@Kamal_lochan_07 Profile picture

Kamal lochan Behera

@Kamal_lochan_07

ʙᴇɪɴɢ ᴍʏꜱᴇʟꜰ.

Similar User
🎀ℙ𝕣𝕚𝕥𝕚𝕡𝕣𝕒𝕜𝕒𝕤𝕙 𝕣𝕒𝕟𝕒💫 photo

@Pritiprakash769

Jyoti Prakash Panda photo

@Jppanda31

muthupandi gandhi photo

@muthupandibtl1

S U D H I R 🌟✨ photo

@mr_rowdy_1_4_3

GnanaDurai photo

@GnanaDurai71

Suriya Gayathri photo

@suriya_gayathri

டிஜிட்டல் பட்டிக்காட்டான் photo

@patikadu_talks

Muthukrishnan Marudhur photo

@MuthuMarudhur

ஷா Navas🇮🇳 photo

@shanavas1987

Joe Winifred P Rayen photo

@IamWini

Kamal lochan Behera Reposted

ନିର୍ବାଚନ ପୂର୍ବରୁ ପ୍ରତିଶୃତି ମିଛ ଥିଲା ବୋଲି ନିଜେ ତୁମେ ହିଁ ପ୍ରମାଣ କରୁଛ ମୋହନ ସରକାର। ୧୧୧୦୦ ଟଙ୍କାରେ ଓଡ଼ିଶାରେ ଯଦି ଚଳିବାକୁ ଯଥେଷ୍ଟ ତେବେ ଅନ୍ୟ ଗ୍ରୁପ୍ C employees ଙ୍କୁ କାହିଁକି ନିୟମିତ କରାଯାଇଛି ? ଶିକ୍ଷକର ସମ୍ମାନ ରକ୍ଷାକର ନଚେତ୍ ନିଜ ସମ୍ମାନ ନିଜେ ହରେଇବ @MohanMOdisha @CMO_Odisha

Tweet Image 1
Tweet Image 2
Tweet Image 3

Kamal lochan Behera Reposted

ସମ୍ମାନନୀୟ ମୁଖ୍ୟମନ୍ତ୍ରୀ @MohanMOdisha ମହୋଦୟ, ଜଣେ ହାଇସ୍କୁଲ ଶିକ୍ଷକ ଚାକିରୀରେ ଯୋଗ ଦେବା ଦିନରୁ ୫୫ ହଜାର ଦରମା । କିନ୍ତୁ ଜଣେ ପ୍ରାଥମିକ ଶିକ୍ଷକ ଚାକିରୀ ରେ ଯୋଗ ଦେଲେ ପାଇବେ ୧୧,୧୦୦ ଦରମା। ନିର୍ବାଚନ ପ୍ରତିଶ୍ରୁତି ରେ ଥିବା "ସମାନ କାମକୁ ସମାନ ଦରମା" କେବେ ହେବ?

Tweet Image 1
Tweet Image 2

Kamal lochan Behera Reposted

ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ।ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ର ଉନ୍ନତି ବିନା ଗୁଣାତ୍ମକ ଶିକ୍ଷା ର ପରିକଳ୍ପନା କରାଯାଇନପାରେ,ହେଲେ ଏ ସବୁ କୁ ଯିଏ ରୂପରେଖ ଦେବ ସେହି କନିଷ୍ଠ ଶିକ୍ଷକ ର ପେଟ ଅପୋଷା ରହିଲେ ତାହା କଣ ସମ୍ଭବ । ମାତ୍ର ୧୧୧୦୦ ଟଙ୍କା ର ପାରିଶ୍ରମିକରେ କଣ ଏହା ସମ୍ଭବ? କନିଷ୍ଠ ଶିକ୍ଷକ ଙ୍କ ର ଦୁଃଖ କୁ ବୁଝନ୍ତୁ।


Kamal lochan Behera Reposted

ହେ ସରକାର ତୁମେ ଆଖି ଥାଇ ଅନ୍ଧ ନା କଣ ? ଦେଖା ଯାଉନି ଶିକ୍ଷକଙ୍କ ଆର୍ତ୍ତ ଚିତ୍କାର ? 2022 ରୁ ଠିକା ନିଯୁକ୍ତି ବନ୍ଦ ହେବା ପରେ ବି 2024 ରେ ତୁମେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଠିକା ରେ ଦେଲ !! ତୁମେ କେବଳ କଥା କହୁଚ କିନ୍ତୁ କାମ ରେ କରିବା ବେଳକୁ ପଛଘୁଞ୍ଚା । ନିଜ ପ୍ରତିଶ୍ରୁତି ରକ୍ଷାକର । #we_want_regular #justice_FOR_PRT

Tweet Image 1
Tweet Image 2
Tweet Image 3

Kamal lochan Behera Reposted

ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ଆପଣ ବହୁତ କିଛି କରୁଛନ୍ତି। କିନ୍ତୁ ୧୧,୧୦୦/- ରେ ଜଣେ ଶିକ୍ଷକ କେମିତି ଅଲଗା ଜିଲ୍ଲାରେ ଚଳିବ? କେମିତି ଶିକ୍ଷାର ଉନ୍ନତି ହେବ? ଦୟାକରି କନିଷ୍ଠ ଶିକ୍ଷକ(Schematic) କୁ ରେଗୁଲାର କରନ୍ତୁ। ଆପଣ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। #equal_work_equal_pay

Tweet Image 1
Tweet Image 2

Kamal lochan Behera Reposted

ଭୁଲ୍ ହେଇଗଲା କି ଶିକ୍ଷକ ହେବାର ଶପଥ ନେଇକି ? 11100 ରେ ମୋ ପରିବାର ତ ଭୋକରେ ମାରିବେ ହେଲେ ଏ ସରକାର ସେତେବେଳେ କଣ କରିବ ଆମପାଇଁ ? ପ୍ରକୃତରେ ଯଦି ଆପଣଙ୍କ ମଣିଷ ପଣିଆ ଥିବ ଶିକ୍ଷକଙ୍କୁ ନିୟମିତ କରନ୍ତୁ। ଏମିତି କାକୁତି ମିନତି ହେବା ଟା କଣ ଗୋଟେ ଶିକ୍ଷକ ର ମର୍ଯ୍ୟାଦା ?@MohanMOdisha @Narendr304 @dpradhanbjp

Tweet Image 1

Kamal lochan Behera Reposted

@MohanMOdisha ତୁମେ କୁଆଡେ 100 ଦିନ ଭିତରେ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରୁଥିଲ ? କୁଆଡେ ଗଲା ତୁମର ସମାନ କାମକୁ ସମାନ ଦରମା ପ୍ରତିଶ୍ରୁତି ? ରାଜ୍ୟରେ 16009 ଜଣ ଶିକ୍ଷକଙ୍କୁ ଠିକା ନିଯୁକ୍ତି ଦେବା ଟା କଣ ତୁମର ପ୍ରତିଶ୍ରୁତି ? ମାତ୍ର 11100 ଟଙ୍କାରେ ଖାଇବାକୁ ନ ପାଇଲା ଭଳି ଶିକ୍ଷକଙ୍କୁ ଖଟେଇବା କଣ ତୁମ ପ୍ରତିଶ୍ରୁତି ?

Tweet Image 1
Tweet Image 2

Kamal lochan Behera Reposted

ଠିକା ରୂପରେ ଶିକ୍ଷକ ନିଯୁକ୍ତି ଦଉଚ ଆଉ ସେଥିରେ ବୁଲି ବୁଲି ପ୍ରଚାର କରୁଚ। ଆଗରୁ ବିନା କାଗଜ ରେ କହୁଥିବା ମୁଖ୍ୟମନ୍ତ୍ରୀ ଏବେ କାଗଜରେ ବନ୍ଧା। ପ୍ରକୃତରେ ଆମେ କଣ ତୁମ ସାବତ ପୁଅ ଝିଅ ? କାମ କରିବୁ କିନ୍ତୁ ଦିନକ ଦରମା ଜଣେ ଶ୍ରମିକଠୁ କମ୍ ଧନ୍ୟ ରେ ତୁମ DOUBLE ENGINE #ABOLISH_CONTRACTUAL_SYASTEM #ଶିକ୍ଷକ_ଏକତା_ଜିନ୍ଦାବାଦ

Tweet Image 1

Kamal lochan Behera Reposted

ଦିନ ଥିଲା କି ଏଇ ମୋହନ ବାବୁ ନିଜେ ପ୍ରାଥମିକ ଶିକ୍ଷକଙ୍କ ରେଗୁଲାର ପାଇଁ ଦାବି କରୁଥିଲେ କିନ୍ତୁ ଆଜି ନିଜେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରାଥମିକ ଶିକ୍ଷକଙ୍କ ଦାବି କଳିଙ୍ଗ ଷ୍ଟାଡିୟମ୍ ରେ ଜଣେଇଲା ପରେ ମଧ୍ୟ ସଭାକୁ ହଠାତ୍ ଶେଷ କରି ଚାଲିଗଲେ। ପ୍ରକୃତରେ ପ୍ରାଥମିକ ଶିକ୍ଷକ ମାନେ କଣ ମାତ୍ର 11100 ର ହକଦାର ଯେଉଁମାନେ ଦେଶର ବିଶ୍ଵକର୍ମା


Kamal lochan Behera Reposted

ଡବଲ ଇଞ୍ଜିନ ସରକାର କୁଆଡେ ଡବଲ ବିକାଶ କରୁଥିଲା ? ଶିକ୍ଷକ ମାନେ କେତେ ଆଶାରେ ଆପଣଙ୍କ ଉପରେ ଭରଷା କରିଥିଲେ ହେଲେ ଆପଣମାନେ କଣ କଲେ ? ଗୋଟେ ଠିକା ନିଯୁକ୍ତି ପାଇଁ ଏତେବଡ଼ ନିଯୁକ୍ତି ସମାରୋହ ହେଲା କିନ୍ତୁ ଶିକ୍ଷକଙ୍କ ଦରମା 11100, କେତେ ହାସ୍ୟାସ୍ପଦ କଥା ଆପଣ ନିଜେ ବିଚାର କରନ୍ତୁ ମୋହନ ସରକାର !!! ସବୁ କେବଳ ପ୍ରହସନ ଆଉ କିଛି ନୁହଁ

Tweet Image 1

Kamal lochan Behera Reposted

ପ୍ରତାରଣା କାହାକୁ କୁହନ୍ତି ଆପଣ ମାନେ ଦେଖେଇଦେଲେ। ଆପଣଙ୍କ କଥାରେ ଥିଲା ସମାନ କାମକୁ ସମାନ ଦରମା କିନ୍ତୁ ଓଡ଼ିଶା ରେ ପ୍ରାଥମିକ ଶିକ୍ଷକ କେତେ ନିର୍ଯାତିତ ଆପଣମାନଙ୍କୁ ଦେଖାଗଲାନି କେମିତି ? ଦେଶ ଗଢ଼ିବା ଲୋକ ଯଦି ଭୋକରେ ମରିବ କିପରି ଏ ଦେଶ 2036 ସୁଦ୍ଧା ବିକଶିତ ହେବ ? କେବଳ ପ୍ରତାରଣା ଛଡ଼ା ଆପଣ ଆମକୁ କିଛି ଦେଲେନି ମୋହନ ବାବୁ

Tweet Image 1

Kamal lochan Behera Reposted

ଶିକ୍ଷକ ମାନଙ୍କର ସମସ୍ୟା ନା କେବେ ସରକାର କୁ ଦେଖା ଦେଇଛି ନା ଦେଖା ଦେବ। ହେ ମାନନୀୟ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଆପଣ ଭାବନ୍ତୁ କିପରି ଜଣେ 11100 ରେ ପରିବାର ପୋଷଣ କରିବ ? ଆପଣ ବି ଲୋକସେବା କରୁଛନ୍ତି ତାହେଲେ ଆପଣଙ୍କ ଦରମା କିପରି ଲକ୍ଷାଧିକ ? ଆପଣଙ୍କୁ 11100 ଦରମା ମିଳିଲେ ଆପଣଙ୍କ ପରିବାର ଚଳି ପାରିବ ତ ?

Tweet Image 1
Tweet Image 2
Tweet Image 3

Kamal lochan Behera Reposted

@dpradhanbjp @KVSinghDeo1 @MohanMOdisha @NityanandaBJP Junior Teachers are to be Appointed But let you know their Salary is less than Daily wages 👉 11k/Month (366/Day) Where as The Daily Wages of a labour is 1035/day (26,910 monthly) according to odisha govt Please Consider

Tweet Image 1
Tweet Image 2

Kamal lochan Behera Reposted

କନିଷ୍ଠ ଶିକ୍ଷକ ନିଯୁକ୍ତି ସମୟ ରେ ଏପରି ଗୁଣ୍ଡାରାଜ ନବରଙ୍ଗପୁର ଜିଲ୍ଲା ରେ ଦେଖିବାକୁ ମିଳିଛି।ଆମେ ଆପଣଙ୍କଦୃଷ୍ଟିକୁ ଆଣିଥିଲୁ ଆସନ୍ତାକାଲି୩୦/୯/୨୦୨୪ ରାୟଗଡା ଜିଲ୍ଲା ରେ ଚୁକ୍ତିନାମା ସ୍ବାକ୍ଷର ହେବ,ସେଠି ମଧ୍ୟ ପିଲାଙ୍କୁ ଧମକ ମିଳୁଛି।ପିଲାମାନେ ଭୟ ର ବାତାବରଣ ଭିତରେ ବଞ୍ଚୁଛନ୍ତି ପିଲାମାନଙ୍କସୁରକ୍ଷା ପାଇଁ ଦୃଢ଼ପଦକ୍ଷେପ ନିଆଯାଉ


Kamal lochan Behera Reposted

ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ କନିଷ୍ଠ ଶିକ୍ଷକ ହେବୁ ବୋଲି କେତେ ପରୀକ୍ଷା ଦେଲୁ ଏବେ selection list ରେ ନାମ ଥାଇ school choice ଦେବା ପରେ ନା osepa letter ର value ରହୁଛି ନା ଜିଲ୍ଲା ପରିଷଦ approval ର ତାରିଖ ସ୍ଥିର ରହୁଛି1yr ରୁ ଅଧିକା ଅପେକ୍ଷା ପରେ କେବେ ମିଳିବ ନିଯୁକ୍ତି ନା ଖାଲି ପ୍ରତିଶ୍ରୁତି 🙏🙏🙏

Tweet Image 1
Tweet Image 2

Kamal lochan Behera Reposted

You Kept your words for Odisha #SubhadraYojana. WHAT IS THE STAND FOR "SAME WORK SAME PAY FOR TEACHER" According to your manifesto @BJP4India Kindly Appoint the Junior Teacher as Regular Salary and Abolish the Contractual/Schematic era.@narendramodi @MohanMOdisha @dpradhanbjp

Tweet Image 1

Kamal lochan Behera Reposted

ମୁଖ୍ୟମନ୍ତ୍ରୀ @MohanMOdisha ଙ୍କୁ ଆମର ପ୍ରଣାମ 🙏 l 18788 କନିଷ୍ଠ ଶିକ୍ଷକ ମାନଙ୍କୁ ଯୋଜନାଭିତ୍ତିକ/ଚୁକ୍ତିଭିତ୍ତିକ ବଦଳରେ ରେଗୁଲାର ଚାକିରି ଦିଅନ୍ତୁ l ଯାହାକି ଆପଣ ନିର୍ବାଚନ ପୂର୍ବରୁ Manifesto ରେ କହିଥିଲେ "Equal Pay for Equal Work." Rs 11,100/- ରେ ଅଲଗା ଜିଲ୍ଲାରେ ଜଣେ ପ୍ରାଥମିକ ଶିକ୍ଷକ କେମିତି ଚଳିବେ ?

Tweet Image 2
Tweet Image 3
Tweet Image 4

Kamal lochan Behera Reposted

ମୁଖ୍ୟମନ୍ତ୍ରୀ @MohanMOdisha ଙ୍କୁ ଆମର ପ୍ରଣାମ 🙏 l 18788 କନିଷ୍ଠ ଶିକ୍ଷକ ମାନଙ୍କୁ ଯୋଜନାଭିତ୍ତିକ/ଚୁକ୍ତିଭିତ୍ତିକ ବଦଳରେ ରେଗୁଲାର ଚାକିରି ଦିଅନ୍ତୁ l ଯାହାକି ଆପଣ ନିର୍ବାଚନ ପୂର୍ବରୁ Manifesto ରେ କହିଥିଲେ "Equal Pay for Equal Work." Rs 11,100/- ରେ ଅଲଗା ଜିଲ୍ଲାରେ ଜଣେ ପ୍ରାଥମିକ ଶିକ୍ଷକ କେମିତି ଚଳିବେ ?

Tweet Image 2
Tweet Image 3
Tweet Image 4

Kamal lochan Behera Reposted

ମୁଖ୍ୟମନ୍ତ୍ରୀ @MohanMOdisha ଙ୍କୁ ଆମର ପ୍ରଣାମ 🙏 l 18788 କନିଷ୍ଠ ଶିକ୍ଷକ ମାନଙ୍କୁ ଯୋଜନାଭିତ୍ତିକ/ଚୁକ୍ତିଭିତ୍ତିକ ବଦଳରେ ରେଗୁଲାର ଚାକିରି ଦିଅନ୍ତୁ l ଯାହାକି ଆପଣ ନିର୍ବାଚନ ପୂର୍ବରୁ Manifesto ରେ କହିଥିଲେ "Equal Pay for Equal Work." Rs 11,100/- ରେ ଅଲଗା ଜିଲ୍ଲାରେ ଜଣେ ପ୍ରାଥମିକ ଶିକ୍ଷକ କେମିତି ଚଳିବେ ?

Tweet Image 2
Tweet Image 3
Tweet Image 4

Kamal lochan Behera Reposted

ପ୍ରଶିକ୍ଷିତ ମେଧା କନିଷ୍ଠ ଶିକ୍ଷକମାନଙ୍କର ନିଯୁକ୍ତିକୁ ନିୟମିତ(REGULAR)କରି ନିଯୁକ୍ତି ଦିଆଗଲେ ସମାନ କାମ କୁ ସମାନ ଦରମା କଥା ର ଯଥାର୍ଥତା ରହିବ। @CMO_Odisha @dpradhanbjp sir @AprajitaSarangi mam @MohanMOdisha sir @NityanandaBJP sir @SecyChief sir .ସବୁ ପ୍ରତିଶୃତି ଭଳି ଆମ ପ୍ରତିଶୃତି କୁ ପୂରଣ କରିବା ହେବେ।

Tweet Image 1
Tweet Image 2
Tweet Image 3

Loading...

Something went wrong.


Something went wrong.