@TkdTusar Profile picture

tusar kanta das

@TkdTusar

simple and sweet boy

Joined May 2013
Similar User
Ramchandra Majhi (OAS ) photo

@Ramchandramajhi

@Ghanashyam Bhoi, Nuapada photo

@linulipun2010

Brahma Nanda Sahu photo

@BrahmaN83085955

Jagadish photo

@Jagadis70772298

JPR REDDY photo

@jprreddy76

SANJAY BEHERA photo

@Sanjay_behera78

Gajula Mallesh photo

@MALLESHGAJULA

Manigandan Dharmalingam photo

@manigandanjeff

Mahendra Patel photo

@mpatel_1991

karthick photo

@karthick100g

Rajesh Nigam photo

@Rajeshnigambjd

Preeti Rao photo

@KPreetiRao

tusar kanta das Reposted

Why irctc website is down @RailwaySeva

Tweet Image 1

tusar kanta das Reposted

କୁଢ଼ ମାଛ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ। କୁଢୋ ମାଛକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନକୁ ଉଚିତ ପଦକ୍ଷେପ ନେବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ @dpradhanbjp@DmSambalpur @Naveen_Odisha

Tweet Image 1

tusar kanta das Reposted

ମୋଦି ସରକାର #JanJanKoAnn ଯୋଗାଇ ଦେବା ପାଇଁ ପ୍ରତିଶୃତିବଦ୍ଧ । ଗରିବ ଏବଂ ଅସହାୟଙ୍କୁ ନିରନ୍ତର ସହଯୋଗ ତଥା କୋଭିଡ୍-19 କାରଣରୁ ଖାଦ୍ୟଶସ୍ୟର ଅଭାବ ଯୋଗୁଁ କେହି ଭୋକରେ ରହିବେ ନାହିଁ, ଏହାକୁ ସୁନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ @narendramodi ଜୀଙ୍କୁ ଧନ୍ୟବାଦ । 🔖bit.ly/3j5OYJW


tusar kanta das Reposted

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜୁଲାଇରୁ ନଭେମ୍ବର, 5 ମାସ ପର୍ଯ୍ୟନ୍ତ ଅତିରିକ୍ତ ସମୟ ସୀମା ଯାଏଁ ଦେଶର 80 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଖାଦ୍ୟାନ୍ନ ଆବଣ୍ଟନ ସେମାନଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ କରିବା ସହ ମହାମାରୀ ସମୟରେ ଗରିବ ଲୋକଙ୍କ କଷ୍ଟକୁ ଦୂର କରିବାରେ ସାହାଯ୍ୟ କରିବ । #JanJanKoAnn


tusar kanta das Reposted

ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ପ୍ରତୀକ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ସବୁ ମହଲରୁ ନାପସନ୍ଦ କରାଯାଉଛି । ୧୯୬୪ ମସିହାରେ କୋଣାର୍କ ଘୋଡା ଓ ଯୋଦ୍ଧାକୁ ଓଡ଼ିଶା ଶାସନର ପ୍ରତୀକ ରୁପେ ଗ୍ରହଣ କରାଯାଇଥିଲା ।

Tweet Image 1

One old women told how to save gas consumption in our kitchen in her local language @dpradhanbjp @AnuBeheraBeher5 @pcraindia @IndianOilcl


Reunion at nuapada after 7 year. love u friends...


LIKE - Face Stickers & Magic Video Editor share.like-video.com/live/share/dow…


Loading...

Something went wrong.


Something went wrong.