Sanjit Das 𝕏
@SanjitDas01Ex- NYV at @Nyksindia 🇮🇳 || Social Activist 😇 || Proud Odia 👍 || 👉 Love to Learn ♥️ Love to Serve 🙏 ||
Similar User
@ManojKu19829581
@VoiceDKL
@DukhabandhuBi13
@Bhajaman_Biswal
@ArupanandaNay15
@ChandraKuDeep
@manojjena8144
@balaram_bisoi
@PS8087
@ChinmayaKarna
@MukeshDalai2
@3Nityananda
@Biswajitnyk
@RameshMeher_
@AlokMahabhoi
ଢ଼େଙ୍କାନାଳ: ଦିନକୁ ଦିନ ସହରରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ସହର ମୁଖ୍ୟ ଛକ ଯଥା ଶାସନ ଛକ, ବାଜି ଚୌକ, ଗଣେଶ ବଜାର ଦକ୍ଷିଣକାଳି ରୋଡରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି।ଯୋଉଠି ପାଇଁ ଜରୁରୀ କାଳୀନ ଗାଡ଼ି ଘଣ୍ଟା ଘଣ୍ଟା ଅଟକି ରହୁଛି। @districtadmndkl @Somesh_IAS @STAOdisha @RTODHENKANAL @spdhenkanal
ଗଜପତି: ରାୟଗଡ଼ା ବ୍ଲକ କୁମୂଳାସିଂ ପଞ୍ଚାୟତ ହାତିବାଡି ଗାଁରେ ୩୫ଜଣ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇ ଅଙ୍ଗନବାଡ଼ି କର୍ମୀଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଛନ୍ତି।ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ। @CMO_Odisha @DM_Gajapati @PravatiPOdisha @odisha_subhadra @SecyChief
କେନ୍ଦୁଝର: ଆନନ୍ଦପୁର ପୌରାଞ୍ଚଳ ୱାର୍ଡ ନଂ-୧୬ ସାଇଲଙ୍ଗ ଗାଁର ଦେହୁରୀ ସାହି ଓ ହୁଡ଼ିତଳ ନୂଆ ସାହିର ମାଧ୍ୟମିକ ସ୍କୁଲ ପିଣ୍ଡିରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି।ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ। @DistAdmKeonjhar @CMO_Odisha @WCDOdisha @PravatiPOdisha @JanaSunani @SecyChief
ଯାଜପୁର: ଦଶରଥପୁର ବ୍ଲକ ଚିତାଳୋ ଗାଁର ହରିହର ଜେନା ଝାଟିମାଟି ଭଙ୍ଗା କୁଡିଆ ରହୁଛନ୍ତି। ଟଙ୍କା ନଦେଲେ ଘର ଦିଆ ଯିବନି ବୋଲି ସରପଞ୍ଚଙ୍କ ପ୍ରତିନିଧି କହୁଛନ୍ତି।ଘଟଣାର ତଦନ୍ତ କରି ଘର ଯୋଗାଇ ଦେବାକୁ ଅନୁରୋଧ। @dm_jajpur @CMO_Odisha @PRDeptOdisha @SecyChief @JanaSunani @NityanandaBJP @PuccaGhara
Thank you Sir
The rectification work has been completed.
ବାଲେଶ୍ଵର: ଛତ୍ରପୁର ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ହେବ ନିର୍ଦମା ପାଣିରେ କୁତ୍ରିମ ହ୍ରଦ ସୃଷ୍ଟି ହେଇଛି।ସେହି ରାସ୍ତା ଉପରେ ୧୦୦ରୁ ଅଧିକ ପରିବାର ନିର୍ଭରଶିଳ ଘଟଣାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ। @DBalasore @PRDeptOdisha @CMO_Odisha @SecyChief @NityanandaBJP @PWD_Odisha @MohanMOdisha
ଯାଜପୁର: ବଡ଼ଚଣା ବ୍ଲକ କାଇମଟିିଆ ପଞ୍ଚାୟତ ବରାଙ୍ଗ ଗାଁର ମାନି ରାଉତଙ୍କ ଆବାସ ଯୋଜନାରେ ନାଁ ଥାଇ ମଧ୍ୟ ଭୁଲ ତଥ୍ୟ ପାଇଁ ଏଯାଏଁ ଆବାସ ଘର ମିଳିନାହିଁ।ପ୍ରକାଶିତ ଖବରକୁ ତଦନ୍ତ କରି ତୁରନ୍ତ ଆବାସ ଘର ଯୋଗାଇ ଦେବାକୁ ଅନୁରୋଧ। @dm_jajpur @PRDeptOdisha @CMO_Odisha @SecyChief @JanaSunani @BBadachana29874 @RDOdisha
ଅନୁଗୋଳ: ପାଲଲହଡ଼ା ବ୍ଲକ ଶଙ୍ଖମୁର ପଞ୍ଚାୟତ ଶଙ୍ଖମୁର ଗାଁର ବିଧବା ଅନିତା ସାହୁଙ୍କୁ ଏଯାଏଁ ଆବାସ ଘର ମିଳିନାହିଁ।ବାରମ୍ବାର ଅଭିଯୋଗ ସତ୍ବେ କୌଣସି ସୁଫଳ ମିଳିପାରି ନାହିଁ।ତଦନ୍ତ କରି ତୁରନ୍ତ ଆବାସ ଘର ଯୋଗାଇ ଦେବାକୁ ଅନୁରୋଧ। @angul_dm @CMO_Odisha @PRDeptOdisha @NityanandaBJP @SecyChief @JanaSunani @RDOdisha
ଜଗତସିଂହପୁର: ବିରିଡ଼ି ବ୍ଲକ କୁଳକଇଜଙ୍ଗା ପଞ୍ଚାୟତ ଧଡାସାହିର ବାବୁଲି ଧଡା ମାଟି କାନ୍ଥ ଟିଣ ଛପର ଘରେ ରହୁଛନ୍ତି।ଫନି ବାତ୍ୟାର ପୁରୁଣା ଚାଳ ଘରଟି ଭାଙ୍ଗି ଯାଇଥିଲା।ତୁରନ୍ତ ଆବାସ ଘର ଯୋଗାଇ ଦେବାକୁ ଅନୁରୋଧ। @CollectorJspur @CMO_Odisha @PRDeptOdisha @NityanandaBJP @SecyChief @JanaSunani @MohanMOdisha @RDOdisha
ଜଗତସିଂହପୁର: ରଘୁନାଥପୁର ବ୍ଲକ ରଘୁନାଥପୁର ଗାଁର କଞ୍ଚନବାଳା ସାହୁ ସ୍ବାମୀ ରଘୁନାଥ ସାହୁ ଭଙ୍ଗା ଘରେ ପଲିଥିନ ଟାଣି ରହୁଛନ୍ତି।ଗରିବ ହେତୁ ଘର କରିପାରୁ ନାହାନ୍ତି।ତୁରନ୍ତ ଆବାସ ଘର ଯୋଗାଇ ଦେବାକୁ ଅନୁରୋଧ। @CollectorJspur @CMO_Odisha @PRDeptOdisha @SecyChief @JanaSunani @NityanandaBJP @MohanMOdisha
Thank you so much Sir
Bhai 🙏🙏
Thank you sanjit bhai Bhai au tike bhala heithanta jadi tume photo re jeu bhauni white color ra paper ta dhari chanti tara b photo upload kari deithanta. Ur effort will fruitful rapidly. It is our responsibility to deliver the information short & briefly.Thank you @DBalasore
ଜଗତସିଂହପୁର: ବିରିଡ଼ି ବ୍ଲକ କୂଳ କରଜଙ୍ଗା ପଞ୍ଚାୟତ ଧଡାସାହିର ଆଲୋକ ପାତ୍ର ଜଣେ ଭିନ୍ନକ୍ଷମ ହେଇଥିଲେ ମଧ୍ୟ ଏଯାଏଁ ଆବାସ ଯୋଜନାରୁ ବଞ୍ଚିତ।ଝାଟିମାଟି ପାଲ ପକା ଘର ମା ଓ ପତ୍ନୀ ସହ ରହୁଛନ୍ତି।ଆବାସ ଘର ଯୋଗାଇ ଦେବାକୁ ଅନୁରୋଧ। @CollectorJspur @CMO_Odisha @PRDeptOdisha @JanaSunani @SSEPD2 @SecyChief @NityanandaBJP
Thank you so much Sir
ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ (DSSO) କୁ ଏହାର ସମାଧାନ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାଲେଶ୍ଵର: ବସ୍ତା ବ୍ଲକ ନଟାକଟା ପଞ୍ଚାୟତ ଚାଷୀପଡ଼ା ଗାଁର ଶଙ୍କର୍ଷଣ ବେହେରା ପକ୍ଷାଘାତ ରୋଗରେ ପୀଡ଼ିତ।ପ୍ରକାଶିତ ଖବରକୁ ତଦନ୍ତ କରି ଭତ୍ତା ପ୍ରଦାନ ସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ। @DBalasore @SSEPD2 @BPSethi @PRDeptOdisha @CMO_Odisha @dssobalasore @JanaSunani @SecyChief
ଐତିହ ସମ୍ପନ୍ନ ଢ଼େଙ୍କାନାଳ ଜିଲ୍ଲାର ଶୈବପୀଠ ଶ୍ରୀ ଚନ୍ଦ୍ରଶେଖର ପୀଠ କପିଳାସ ଅବହେଳିତ ଅବସ୍ଥାରେ ରହିଛି।କପିଳାସ ପାଦ ଦେଶରେ ଥିବା ପାର୍କ ଓ ଶିବଙ୍କ ମୂର୍ତ୍ତି ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଛି।ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ। @districtadmndkl @CMO_Odisha @Somesh_IAS @Culturedeptt @Krushnach_Patra @JanaSunani
Thank you Sir
United States Trends
- 1. Clemson 54,1 B posts
- 2. Bama 36,8 B posts
- 3. #UFC310 137 B posts
- 4. Penn State 39,1 B posts
- 5. Pantoja 37,3 B posts
- 6. Oregon 63,8 B posts
- 7. Syria 803 B posts
- 8. Dabo 6.746 posts
- 9. Assad 675 B posts
- 10. Volkov 31,9 B posts
- 11. Belal 7.521 posts
- 12. James Franklin 4.825 posts
- 13. Shavkat 22,1 B posts
- 14. Gane 51,1 B posts
- 15. Gonzaga 7.050 posts
- 16. Mark Pope 2.687 posts
- 17. Texas 204 B posts
- 18. Ian Garry 11 B posts
- 19. Valdez 6.317 posts
- 20. Drew Allar 3.582 posts
Who to follow
-
Manoj Kumar Pradhan
@ManojKu19829581 -
Voice Of Dhenkanal 🗣️
@VoiceDKL -
Dukhabandhu Biswal
@DukhabandhuBi13 -
Bhajaman Biswal National Human Rights Defender
@Bhajaman_Biswal -
Arupananda Nayak
@ArupanandaNay15 -
Chandra Kumar Deep
@ChandraKuDeep -
Manoj Jena
@manojjena8144 -
Balaram Bisoi AB+ve
@balaram_bisoi -
pintu sahoo 🐦
@PS8087 -
Chinmaya Karna
@ChinmayaKarna -
Mukesh Dalai🇮🇳(ମୁକେଶ ଦଳାଇ)
@MukeshDalai2 -
Nityananda Pradhan [email protected]
@3Nityananda -
BISWAJIT NAYAK 🇮🇳
@Biswajitnyk -
Ramesh Meher
@RameshMeher_ -
𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎
@AlokMahabhoi
Something went wrong.
Something went wrong.