ନବୀନ ସରକାର ଯାହା କରିଚି ତମ ସରକାର କେବଳ ଫୋଟୋ ଉଠେଇ ଖୁସି ହେବ, ଆଉ ଅଧିକ କିଛି କରିପାରିବନି ଏଇଟା ନିଶ୍ଚିତ..
Why an Odia IAS officer and an Odia minister are talking to each other in English? Is this Odia Asmita?
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ବିଭାଗ ମନ୍ତ୍ରୀ କେ ଭି ସିଂ ଦେଓ @KVSinghDeo1 ଆଜି କୃଷିଭବନରେ ବିଭାଗୀୟ ଦାୟିତ୍ୱ ନେଲେ,ମିଲେଟ ଆଉଟଲେଟ ଦେଖି ପ୍ରଶଂସା କଲେ.... ସାଥିରେ ଉପସ୍ଥିତ ଥିଲେ ସଚିବ @arvindpadhee
ବର୍ତମାନ , BJP ର ନେତୃବୃନ୍ଦ ଅନୁଭବ କରିବେ ଯେ , ଯାହାକୁ ତାମିଲ କହି ଏତେ ତାତ୍ସଲ୍ୟ କରୁଥିଲେ, ବର୍ତ୍ତମାନ୍ ତାହାର କଠିନ ପରିଶ୍ରମ ରେ ସେ କିପରି ଓଡ଼ିଶା ର ପରିଚୟ ରେ ତୀବ୍ର ସୁଧାର ଆଣିଥିଲା। ହସଲାଗୁଛି କ୍ରୀଡା ଭିତ୍ତି ଭୂମି ଦେଖି କ୍ରୀଡା ମନ୍ତ୍ରୀ ଭାବୁଥିବେ "ମାନିବାକୁ ପଡ଼ିବ pandian ଏ ସବୁ ସତରେ କରିଦେଲା !!"
କ୍ରୀଡ଼ାକୁ ନେଇ ଓଡ଼ିଶା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପାଇବାକୁ ଯାଉଛି ଏଥିପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି । ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ବିଶ୍ୱ ଯୋଗ ଦିବସ କେମିତି ପାଳନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଛି : ସୂର୍ଯ୍ୟବଂଶୀ ସୂରଜ୍ #KanakNews #SuryabanshiSuraj #Odisha
Why BJd's it cell is not active?
Warm wishes to everyone on the auspicious occasion of #EidAlAdha. May this #Eid bring peace, harmony and happiness in each of our lives. #EidAdhaMubarak
Happy ATM day ଏଣିକି ପ୍ରତ୍ୟେକ ଏଟିଏମ୍ ଉଠାଣରେ କଟିବ ମାତ୍ର 23 ଟଙ୍କା, ये हुई ना अछे दिन ଜୟ ଶ୍ରୀମରା😊
Unseen Photo : Sri #ChandraBabuNaidu with #NaveenPatnaik at Patakura ( campaining for Sri Atanu Sabyasachi Nayak ) - Year 2000 . @ncbn @JaiTDP @Naveen_Odisha
ନବୀନ ପଟ୍ଟନାୟକଙ୍କ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭାବେ ଶପଥ ଗ୍ରହଣର ୨୬ ବର୍ଷ ତଳର ବିରଳ ଭିଡ଼ିଓ ଦେଖନ୍ତୁ . 🔥🔥🔥 First Oath taking Ceremony of #NaveenPatnaik - 1998
ମୋତେ ଦୁଃଖ ଲାଗିଲା ଯେତେବେଳେ ଜାଣିଲି ଆମ ନୁଆ ମୂଖ୍ୟମନ୍ତ୍ରୀଙ୍କର କୌଣସି ବାସଗୃହ ନାହିଁ।ତାଙ୍କର କେବଳ₹1.97କୋଟିର ବ୍ୟାଙ୍କ ଡିପୋଜିଟ ଇତ୍ୟାଦି ରହିଛି ଓ ଧର୍ମପତ୍ନୀଙ୍କ ନାଁରେ ଗୋଟିଏ ମାତ୍ର ପେଟ୍ରୋଲଟାଙ୍କି ରହିଛି। ମୋର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ କେନ୍ଦୁଝର କିମ୍ବା ଭୁବନେଶ୍ୱରରେ ତାଙ୍କୁ ଗୋଟିଏ ଆବାସ ବ୍ୟବସ୍ଥା କରନ୍ତୁ 😊
ସାଢେ ଚାରିକୋଟି ଓଡିଶାବାସୀ ଜଣେ ହୀରାକୁ ହଜାଇଲା, ଏବଂ ଚପଲ ଆକ୍ରମଣକାରୀଙ୍କୁ କୋଳେଇଲା | ସର୍ବଦା ଜନତାଙ୍କ ମତକୁ ସଂମ୍ମାନ ଦେବା ଉଚିତ | #Odisha
କୃଷକ ଆତ୍ମହତ୍ୟା.. ଓଡ଼ିଶା ଜିରୋ, ମାନେ ଶୂନ.. ତମେମାନେ ଜଳି ପାର, କିନ୍ତୁ ନବୀନ ବାବୁ କରିକି ଦେଖେଇଛନ୍ତି..
Warm congratulations to Shri Prem Singh Tamang on taking oath as the Chief Minister of Sikkim !Wishing you success and prosperity in leading the state towards new heights.
ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋତେ ନିରନ୍ତର ଭାବେ ସେବାର ସୁଯୋଗ ଦେଇଥିବାରୁ ମୋର ଗଭୀର କୃତଜ୍ଞତା ଜଣାଉଛି। ମାନ୍ୟବର ରାଜ୍ୟପାଳ @GovernorOdisha ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ମୋର ଇସ୍ତଫାପତ୍ର ପ୍ରଦାନ କଲି। ଓଡ଼ିଶାବାସୀଙ୍କ ସେବା ନେଇ ମୋର ଦୃଢ଼ ପ୍ରତିବଦ୍ଧତା ବଜାୟ ରହିବ।
ଗଣତନ୍ତ୍ରରେ ଜନାଦେଶ ସର୍ବଦା ଗ୍ରହଣୀୟ। ଦୀର୍ଘ ଦିନ ଧରି ସେବାର ସୁଯୋଗ ଦେଇଥିବାରୁ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ନିକଟରେ ବିଜୁ ଜନତା ଦଳ ଚିରଋଣୀ। ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଗୋଟେ ଯୁଗ ର ଅବସାନ 🍁
United States Trends
- 1. ICBM 164 B posts
- 2. $EFR 2.037 posts
- 3. $CUTO 8.745 posts
- 4. The ICC 168 B posts
- 5. #KashOnly 30,9 B posts
- 6. #AcousticGuitarCollection 1.556 posts
- 7. Netanyahu 397 B posts
- 8. Katie Couric 1.379 posts
- 9. DeFi 125 B posts
- 10. #AtinySelcaDay 6.807 posts
- 11. #ATSD 6.934 posts
- 12. Gm Elon 1.700 posts
- 13. Bezos 35,2 B posts
- 14. chenle 91,1 B posts
- 15. #thursdayvibes 4.647 posts
- 16. Good Thursday 32,1 B posts
- 17. International Criminal Court 83,3 B posts
- 18. Dnipro 71 B posts
- 19. Unvaccinated 11,4 B posts
- 20. Vegito 3.758 posts
Something went wrong.
Something went wrong.