@AjitPutel17 Profile picture

Ajit Putel

@AjitPutel17

#Accountant

Joined July 2022
Similar User
Dipesh jain photo

@JainJain3112

Hitesh Jain photo

@Hiteshjn4

Shambhu Pr Goel, President TMA photo

@Spg1973Goel

Pinned

Thanks a lot @kailashbissoyi1 Sir news for publishing my Social Work. Today News #Pragatibadi_News *************************************

Tweet Image 1

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ଅନ୍ତର୍ଗତ ପଡ଼େଇ ଗ୍ରାମର ଦାମୋଦର ଖେମୁଣ୍ଡୁଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି,କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ @SRC_Odisha ଙ୍କୁ ବିନମ୍ର ଅନୁରୋଧ.@CMO_Odisha @dmkoraput @OfficialTeamATA

Tweet Image 1

Ajit Putel Reposted

SSEPD is not only the voice of voiceless but also proving its intent effectively and outrightly through its initiatives and execution. We are proud to be a part of it. We wish para-athlete Akash Mund a prosperous life ahead @BPSethi @MohanMOdisha @NityanandaBJP @SSEPD2

Akash Ranjan Mund, a state level Para athlete (Badminton) of Kalahandi District, after getting Transtibial Prosthesis for his amputee knee. It will ensure better performance at the National and International level competition. ⁦@CMO_Odisha⁩ ⁦@SSEPD2



ବାରମ୍ଵାର ଅଭିଯୋଗ ସତ୍ୟ ମଧ୍ୟ ଜଣେ #Disability ଛାତ୍ର ସରକାରୀ ସହାୟତା ରୁ ବଞ୍ଚିତ ତେଣୁ ଏହାକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ବିନମ୍ର ଅନୁରୋଧ । @SSEPD2 @SsepdB @bssotitilagarh @BPSethi @Abanikanta_1978 @Food_Odisha @SecyChief @CollectorBgr @TigSDM @CMO_Odisha @PradeepJenaIAS

Tweet Image 1

ଚନ୍ଦ୍ରପୁର ଶ୍ମଶାନ ଘାଟରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ ପାଞ୍ଚବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନି. ଫଳରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ହେଉଛି. ତୁରନ୍ତ ଉକ୍ତ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ ।@CMO_Odisha @HFWOdisha @DM_Rayagada @SecyChief @OfficialTeamATA

Tweet Image 1

ଓଡ଼ିଶା ଯୋଜନା ପହଞ୍ଚିପାରୁନି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇପାଡ଼ ଗାଁ କୁ, ରାସ୍ତା, ଆବାସ ଓ ବିଦ୍ୟୁତ୍ ରୁ ବଞ୍ଚିତ, ଏଥିପ୍ରତି ଦୃଷ୍ଟିଦେବାକୁ ଅନୁରୋଧ। @PRDeptOdisha @dmkoraput @TPSODL @MohanMOdisha @RabiNaikBJP @RDOdisha @CMO_Odisha @PWD_Odisha @DC_Odisha @_anugarg @SecyChief @OfficialTeamATA

Tweet Image 1

Kindly look into the matter and take necessary action. @HFWOdisha @CMO_Odisha @DMBargarh @MohanMOdisha @MahalingMukesh @OfficialTeamATA

Tweet Image 1

Kindly look into the matter and take necessary action.@CMO_Odisha @PWD_Odisha @dmboudh @OfficialTeamATA

Tweet Image 1

ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଶୁଣ୍ଢିପୁଙ୍ଗା ଗାଁର ଅଧିବାସୀ, ଶିକ୍ଷା, ଭତ୍ତା, ଆବାସ, ବିଦ୍ୟୁତ ଓ ୧୫ ଦିନ ହେଲାଣି ପାନୀୟଜଳରୁ ବଞ୍ଚିତ,ଏଥିପ୍ରତି ଦୃଷ୍ଟି ଦିଆଯାଉ। @PRDeptOdisha @dmkoraput @SMEOdisha @RWSS_Koraput @RWSS_Odisha @BDO_Semiliguda @SSEPD2 @BPSethi @OfficialTeamATA

Tweet Image 1

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁହୁରାକୋଟ ଗ୍ରାମର ଶିବ ଗଣ୍ଡ ଏବଂ ଚନ୍ଦ୍ରସେନ ମାଝୀଙ୍କ ଖଳାରେ ନିଆଁ ଲାଗି ଅଢ଼େଇ ଏକର ଧାନ ପୋଡ଼ି ପାଉଁଶ ହୋଇଯାଇଛି. ତୁରନ୍ତ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ. @CMO_Odisha @MohanMOdisha @DMnabarangpur @SRC_Odisha @OfficialTeamATA

Tweet Image 1

For your kind information and necessary steps.@CMO_Odisha @dmkoraput @HUDDeptOdisha @OfficialTeamATA

Tweet Image 1

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ କନ୍ଧେନଝୁଲା ପଞ୍ଚାୟତ କନ୍ଧେନଝୁଲା ଗ୍ରାମ ର ସୁମିତ୍ରା ପୁଟେଲ ରାସନ କାର୍ଡ ଟିଏ ପାଇଁ ତିନି ବର୍ଷ ହେଲା ଅନଲାଇନ କରି ନିରାଶ ହୋଇଛନ୍ତି । ତାଙ୍କ ରାସନ କାର୍ଡ ଟିଏ ଯୋଗାଇ ଦିଆଯାଇ । @CMO_Odisha @MohanMOdisha @Abanikanta_1978 @KVSinghDeo1 @Food_Odisha @fooddeptgoi @CollectorBgr

Tweet Image 1

Kindly look into the matter and take necessary action. @RWSS_Balangir @CMO_Odisha @PRDeptOdisha @CollectorBgr @OfficialTeamATA

Tweet Image 1

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆହାର କେନ୍ଦ୍ର କୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ 🙏🙏 @CMO_Odisha @HFWOdisha @MahalingMukesh @dmboudh @SKPanigrahiBJP @nhmodisha @MoHFW_INDIA @SecyChief @SecyAgriGoI @OfficialTeamATA

Tweet Image 1

Ajit Putel Reposted

Urgent appeal for Baby Nayak from Titilagarh Municipality, Deoband Pada, Balangir district, who is battling cancer. @CollectorBgr We request support from the District Red Cross Fund to ensure he receives the advanced treatment he needs. @CMO_Odisha @SecyChief @HFWOdisha

Tweet Image 1

United States Trends
Loading...

Something went wrong.


Something went wrong.