@Punaschapruthbi Profile picture

Punascha Pruthibi

@Punaschapruthbi

A first-of-its-kind long-term multimedia initiative by Sambad Digital to create awareness on environment, climate change & ecological issues

Similar User
Sambad Group photo

@SambadGroup

Manas Ranjan Barik photo

@mrbarik101

Bhabani Sankar Tripathy photo

@BhabaniSankarT5

smruti ranjan photo

@smrutiranjan23

Manoranjan Mishra photo

@ManoranjanMedia

ଇତିଶ୍ରୀ Itishree photo

@itishreena

Mohan Majhi - People's CM photo

@MohanMajhiCMO

RAMACHANDI PRASAD RANASINGH photo

@ramachandircp

Ansuman Rath ଅଂଶୁମାନ ରଥ photo

@TheAnsumanRath

Manas Muduli photo

@manas_muduli

Alekha Kumar Parida photo

@AlekhaKumarPar2

Jajati Keshari Mohanty photo

@JajatiKMohanty

Tejeswar Parida ତେଜେଶ୍ୱର ପରିଡ଼ା photo

@TejeswarParida

Sajjan Sharma (Modi ka Pariwar) photo

@SajjanSharmabjp

BHARATIYA AZAD MANCH ODISHA BRANCH photo

@CXLuoZQKEDyZi8a

ପ୍ରକୃତିକୁ ସୁରକ୍ଷିତ ରଖିବାକୁ ହାତ ବଢାନ୍ତୁ, ପୁନଶ୍ଚ ପୃଥିବୀ ଅଭିଯାନରେ ହୁଅନ୍ତୁ ସାମିଲ । ଜାଣନ୍ତୁ କେମିତି ହେବେ ପୁନଶ୍ଚ ପୃଥିବୀର ଅଭିଯାନରେ ହେବେ ସାମିଲ । #EarthAgain #PunaschaPruthibi

From Kanak News

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଚିଲିକା । ଜୈବ ବିବିଧତା ପାଇଁ ସାଜିଛି ବିଦେଶାଗତ ପକ୍ଷୀଙ୍କ ଠିକଣା । କିନ୍ତୁ ଖରାଦିନେ ସଙ୍କୁଚିତ ହେଉଛି ହ୍ରଦ, ଚିନ୍ତାପ୍ରକଟ କଲେ ପରିବେଶବିତ । #EarthAgain #PunaschaPruthibi

From Kanak News

ଆଉ ଅନୁଭୁତ ହେଉନି ୬ ଋତୁ । ପ୍ରଚଣ୍ଡ ତାତି, ଅସମୟରେ ବର୍ଷା ପାଲଟୁଛି ମୁଣ୍ଡବ୍ୟଥାର କାରଣ । କାରଖାନା ଧୂଆଁରେ ଅଣନିଶ୍ୱାସୀ ଯାଜପୁର ସୁକିନ୍ଦାବାସୀ । #EarthAgain #PunaschaPruthibi

From Kanak News

ଉପକୂଳକୁ ସମୁଦ୍ର ଭୟ । ଜଙ୍ଗଲ ନଷ୍ଟ ସହ ବାଲୁକା କ୍ଷୟ ପାଇଁ ଆସୁନାହାନ୍ତି କଇଁଛ, କାକଟପୁରରେ ବସିଲା ପରିବେଶ ପଞ୍ଚାୟତ । ସୁରକ୍ଷା ପାଇଁ ତାଳଗଛ ଲଗାଇବା ଉପରେ ଗୁରୁତ୍ୱ । #EarthAgain #PunaschaPruthibi

From Kanak News

ବିପଦ ଆଡକୁ ଠେଲି ହୋଇଯାଉଛି ନବରଙ୍ଗପୁରର ଡାବୁଗାଁ । ହରାଉଛି ସବୁଜିମା, ପୁନରୁଦ୍ଧାର ଅପେକ୍ଷାରେ ଚମ୍ପାବଣ, ବସିଲା ପରିବେଶ ପଞ୍ଚାୟତ । #EarthAgain #PunaschaPruthibi

From Kanak News

ବିଗୁଡୁଛି ଜଳବାୟୁ । ମୟୂରଭଞ୍ଜକୁ ଘାରିଛି ଜଳ, ଜଙ୍ଗଲ, ଜୀବଜନ୍ତୁ ଚିନ୍ତା । ନଷ୍ଟ ହେବାରେ ଲାଗିଛି ପ୍ରାକୃତିକ ସମ୍ପଦ । ବାଙ୍ଗିରିପୋଷୀରେ ବସିଲା ପରିବେଶ ପଞ୍ଚାୟତ । #EarthAgain #PunaschaPruthibi

From Kanak News

କମୁଛି ଭୂ-ତଳ ଜଳସ୍ତର, ପ୍ରଦୂଷିତ ହେଉଛି ନଦୀ । ରାଜଗାଙ୍ଗପୁର ପରିବେଶ ପଞ୍ଚାୟତରେ ଉଦବେଗ ପ୍ରକାଶ କଲେ ଜନତା । ସମାଧାନର ନ କଲେ ଆଗକୁ ପରିସ୍ଥିତି ଭୟଙ୍କର ହେବା ନେଇ ଚେତାଇ ଦେଲେ ପରିବେଶବିତ । #EarthAgain #PunaschaPruthibi

From Kanak News

ପ୍ରକୃତିକୁ ସୁରକ୍ଷିତ ରଖିବାକୁ ହାତ ବଢାନ୍ତୁ, ପୁନଶ୍ଚ ପୃଥିବୀ ଅଭିଯାନରେ ହୁଅନ୍ତୁ ସାମିଲ । ଜାଣନ୍ତୁ କେମିତି ହେବେ ପୁନଶ୍ଚ ପୃଥିବୀର ଅଭିଯାନରେ ହେବେ ସାମିଲ । #EarthAgain #PunaschaPruthibi

From Kanak News

ବାୟୁମଣ୍ଡଳର ସୁରକ୍ଷା ପାଇଁ ବାର୍ଦ୍ଧକ୍ୟ ଭତ୍ତା ଖର୍ଚ୍ଚ କରୁଛନ୍ତି ବୟସ୍କ । ଗଛ ଲଗାଇ, ଗଛର ଯତ୍ନ ନେବାକୁ ସଚେତନ କରି ଉଦାହରଣ ପାଲଟିଛନ୍ତି ବୃଦ୍ଧ ଦମ୍ପତ୍ତି । #EarthAgain #PunaschaPruthibi

From Kanak News

କ୍ଲାଇମେଟ ପଞ୍ଚାୟତରେ ଜଙ୍ଗଲ ସୁରକ୍ଷାର ଆହ୍ୱାନ । ମହାକାଳପଡା ପବିଧାୟକ କହିଲେ ପ୍ରତ୍ୟେକ ବ୍ୟକ୍ତି ଲଗାନ୍ତୁ ଗୋଟିଏ ଗଛ । ସେପଟେ ପାଟକୁରାବାସୀ କହିଲେ ଅଞ୍ଚଳର ସମସ୍ୟା, ସମାଧାନର ରାସ୍ତା ବତାଇଲେ ନେତା ଓ ପରିବେଶବିତ । #EarthAgain #PunaschaPruthibi

From Kanak News

କ୍ଲାଇମେଟ ପଂଚାୟତରେ ବୃକ୍ଷରୋପଣର ବାର୍ତ୍ତା । ସୋନପୁର ବାରପାହାଡ଼ରେ ଆୟୋଜିତ ପଂଚାୟତରେ ସାମିଲ ହେଲେ ନେତା ଓ ଜନତା । #EarthAgain #PunaschaPruthibi

From Kanak News

କେମିତି ଫେରିବ ସବୁଜିମା, କିପରି ରୋକାଯାଇପାରିବ ପ୍ରଦୂଷଣ । ଢେଙ୍କାନାଳ ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ବସିଲା କ୍ଲାଇମେଟ ପଂଚାୟତ । #EarthAgain #PunaschaPruthibi

From Kanak News

ବୀରମିତ୍ରପୁର ପାଇଁ ବିପଦ ସାଜୁଛି ଶିଳ୍ପ । ଗଛକଟା ସାଙ୍ଗକୁ ଧୂଳିଧୂଆଁ ବଢାଉଛି ଚିନ୍ତା । କୁମଝରିଆରେ ବସିଲା ପରିବେଶ ପଂଚାୟତ । ପଞ୍ଚତତ୍ତ୍ୱର ଅର୍ଥ ବୁଝାଇଲେ ବିଧାୟକ । କେମିତି ରୋକାଯିବ ପ୍ରଦୂଷଣ ମତ ଦେଲେ ଅତିଥି । #EarthAgain #PunaschaPruthibi

From Kanak News

ସମ୍ବାଦ ଗ୍ରୁପ୍ ଦ୍ଵାରା ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ କିଭଳି ସାମିଲ ହେବେ..କେମିତି କରିବେ ପଞ୍ଜୀକରଣ.. ଦେଖନ୍ତୁ ଭିଡିଓ.. #EarthAgain #PunaschaPruthibi

From Kanak News

ସମୟ ସହ ଅନେକ କିଛି ବଦଳିଛି । ଆଦିବାସୀଙ୍କ ଚାଲିଚଳଣ, ଖାଦ୍ୟ ଓ ପିନ୍ଧିବା ଶୈଳୀ ବି ବଦଳିଛି । କିନ୍ତୁ ବଦଳିନି ଆଦିବାସୀଙ୍କର ସଂସ୍କୃତି ଓ ପରମ୍ପରା । #EarthAgain #PunaschaPruthibi

From Kanak News

ରାୟଗଡାରେ ବଢୁଛି ପ୍ଲାଷ୍ଟିକ ବ୍ୟବହାର । ରସାୟନିକ ସାର ନଷ୍ଟ କରୁଛି ମାଟିର ଉର୍ବରତା । ବସିଲା ପରିବେଶ ପଂଚାୟତ, ସମାଧାନର ରାସ୍ତା ନେଇ ହେଲା ଆଲୋଚନା । #EarthAgain #PunaschaPruthibi

From Kanak News

ଦିନକୁ ଦିନ ବିଗୁଡୁଛି ସହରର ନାଳ ଓ ଜଳାଶୟର ଅବସ୍ଥା । ସମ୍ବାଦ ଗୃପ୍ ତରଫରୁ ଲକ୍ଷ୍ମୀ ସାଗର ଅଞ୍ଚଳରେ ଆୟୋଜିତ କରାଯାଇଥିବା କ୍ଲାଇମେଟ ପଞ୍ଚାୟତରେ ଏନେଇ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ସ୍ଥାନୀୟ ଲୋକ, ପରିବେଶବିତ ଓ ବିଧାୟକ #EarthAgain #PunaschaPruthibi

From Kanak News

ପ୍ରକୃତି ରୋଷର ଶିକାର ହେଉଛି କେନ୍ଦୁଝର । ଅନିୟମିତ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ତାତି ବଢାଉଛି ଲୋକଙ୍କ ସମସ୍ୟା । ହରିଚନ୍ଦନପୁରରେ ବସିଲା କ୍ଲାଇମେଟ ପଂଚାୟତ । ପ୍ରଦୂଷଣ ରୋକିବାକୁ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଲେ ବିଧାୟକ । #EarthAgain #PunaschaPruthibi

From Kanak News

ଜଳବାୟୁ ପରିବର୍ତ୍ତନ ଆଣୁଛି ମୟୂରଙ୍କ ପାଇଁ ବିପଦ । ବଢୁଛି ସଂଖ୍ୟା ହେଲେ ଖାଦ୍ୟ ଅଭାବ ସାଜୁଛି କାଳ । ବେଆଇନ ପଥର ବ୍ଲାଷ୍ଟିଂ ଯୋଗୁଁ ଜଙ୍ଗଲ ଛାଡୁଛନ୍ତି ପକ୍ଷୀ । #EarthAgain #PunaschaPruthibi

From Kanak News

ପ୍ରକୃତି କୋଳରେ ପରିବେଶ କଥା । ୧୨୦ବର୍ଷର ଗଛତଳେ ଏକାଠି ହେଲେ ନେତା ଓ ଜନତା । କୋଟପାଡର ସାମ୍ପ୍ରତିକ ପରିବେଶକୁ ନେଇ ହେଲା ଆଲୋଚନା । #EarthAgain #PunaschaPruthibi

From Kanak News

Loading...

Something went wrong.


Something went wrong.