@TarakantaParid4 Profile picture

Tarakant Parida

@TarakantaParid4

मानविकता प्रथम् ମାନବିକତା ପ୍ରଥମ

Similar User
Pabitra Nayak photo

@pabitra2006rta

sourav purohit photo

@souravpurohit

Chandresh Yadav ⓀⓇⓉ photo

@acyadav_IND

Sashibhusan Pattanaik photo

@SashibhusanPa13

Dr. Ujjal K. Gautam photo

@ujjalgautam

Vadim for #SaveSoil photo

@eco_buds

Bibhuprasad Mallia photo

@BibhuprasadMal9

Mukesh Kumar Dash photo

@MukeshKDash

Ripan Sahoo photo

@RipanSahoo5

Tarakant Parida Reposted

If this doesn’t shake your conscious .. nothing will For the first time, I won’t write Jai Hind in my tweet 😔 1/2


Visited Passport Office on 7th Aug 2024 with all docs clear. Was told an issue with the compare form would resolve in 20-25 days. It’s been over a month, still no update. Kindly consider. Can someone assist? File No: BHI064753181524 @passportsevamea @rpobhubaneswar


"Dear @RailMinIndia, the journey is as important as the destination. Loud mobile users and constant baby cries are turning train travel into a nightmare. Let's prioritize passenger comfort with stricter noise control! @IRCTCofficial #RespectFellowPassengers


କ୍ରୀଡା ଏବଂ ଯୁବ ବ୍ୟାପାର ଭଳି ଏକ ବିଭାଗକୁ ଜଣେ ତତ୍ପର ଯୁବକଙ୍କ ହାତରେ ନେତୃତ୍ବ ଦେବାପରେ ଆମେ ଓଡ଼ିଆ କ୍ରୀଡାବିତ ବହୁତ ଆଶାବାଦୀ।ଦୁଃସାହସିକ ହିମାଳୟ ଅଭିଯାନ ଭଳି ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମକୁ ପୁନର୍ବାର ପ୍ରୋତ୍ସାହିତ କରିବାକୁ ସମ୍ମାନୀୟ ମନ୍ତ୍ରୀ ଆଜ୍ଞାଙ୍କୁ ଅନୁରୋଧ🙏 @suryabanshibjp @sports_odisha


Traveling with RAC frm NDLS.Still searching to lay down properly.Sry to say m 6.3 ft so facing issue. Bt without reservation people doing proper rest occupying one one seat. No meaning of reservation coach.Trn No.12876 Neelachal Exp @RailMinIndia @nationalrailenq @IRCTCofficial


Dear @DTDCIndia For your kind information m a client who is paying for my service.You are not doing a sympathy on me.At least give simple attention towards your customer.Parcel till now nt delivered and you guys nt responding.Shame on your service.


ପାଣି ତଳୁ ସ୍ରୋତର ପ୍ରବାହପଥଯାଏ ପ୍ରକୃତିର ମନୋରମ ଗତିପଥ ମୋତେ ବିମୋହିତ କରୁଥାଏ। ସେଥିପାଇଁ ସେ ଦୃଶ୍ୟ ଆଉ ସେ ଅନୁଭୂତିକୁ ଆପଣମାନଙ୍କ ପାଖରେ ପହଞ୍ଚେଇବାର ଏକ ଛୋଟ ପ୍ରୟାସ।ଭଲ ଲାଗିଲେ ଭଲପାଇବା ଦେବେ।🌱🖤 @odisha_tourism @ForestDeptt @GovernorOdisha @CMO_Odisha


ଗୋଟେ ସାନଭାଇଟେ ଭଲ ମାଛଧରେ।ମୁଁ ବି ଟିକେ ଇଚ୍ଛା ପ୍ରକାଶ କଲି ଶିଖିବା ପାଇଁ।ନୂଆ ନୂଆ ଜିନିଷ ଶିଖିବାକୁ ଭାରି ଇଚ୍ଛା।ଦେଖୁନ ମାଛଧରା ଶିଖେଇବା ଭିତରେ କେତେ ସୁନ୍ଦର ଫଟୋଚିତ୍ର ଟିଏ ଉଠେଇ ଦେଇଛି।ଏବେ ପୁଣି ତାକୁ ଶିଖିବାକୁ ଇଚ୍ଛା। ଭାରି ଅମାନିଆ ଆଉ ଅଝଟିଆ।ସବୁଆଡେ ଆଖି।ଏଇ ମନ କଥା କହୁଛି ବା😁🖤🌱 @ddnandankanan @odisha_tourism

Tweet Image 1

ହେ ହଂସ ବାହୀନି,ଜ୍ଞାନ ଦାୟିନୀ 🙏🏻🌱 ବାଣୀବିହାର ବିଶ୍ଵ ବିଦ୍ୟାଳୟ ସମ୍ମୁଖ ରେ ରାତ୍ରି କାଳୀନ ମା'ଙ୍କର ଚିନ୍ମୟ ଫଟୋଚିତ୍ର ଟିଏ।🙏🏻 @vaniviharcloud @BSCL_BBSR @CMO_Odisha @odisha

Tweet Image 1

ଅଭ୍ୟାସ ସମୟରେ କିଛି ଏହିପରି ଭାବେ ଘଣ୍ଟା ଘଣ୍ଟା ଝୁଲିକରି ରହିବାକୁ ପଡେ। ବିଶ୍ବାସ କର!!ସବୁ ରଙ୍ଗ ଛାଡିଯାଏ😅😁

Tweet Image 1

Nature knows very well how to decorate itself.🖤🌱 #similipaal #nature #odishaforest #naturelove


Tarakant Parida Reposted

#ପ୍ରକୃତି_ପାଇଁ_ପ୍ରଶ୍ନ #ପୁନଶ୍ଚ_ପୃଥିବୀ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କେଉଁ ଜିଲ୍ଲାରେ ଅବସ୍ଥିତ ? #Sambad #Odisha #environment #PunaschaPruthibi

Tweet Image 1

Being a customer of flipcart Now I can see flipcart doesn't have customer value anymore. Thank you for this experience.🙏🏻 @Flipkart @flipkartsupport


पहले लोग खुले में टट्टि कर रहे थे। फिर आया शौचालय, उसके बाद इन्स्टाग्राम और फेसबुक जैसे टट्टालय।अब ये सब् ट्विटर पे भी टट्टि करना चालू कर दिये। मेरा भारत महान 🙏🏻


ସୃଜନର ସଂଜ୍ଞା ଖୋଜୁଛି... ନିଦକୁ ସ୍ବପ୍ନ ସାଇତି ରଖୁଛି🖤 🌱🌱🌱🌱🌱🌱🌱🌱🌱🌱

Tweet Image 1

ସବୁ ସାଇତା ସେ ସ୍ମିତସ୍ଫଟିକର ପ୍ରଚ୍ଛଦପଟ୍ଟରେ,ତୁ ଆଜି ବି ସ୍ମୃତିରେ।ତୋତେ ଅତୀତର ଆଖ୍ୟା ଦେବାକୁ ମୋ କଲମର ଶକ୍ତି କାହିଁ!!🌱 ମୁଁ ଆଜି ବି ଲେଖନୀ ଟେ। ନିଜକୁ ଲେଖକର ପରିଚୟ ଦେବାକୁ ମୋ ଶକ୍ତି କାହିଁ!!🖤✍️ #କିଛି_ନାହିଁ_ଟିକେ_ଭଲପାଇବାର_ଆଶାୟୀ😇


ଭୁବନେଶ୍ୱର ରେ ଆଜି ସନ୍ଧ୍ୟାର ଚିତ୍ର କିଛି ଏହିପରି ଥିଲା।ଆଉ ସେ ସନ୍ଧ୍ୟା ସହ ଆଉ ଦୁଇଜଣ ମଧ୍ୟ ଥିଲେ। ମୁଁ ଆଉ ମୋ କଳ୍ପନା 🖤🌱 ଭଲପାଇବା ଦେବେ। #ରହିଲି

Tweet Image 1

ସାୟାହ୍ନ ସମୟରେ ସନ୍ଧ୍ୟାବତୀର ଭ୍ରମ ସୃଷ୍ଟି କରୁଥିବା ସେ ତେଜସ୍ଵୀଙ୍କୁ ମୋ କଳ୍ପନାରେ କଏଦ କରିବାକୁ ଏକ ଛୋଟ ପ୍ରୟାସ।ସେ ବା କାହିଁ ହାର୍ ମାନିବେ!ମୋ କଳ୍ପନାର ଶୋଭାକୁ ଦ୍ଵିଗୁଣିତ କରିବା କୁ ସେ ଅବା ସତେ ଯେପରି ଆତୁର ହୋଇପଡିଛନ୍ତି। ଭଲ ଲାଗିଲେ ଆଶା କରେ ଭଲପାଇବା ଦେବେ।🖤 #ରହିଲି😇

Tweet Image 1

Tarakant Parida Reposted

ଖୁସି ଲାଗିଲା ଆପଣଙ୍କ କଥା ଶୁଣି ଯେ ଆପଣ ଖୁସି ହେଲେ ମୋ କଥା ଶୁଣି। 🙂🙂


Loading...

Something went wrong.


Something went wrong.