@EternalBhaktism Profile picture

EternalBhakt

@EternalBhaktism

Hungry!

Similar User
subhashree giri photo

@subhashreegiri3

Resma Bhuyan photo

@resmabhuyan123

Santosh kumar Baral photo

@Santosh80223412

VOICE OF PEPOLE photo

@pepole_of

Manoj Kausalya photo

@KausalyaManoj

KUNA MAHANTA photo

@KUNAMAHANTA175

Abhay Kumar photo

@abhaysilu

Reena 🌿 photo

@Reena17564430

Satyaranjan Mahalik photo

@Satyara02284335

Odisha Teachers,Students,Parents Association-OTSPA photo

@OdiTSPA_

MR. ଢେଙ୍କାନାଳିଆ photo

@i_am_ruturaj

subh_CLONE photo

@Subhran67134710

Subhashree Behera photo

@Subhash04470464

Balabhadra Majhi photo

@BalabhadraMaj16

Saroj kumar patra photo

@sarojkpatra_

EternalBhakt Reposted

ଯଥା ଶୀଘ୍ର ନିଯୁକ୍ତି ଦିଆଯାଉ ।ଶିକ୍ଷାକୁ ବଞ୍ଚାଯାଉ। ଗୁଣାତ୍ମକ ଶିକ୍ଷା କରିବାକୁ ହେଲେ ନିଯୁକ୍ତିର ନିହାତି ଆବଶ୍ୟକ@SMEodisha@BPsethi@Samirdash01@Mosarkar5T@CMO_Odisha@Aprajita Sarangi@OTVnews@ArgusNews_in

Tweet Image 1

EternalBhakt Reposted

ପ୍ରାଥମିକ ବିଦ୍ୟାଳୟରେ ୬୬୬୬୬ ଗୋଟି ଶିକ୍ଷକ ପଦବୀ ଖାଲିପଡ଼ିଥିବା ବେଳେ ଦୀର୍ଘ ୬ ବର୍ଷଧରି ନିଯୁକ୍ତି ବିଜ୍ଞାପନ ଅଭାବରୁ ଲକ୍ଷାଧିକ ପ୍ରଶିକ୍ଷିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @SecyChief @BPSethi @samirdash01 @MoSarkar5T @OSEPA_Official @SMEOdisha


EternalBhakt Reposted

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଆବଶ୍ୟକତା ଅଛି. ଓଡ଼ିଶାରେ ତାଲିମ ପ୍ରାପ୍ତ ଶିକ୍ଷକ ଆଶାୟୀ ନିଯୁକ୍ତି ପାଇଁ ଅପେକ୍ଷାରତ ତୁରନ୍ତ #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @SecyChief @MoSarkar5T @BPSethi @SMEOdisha @OSEPA_Official @FdOdisha @otvkhabar @kanak_news @aajtak @Times @DDOdiaNews


EternalBhakt Reposted

ପ୍ରାଥମିକ ବିଦ୍ୟାଳୟରେ ୬୬୬୬୬ ଗୋଟି ଶିକ୍ଷକ ପଦବୀ ଖାଲିପଡ଼ିଥିବା ବେଳେ ଦୀର୍ଘ ୬ ବର୍ଷଧରି ନିଯୁକ୍ତି ବିଜ୍ଞାପନ ଅଭାବରୁ ଲକ୍ଷାଧିକ ପ୍ରଶିକ୍ଷିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ। #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @SecyChief @BPSethi @samirdash01 @MoSarkar5T @OSEPA_Official @SMEOdisha @OJTAA1


EternalBhakt Reposted

ଓଡ଼ିଶାରେ ପ୍ରାଥମିକ ଶିକ୍ଷା ଭୁଶୁଡି ଗଲାଣି, ପିଲା ସଂଖ୍ୟା ଗଣିପାରୁନାହାନ୍ତି, ଯୁକ୍ତାକ୍ଷର ପଢିପାରୁନାହାନ୍ତି !ଭିତ୍ତିଭୂମି ନାହିଁ! କେଉଁ ନ୍ୟାୟରେ ପ୍ରାଥମିକ ବିଦ୍ୟାଳୟରେ ୬୬୬୬୬ ଶିକ୍ଷକ ପଦବୀ ପାଙ୍କା ଅଛି ? #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @SecyChief @BPSethi @OSEPA_Official @SMEOdisha @OJTAA1


EternalBhakt Reposted

ଶିକ୍ଷକ ନିଯୁକ୍ତିରୁ ବଞ୍ଚିତ ଶହ ଶହ ଛାତ୍ର ଶିକ୍ଷକ D.EL.ED.(୨୦୧୯-୨୧) ଛାତ୍ର ଶିକ୍ଷକମାନଙ୍କର ବାର୍ଷିକ ପରୀକ୍ଷା ତା ୦୮.୧୦.୨୧ ରିଖ କୁ ୧୨୦ ଦିନ ବିତିଯାଇଥିଲେ ବି ଏଯାଏଁ ଫଳ ପ୍ରକାଶ ପାଉନି କାହିଁକି? #DELED_19_21_RESULT @CMO_Odisha @SecyChief @BPSethi @samirdash01 @MoSarkar5T @BSEOdisha @SMEOdisha


EternalBhakt Reposted

ଶିକ୍ଷକ ନିଯୁକ୍ତିରୁ ବଞ୍ଚିତ ଶହ ଶହ ଛାତ୍ର ଶିକ୍ଷକ D.EL.ED.(୨୦୧୯-୨୧) ଛାତ୍ର ଶିକ୍ଷକମାନଙ୍କର ବାର୍ଷିକ ପରୀକ୍ଷା ତା ୦୮.୧୦.୨୧ ରିଖ କୁ ୧୨୦ ଦିନ ବିତିଯାଇଥିଲେ ବି ଏଯାଏଁ ଫଳ ପ୍ରକାଶ ପାଉନି କାହିଁକି? #DELED_19_21_RESULT @CMO_Odisha @SecyChief @BPSethi @samirdash01 @MoSarkar5T @BSEOdisha @SMEOdisha @OJTAA1


EternalBhakt Reposted

@OSEPA_Official ର RTI ତଥ୍ୟନୁଯାୟୀ ଓଡ଼ିଶାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ 227993 (Cadre 135656 ଓ SS 92337) ଟି ଅନୁମୋଦିତ ଶିକ୍ଷକ ମଧ୍ୟରୁ, 161327 ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି, ଅର୍ଥାତ ବର୍ତ୍ତମାନ ମଧ୍ୟ 66666 ଟି ଅନୁମୋଦିତ ଶିକ୍ଷକ ପଦବୀ ଭେକେନ୍ସି ଅଛି। #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @BPSethi

Tweet Image 1
Tweet Image 2
Tweet Image 3

EternalBhakt Reposted

ଚାହୁଁ ଚାହୁଁ ବିତିଗଲା ୬ ବର୍ଷ। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦିଆଗଲା ନାହିଁ।ଆଉ କେତେଦିନ ଆମେ ଆମ ଅଧିକାର ପାଇଁ ସ°ଗ୍ରାମ କରିବୁ #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @BPSethi @SMEOdisha @samirdash01 @OSEPA_Official @otvnews @kanak_news


EternalBhakt Reposted

ଚାହୁଁ ଚାହୁଁ ବିତିଗଲା ୬ ବର୍ଷ। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦିଆଗଲା ନାହିଁ।ଆଉ କେତେଦିନ ଆମେ ଆମ ଅଧିକାର ପାଇଁ ସ°ଗ୍ରାମ କରିବୁ #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @BPSethi @SMEOdisha @samirdash01 @OSEPA_Official @otvnews @AprajitaSarangi @bhalubh55


EternalBhakt Reposted

ଶିକ୍ଷା ଅଧିକାର କୁ ନବୀନ ସରକାର କାହିଁକି ଧ୍ୟାନ ଦେଉ ନାହାନ୍ତି । ପ୍ରାଥମିକ ଶିକ୍ଷା କୁ ସୁଦୃଢ କରିବା ଆମର ଦାବି। #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @MoSarkar5T @BPSethi @samirdash01 @SMEOdisha @otvnews @bada_khabar @ArgusNews_in @kanak_news @NandighoshaTV

Tweet Image 1

EternalBhakt Reposted

We are waiting since last 6 years . Please recruit junior teachers to ensure quality education in govt schools. @CMO_Odisha @OSEPA_Official #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @OJTAA1 @BPSethi @panigrahi_jp @samirdash01 @MoSchoolOdisha


EternalBhakt Reposted

ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତିକୁ ୬ ବର୍ଷ ବିତିଲା ତଥାପି ନିଯୁକ୍ତି ନେଇ ସରକାରଙ୍କ ମୁହଁରେ ତାଲା। ଓଡିଶା ର ଶିକ୍ଷାକୁ ଧ୍ଵଂସ କରିବାର ଏ ଉପାୟ ନା ବହୁମତରେ ସରକାର ଗଢିବାର ଉପହାର। #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @SecyChief @BPSethi @samirdash01 @MoSarkar5T @OSEPA_Official @SMEOdisha


EternalBhakt Reposted

ଚାହୁଁ ଚାହୁଁ ବିତିଗଲା ୬ ବର୍ଷ। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦିଆଗଲା ନାହିଁ।ଆଉ କେତେଦିନ ଆମେ ଆମ ଅଧିକାର ପାଇଁ ସ°ଗ୍ରାମ କରିବୁ.. We want Junior teacher recruitment in 2022 #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @BPSethi @SMEOdisha @samirdash01 @OSEPA_Official @otvnews @kanak_news


EternalBhakt Reposted

ଚାହୁଁ ଚାହୁଁ ବିତିଗଲା ୬ ବର୍ଷ। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦିଆଗଲା ନାହିଁ।ଆଉ କେତେଦିନ ଆମେ ଆମ ଅଧିକାର ପାଇଁ ସ°ଗ୍ରାମ କରିବୁ #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @BPSethi @SMEOdisha @samirdash01 @OSEPA_Official @otvnews @kanak_news


EternalBhakt Reposted

ଶିକ୍ଷାର ଘରୋଇକରଣ ବ୍ୟବସ୍ଥା ବନ୍ଦ କରନ୍ତୁ,ଆଉ ତୁରନ୍ତ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରନ୍ତୁ। #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ @CMO_Odisha @samirdash01 @SMEOdisha @MoSarkar5T @samirdash01 @OSEPA_Official @BPSethi @ArgusNews_in @otvnews @kanak_news


EternalBhakt Reposted

କନିଷ୍ଠ ଶିକ୍ଷକ ନିଯୁକ୍ତି କେବେ ? ଆମ କୁ କେତେ ଦିନ ଅପେକ୍ଷାକୁ ପଡ଼ିବ? ଆପଣ ସମସ୍ତଙ୍କ କଥା ବୁଝୁଛନ୍ତି , ଆମ ବେଳକୁ କଣ ପାଇଁ ହାତଟେକୁ ଛନ୍ତି ସରକାର। ଆମର ଓଡ଼ିଶା ରେ ଜନ୍ମ ହେବା ଟା କଣ ଭୁଲ। ନା ଶିକ୍ଷକ ହେବାର ସ୍ବପ୍ନଦେଖିବା ଭୁଲ। @CMO_Odisha @samirdash01 @MoSarkar5T @jenapratap66 @PMOIndia

Tweet Image 1

Loading...

Something went wrong.


Something went wrong.