itz odiatoka omm
@PadmaLo54010827ମୁଁ ଓଡ଼ିଆ ପୁଅ ଭାରି ସ୍ୱାଭୀମାନୀ....... 😍 ମୋ ବାବା ମୋ ଜୀବନ. 😘 ଜଗନ୍ନାଥ ପ୍ରେମୀ ସରଳ ମଣିଷଟିଏ. 🙏 ବନ୍ଦେ ଉତ୍କଳ ଜନନୀ 🙏
Similar User
@BiswalPriti
@sibaprusty4
@Bhawanispeaks
@_luckyN
@d_baliarsingh
@bikashranjansw1
@MrManishMohanty
@subhasishn654
Covid-19 Report For 24th April New Positive Cases: 6116 In quarantine: 3546 Local contacts: 2570 (Details of local contacts will be shared by concerned Dist Administration) District Wise Cases: 1. Angul: 151 2. Balasore: 102 3. Bargarh: 262 4. Bhadrak: 87 5. Balangir: 189
Congratulations CM @Naveen_Odisha for being chosen as the most popular Chief Minister in the country, as per @ABPNews and #CVoter #DeshKaMood survey. It is the reflection of the love and faith reposed by the 4.5 Cr people of #Odisha. #IndiasBestCMNaveen
Health Update: 25th April, 2020 Six New Positive Cases in Jajpur 52 Yrs Male, 23 Yrs Male, 49 Yrs Male, 57 Yrs Male, 39 Yrs Male & 50 Yrs Male. (All Kolkata Returnees) Contact tracing and followup action is being done. Total Positive Case in Odisha: 100
ବାପା ତୁମେ ମୋ ଜୀବନ, ତୁମ ପାଇଁ ମୁଁ ଏ ଦୁନିଆକୁ ଆସିଛି ଆଉ ତୁମ ଠାରୁ ମୁଁ ବହୁତ୍ କିଛି ଶିଖିଛି. ତୁମର ଭଲ ପାଇବା ଆଗରେ ସମସ୍ତେ ହାର୍ ମାନିଯିବେ ବାବା. ତୁମେ ଏ lockdown ସମୟରେ ଏତେ ଦୂରରେ ରହିଲ କାହିଁକି କେଜାଣି ତୁମ କଥା ମୋର ସବୁବେଳେ ମୋନେ ପଡୁଚି ବାବା..ମନ ଦୁଃଖ କରିବେନି ଆମେ ଅଛୁ ତୁମ ସାଥିରେ ଏ କରୋନା କିଛି କରିପାରିବ ନାହିଁ
PM Modi announces that current lockdown will be extended till May 3
ଯଦି କାହାକୁ ଆପଣ ସତ୍ ହୃଦୟରେ ତାର ଦୁଃଖ କଷ୍ଟ ସମୟରେ ସାହାଯ୍ୟ କରିଛନ୍ତି, ତେବେ ସେ ବ୍ୟକ୍ତି ତାର ଖୁସି ଆପଣଙ୍କୁ କହୁ ବା ନକହୁ ତାର ଟିକିଏ ଖୁସି ଓ ସଫଳତା ରେ ଆପଣ ତା ଠୁ ଅଧିକ ଆନନ୍ଦ ପାଇବେ, ଏହା ହିଁ ନିଃସ୍ଵାର୍ଥପର ବନ୍ଧୁତା/ଭଲ ପାଇବା। #goodmorning #ThursdayThoughts 🙌
କୋଲକାତା-ବାବୁଘାଟ ଓଡ଼ିଶାଗାମୀ ବସରେ ଯାତ୍ରୀ ହଟହଟା, ଯାତ୍ରୀ ବାହୀ ବସ ସାଜିଛି ମାଲବାହୀ, ପ୍ରଶାସନ ର ନିଘା ନାହିଁ।ଟିକେଟ କଳା ବଜାରୀ ସାଙ୍ଗକୁ ମାଲ ବୋଝେଇ।
ସତରେ ପିଲା ଦିନ ବହୁତ ସୁନ୍ଦର।ମନେ ପଡିଲେ ବହୁତ ଦୁଃଖ ଲାଗେ।ସତରେ କଣ ସେ ପିଲା ଦିନ ଆଉ ଫେରିବ?
ସତରେ ପିଲା ଦିନ କେଡେ ମଧୁର ଥିଲା , ଯେତେବେଳେ ପିଲା ଥିଲେ ଭାବୁଥିଲେ ଜଲ୍ଦୀ ଜଲ୍ଦୀ ବଡ଼ ହୋଇ ଯାନ୍ତେ କି, ଆଉ ଏବେ ବଡ଼ ହୋଇ ଭାବୁଛନ୍ତି ଫେରେ ସେଇ ପିଲା ଦିନ ଫେରି ଆସନ୍ତା କି 💚 ସତରେ ସମୟ ବଡ଼ ବଳବାନ ... ବହୁତ୍ ସୁନ୍ଦର୍ ବର୍ଣ୍ଣନା ପିଲା ଦିନର ,ଥରେ ପଢ଼ି ଦେଖନ୍ତୁ 👇
ସଞ୍ଜ କି ସକାଳେ ଅନାବନା ଭାବନାରେ, ପ୍ରତିଟି ସ୍ପନ୍ଦନ ରେ ତୋତେ କାହିଁକି ମୁଁ ପାଏ। ଭିଡ଼ ବି ନିର୍ଜନ ଲାଗେ , ସବୁ ରାତି ସପନେ ଆସି କିଛି କହିଯାଏ, ଜାଣେ ନା କାହିଁକି ତୋତେ ଭଲ ପାଏ , ଆଉ ତୋ ବିନା ଏ ଜୀବନ କାହିଁକି ଫିକା ଫିକା ଲାଗେ ପୁଅ।ରାତିରେ ବି ନିଦ ହଉନି ,ଖାଲି ତୋତେ ହିଁ ଖୋଜୁଛି ମୁଁ।
ଏ ମନଟାକୁ କଣ କହିବ କହିଲ?? ଯାହା ହାତ ମୁଠାରେ ଅଛି ତାକୁ ଧରୁନି, ଆଉ ଯାହାକୁ ହାତ ପାଇବନି ତାକୁ ଧରିବାକୁ ହାତ ବଢ଼ଉଛି.... 😘
ଆଜି ବହୁତ କଷ୍ଟ ହଉଛି ।ମୋ ପୁଅ ପୂଜା ଛୁଟି କାଟିବାକୁ ମୋ ପାଖକୁ ଆସିଥିଲା।ଚଉଦ ଦିନ ଯେମିତି ଚଉଦ ଘଣ୍ଟା ଭଳି ଲାଗୁଛି ।ସେ ମୋ ପୁଅ ତ ନୁହଁ ମୋ ସାଙ୍ଗ ମୋ ଦୁନିଆ।ଆଜି ସେ ତାର ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଗଲା ,ସିନା ହେଲେ ଘରଟା ଖାଲି ,ଖାଲି ଖାଲି ଲାଗୁଛି।ଯୋଉଠି ଥାଅ ପୁଅ ଭଲରେ ଥାଅ।ତୁମ ବାପା।
" ମୋ ହେଆର୍ " Opening shortly in #Bhubaneswar PS : No relation to the MSU ( Mo Sarkar Universe) #MoeHair
ग़लत लोगों की जीत उसी वक़्त तय हो जाती है, जब सही लोग चुप हो जाते हैं... @ZeeNews @ZeeNewsHindi @aajtak @abpnewstv @abpnewshindi @DainikBhaskar @JagranNews @News18India @AmarUjalaNews
@cmohry @mlkhattar @CaptAbhimanyu @OfficeOfRSP @PMOIndia CC No. -254/2014 & Crl Appeal No. 163/2015; Dist Court Panipat, are striking example to show how judges manipulate the facts and misuse their power to harass innocent people. Plz investigate d matter and punish d corrupt.
If judges don’t properly discharge their CONSTITUTIONAL DUTIES, that can be considered as CORRUPTION. If any judge delivers JUDGEMENT in violation of the BASIC PRINCIPLES of NATURAL JUSTICE and the CONSTITUTIONAL OATH, he is also a corrupt judge. @PMOIndia @OfficeOfRSP @CJI_SC
Today corruption (especially in judiciary) is the biggest threat in India. It is duty of every citizen to uphold & protect the sovereignty, unity & integrity of the country. (RT to reach it maximum people) @PMOIndia @narendramodi @OfficeOfRSP @rsprasad @rashtrapatibhvn @CJI_SC
@cmohry @mlkhattar @CaptAbhimanyu @OfficeOfRSP @PMOIndia CC No. -254/2014 & Crl Appeal No. 163/2015; Dist Court Panipat, are striking example to show how judges manipulate the facts and misuse their power to harass innocent people. Plz investigate d matter and punish d corrupt.
Friends, Aap sabse ek request hai...🙏🏻 Aap sab please ek baar mere “LIKE” section me ghum aao, Vaha par sabse upar ke jo 21 tweets hain, unko maximum RETWEET 🔁 karke mujhe support kijiye please.... Thanks. God bless you all...🌹💐🙏🏻
@narendramodi @rsprasad @AmitShah @Gen_VKSingh @DrJitendraSingh @ppchaudharyMoS @rajnathsingh @girirajsinghbjp @PiyushGoyal @nitin_gadkari @Swamy39 @dpradhanbjp @TCGEHLOT @nstomar @PrakashJavdekar क्या आप सब मिलकर मुझको इंसाफ नही दिलवा सकते. आप सभी से आशा है की सहयोग करेंगे.🙏🏻
@OfficeOfRSP @rsprasad @PMOIndia @narendramodi @rashtrapatibhvn @CJI_SC I m facing a very bad judicial misadventure as I m being harassed by judges of Panipat court in a false case for last 9 yrs. There is no evidence to suggest that complaint was maintainable in the eyes of law
#निशब्द हूँ आज ॐ शान्तिः #कमलेश_तिवारी #लखनऊ #KamleshTiwari #Lucknow @Rajput_Ramesh @vanitajain21 @MiraSingh_NaMo @RD_BANA @KSMANN @Adv_RKRanjan @rajeevrana1 @PidiBuster @mona_sez @Ramesh_BJP @shivaniojha @NationalistIn14 @AnshumanKRajan @archanatriv @rajoo_prakash @dtdubey200
@OfficeOfRSP @rsprasad @PMOIndia @narendramodi @rashtrapatibhvn @CJI_SC I m facing a very bad judicial misadventure as I m being harassed by judges of Panipat court in a false case for last 9 yrs. There is no evidence to suggest that complaint was maintainable in the eyes of law
@cmohry @mlkhattar @CaptAbhimanyu @OfficeOfRSP @PMOIndia CC No. -254/2014 & Crl Appeal No. 163/2015; Dist Court Panipat, are striking example to show how judges manipulate the facts and misuse their power to harass innocent people. Plz investigate d matter and punish d corrupt.
United States Trends
- 1. ICBM 97,2 B posts
- 2. Dnipro 31,7 B posts
- 3. Good Thursday 21,4 B posts
- 4. #ThursdayMotivation 3.964 posts
- 5. Friday Eve N/A
- 6. #21Nov 1.907 posts
- 7. $DUB 6.727 posts
- 8. #thursdayvibes 2.641 posts
- 9. #Wordle1251 N/A
- 10. Nikki Haley 27,2 B posts
- 11. #KashOnly 1.440 posts
- 12. Adani 656 B posts
- 13. Bitcoin 640 B posts
- 14. Happy Birthday Nerissa 7.258 posts
- 15. Juice WRLD 23 B posts
- 16. Thomas Sowell 9.614 posts
- 17. Ellen DeGeneres 67,2 B posts
- 18. Paul George 9.494 posts
- 19. SWARM 7.361 posts
- 20. Jimmy Fallon 102 B posts
Something went wrong.
Something went wrong.