@DeiPriyanka Profile picture

Priyanka Dalei

@DeiPriyanka

Joined December 2018
Similar User
KHIROD KUMAR(Research Scholar) photo

@khirod1990

Preetiranjan photo

@preetigcek

Abhinna Sundar Das photo

@itz_abhinna

Priyanka Dalei Reposted

ଓଡିଶାର ସବୁ ବେସରକାରୀ ସ୍କୁଲ ର NOC ଠିକ ଅଛି ତ?? #OdishaShikshaKranti


Priyanka Dalei Reposted

ସମସ୍ତଙ୍କୁ ଗୁଣାତ୍ମକ ବାଧ୍ୟତାମୂଳକ ମାଗଣା ଶିକ୍ଷା ଦେବା ଆମର ଦାବି।ଏକ ରାଷ୍ଟ୍ର ଏକ ଶିକ୍ଷା ଅମାରଦବି। ଏକପ୍ରକାର ପରିବେଶରେ ସଭିଙ୍କୁ ଅନ୍ତରନିବେଶି ଶିକ୍ଷା ଆମର ଦାବି #OdishaShikshaKranti


Priyanka Dalei Reposted

ଯାଞ୍ଚ ପରେ ନକଲି ଶିକ୍ଷକ କେମିତି??? #OdishaShikshaKranti

Tweet Image 1

Priyanka Dalei Reposted

ବିଦ୍ୟାକୁ ବାଣିଜ୍ୟ ରେ ପରିଣତ କରିବା ପ୍ରୋତ୍ସାହନ କୁ ସରକାର କେବେ ବନ୍ଦ କରିବେ ? #OdishaShikshaKranti @CMO_Odisha @Sambhaba_org @MoSarkar5T @otvnews @NEWS7Odia @EduMinOfIndia @SMEOdisha


Priyanka Dalei Reposted

ଏଠି ମଦ୍ଯାଳୟ ଯେତିକି ବଢୁଛି , ବିଦ୍ୟାଳୟ ସେତିକି ଭାଙ୍ଗୁଚି...... ସରକାରଙ୍କ ଏହା କି ପ୍ରକାର ନୀତି ? #OdishaShikshaKranti @CMO_Odisha @otvnews @NEWS7Odia @SMEOdisha @EduMinOfIndia


Priyanka Dalei Reposted

ଆଜି ଯଦି ବନ୍ଦ ହେଇ ଯାଉଥିବା ସରକାରୀ ବିଦ୍ୟାଳୟ ମାନଙ୍କ ପାଇଁ ଆମେ ସ୍ୱର ନ ଉଠେଇବା, କାଲି ସକାଳେ ଆମ ଗାଁ ପାଖ ବିଦ୍ୟାଳୟ ବନ୍ଦ ହେବନି ବୋଲି କିଏ ଗ୍ୟାରେଣ୍ଟି ଦେଇ ପାରିବ ? ଉଠ ଯୁବକ ଛାଡ ଆଳସ୍ୟ ପ୍ରଶ୍ନ ପଚାର ନେତାଙ୍କୁ । #OdishaShikshaKranti


Priyanka Dalei Reposted

ସରକାର ଆମ Tax ଟଙ୍କା ରେ ସ୍କୁଲ ଚଲଉଚନ୍ତି , ତାଙ୍କ ଅର୍ଜିତ ସମ୍ପତ୍ତି ରେ ନୁହେଁ, କିନ୍ତୁ ଶିକ୍ଷା ବ୍ୟବସ୍ଥା ର ଆଇନ ଉଲ୍ଲଂଘନ ହେଉଛି କ'ଣ ପାଇଁ ? #OdishaShikshaKranti


Priyanka Dalei Reposted

ଅଧିକାଂଶ ପିଲା ହଷ୍ଟେଲ ଆଶ୍ରମ ଆଦର୍ଶରେ ରହିଲେ ଯେଉଁ ମାନେ ଟଙ୍କା ଵାଲା ବେସରକାରୀ ଏବଂ ବଳକା ଦୁର୍ବଳ ଆର୍ଥିକ ଶ୍ରେଣୀର ତାଙ୍କ ଶିକ୍ଷା ହେଲେ କେତେ ନହେଲେ କେତେ ସରକାରଙ୍କ।ମତରେ। #OdishaShikshaKranti


Priyanka Dalei Reposted

. Kudos to @Sambhaba_org for creating awareness and uniting people for availing best schools in Odisha. #OdishaShikshaKranti #OdishaNews


Priyanka Dalei Reposted

ପ୍ରତ୍ୟେକ BEO, DEO ଏବଂ ଶିକ୍ଷା ବିଭାଗ ର ନେତା ଓ ଅଧିକାରୀ ଙ୍କ ପିଲା ମାନଙ୍କ ପାଠପଢ଼ା ବାଧ୍ୟତା ମୂଳକ ଭାବରେ ସରକାରୀ ବିଦ୍ୟାଳୟ ରେ କରାଯାଉ । #OdishaShikshaKranti


Priyanka Dalei Reposted

ଏଠି ଆମ ଓଡ଼ିଶା ସରକାର ନିଜର ପ୍ରଚାର କରିବାକୁ ଟଙ୍କା ଅଛି , କିନ୍ତୁ ବିଦ୍ୟାଳୟ ବନ୍ଦ କରୁଛନ୍ତି କ'ଣ ପାଇଁ ? #OdishaShikshaKranti


Priyanka Dalei Reposted

ସରକାରି ସ୍କୁଲ ଥାଉ ଥାଉ ବେସରକାରି ସ୍କୁଲ କଣ ପାଇଁ ? #OdishaShikshaKranti @CMO_Odisha @Sambhaba_org @MoSarkar5T @otvnews @NEWS7Odia @EduMinOfIndia @SMEOdisha


Priyanka Dalei Reposted

ସରକାର @MoSarkar5T ର ନାରାଦେଇ କିଛିଟା ବିଦ୍ୟାଳୟ କୁ ମଡେଲ କରି ଅନେକ ବିଦ୍ୟାଳୟ ବନ୍ଦ କରିଦେବା, ଏହା କିପ୍ରକାର ଶିକ୍ଷା ବ୍ୟବସ୍ଥା ?. #OdishaShikshaKranti


Priyanka Dalei Reposted

ବିଦ୍ୟା ଦାନ ଏକ ସେବା , ବା ଏହା ଆମର ମୈଳିକ ଅଧିକାର ! ତେବେ ଏହାକୁ ଘରୋଇକରଣ କରି ଲକ୍ଷ ଲକ୍ଷ ଟଙ୍କା donation ଆଦାୟ କରିବାକୁ ଅନୁମତି ମିଳୁଛି କେମିତି ?! #OdishaShikshaKranti


Priyanka Dalei Reposted

ସରକାରୀ ସ୍କୁଲ ବନ୍ଦ ପାଁଇ ସବୁ ନିୟମ, ବେସରକାରୀ ସ୍କୁଲ ଖୋଲିବା ପାଁଇ କାହିଁ ନିୟମ !? #OdishaShikshaKranti


Priyanka Dalei Reposted

ଶିକ୍ଷାର ମାନଦଣ୍ଡକୁ ସୁଧାରିବାକୁ ହେଲେ, ଶିକ୍ଷକଙ୍କୁ ଉଚିତ ସମ୍ମାନ ଆଉ ତାଙ୍କର ଶୈକ୍ଷିକ କଳା ବୃଦ୍ଧି ପାଇଁ ଦୃଷ୍ଟିଗୋଚର କରାଯିବ ଦରକାର । #OdishaShikshaKranti


Priyanka Dalei Reposted

ଠିକା ଦାରୀ ଓ ଶାସକ ଦଳର କର୍ମୀଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କ ନିଷ୍ଠା ପ୍ରୟାସ।ଯେକୌଣସି ପ୍ରକାରେ ଲୋକଙ୍କୁ ଯୋଡି ରଖି ତାଙ୍କ ପଛରେ ନିନ୍ଦାବାଦ କରି ଯୁବକଙ୍କୁ ଭ୍ରଷ୍ଟ କରିବା ଏକ ସଫଳ ରୂପାୟନ। #OdishaShikshaKranti


Priyanka Dalei Reposted

ଓଡିଶା ରେ ପ୍ରତି ପଂଚାୟତ ରେ ଗୋଟିଏ ସରକାରୀ ହାଇସ୍କୁଲ ଏବଂ ପ୍ରତି ବ୍ଲକ ରେ ଗୋଟିଏ ସରକାରୀ ମହାବିଦ୍ୟାଳୟ ସୁନିଶ୍ଚିତ କରା ଯାଉ ବ୍ଲକ ଗ୍ରାଣ୍ଟ ଏଡେଡ଼ ସ୍କୁଲ ରେ ଶିକ୍ଷକ ନିଯୁକ୍ତି ଦିଆ ଯାଉ #odishasikhiyakarnti @Naveen_Odisha @MoSarkar5T


Priyanka Dalei Reposted

ଶିକ୍ଷକ ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଦିଆଯାଉ ଏବଂ ଅତିକମରେ ୨୦କିମି ଦୂର ରେ କୌଣସି ବିଦ୍ୟାଳୟ ରେ ଅବସ୍ଥାପିତ କରାଯାଉ। #OdishaShikshaKranti


United States Trends
Loading...

Something went wrong.


Something went wrong.