଣ୍ଟ ରେ ଜଣେଇବ??

Tweet Image 1
Tweet Image 2
Tweet Image 3
Tweet Image 4

ପରମାଣୁ ବୋମା ଫୁଟିଲା କି?? ଦୁର୍ଘଟଣାରେ ୨ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି.


ଏହି #field ର ନାମ କିହେ ଜାଣିଛ.?. କମେଣ୍ଟରେ ଜଣେଇବ?? ପ୍ରତିଦିନ ଏହି field ରେ ଶହ ଶହ ପିଲା ଖେଳନ୍ତି..

Tweet Image 1
Tweet Image 2
Tweet Image 3
Tweet Image 4

ଆଜି ଆକାଶେ କି ରଙ୍ଗ ଲାଗିଲା...??? କେତେ ସୁନ୍ଦର??? ଟିକେ କମେଣ୍ଟ ରେ ଲେଖିଦେବ??

Tweet Image 1
Tweet Image 2
Tweet Image 3
Tweet Image 4

ବହୁତ୍ ବହୁତ୍ ଧନ୍ୟବାଦ୍ ମୋ କଟକ ସୁରକ୍ଷା ମଞ୍ଚର ସମସ୍ତ କର୍ମ କର୍ତ୍ତାଙ୍କୁ,ତାଙ୍କର ଚତୁର୍ଥ ବାର୍ଷିକ ଉତ୍ସବରେ ଆମ #ରୟାଲବ୍ରଦର୍ସସାମାଜିକସଂଗଠନ କୁ ୨୦୨୩ ବାରବାଟୀ ସମ୍ମାନରେ ସମ୍ମାନୀତ କରିଥିବାରୁ ...🙏 #ଜୟଜଗନ୍ନାଥ #ଜୟଶଙ୍କରପୁର #ଜୟବାଦାମବାଡ଼ି #ଜୟରୟାଲବ୍ରଦର୍ସସାମାଜିକସଂଗଠନ


#ଆମପାଇଁପତିଟିଜୀବନମୂଲ୍ୟବାନ... କଟକ,ଭୁବେନଶ୍ୱର NH-5 ଲୋକଙ୍କ ଯିବା ଆସିବା ଅଧିକ ରୁ ଅଧିକ ଥିବାରୁ, ଆମ #ରୟାଲବ୍ରଦର୍ସସାମାଜିକସଂଗଠନ ତରପରୁ ରାସ୍ତାରେ ଶୋଇଥିବା 30ରୁ ଅଧିକ ଷଣ୍ଡ ମାନଙ୍କ ବେକରେ #redradiumseftytape ବନ୍ଦାଯାଇଥିଲା...#ଜୟଜଗନ୍ନାଥ @otvnews @cpbbsrctc @kanak_news @MoSarkar5T @DCP_TRAFFIC


ଶୁଣିଥିଲି ଦୀର ପାଣି ପଥର କାଟେ.. ଆଜି ଆଖିରେ ଦେଖିଲି ପନିକି ରେ ଆଳୁ କାଟିଲେ ପନିକି କଟେ... ଏହି ଭିଡ଼ିଓ ଟି ଆମକୁ କଣ ଶିକ୍ଷିଆ ଦେଲା କମେଣ୍ଟ ରେ ଜଣାନ୍ତୁ...??


ଦୁଇ ଷଣ୍ଡ ଲଢେ଼ଇ ମଝିରେ!! ଆମେ ପହ୍ଞ୍ଚିଲୁ ଚୁଡା ନେହିକି!!** ତାହା ପରେ କଣ ଘଟିଲା?? ଭିଡ଼ିଓଟି ସମସ୍ତଙ୍କ ଆଖି ଆଗରେ!!*** #ଜୟଜଗନ୍ନାଥ #ଜୟବାଦାମବାଡ଼ି #ଜୟଶଙ୍କରପୁର #ଜୟରୟାଲବ୍ରଦର୍ସସାମାଜିକସଂଗଠନ


Loading...

Something went wrong.


Something went wrong.