@ABHAYAK42221053 Profile picture

Abhaya Kumar Behera

@ABHAYAK42221053

ଯେଉଁଠି ବି ରହିଲେ ନା କାହିଁକି ,ମୋ ଗାଁ ସବୁବେଳେ ମନେପଡେ🤔🤔

Similar User
Donali das photo

@donali_das

ସ୍ମୃତି photo

@smrutiprav

Bikranta photo

@Bikranta_Biki

𝓢𝓪𝓶𝓮𝓮𝓻 photo

@SameerRSwain

Ramesh Jena photo

@RameshJ17829355

ଆପଣଙ୍କ ଗାଁ ଲୋକ 🇮🇳🙏 photo

@Bapeena

ସତ୍ୟରଞ୍ଜନ ଦାସ(କଲମ ଶିଳ୍ପୀ✍️)🇮🇳™ #ଜଗନ୍ନାଥସାହା❤️🙏 photo

@satyaodisha787

🇮🇳Subal ⚠️ photo

@drsubal82

🇮🇳kumar.sa 🇲🇿ପାଇକ ପୁଅ photo

@jenamanas520

ପ୍ରିୟବ୍ରତ ପ୍ରଧାନ|Priyabrat Pradhan| photo

@priyabrat3

ଜଗନ ⚫❗⚫ (Modi Ka Pariwar) photo

@SudamCharanSwa3

ℹ️ Ⓜ️ BIKASH photo

@bikashranjansw1

ନିଲଠା ନାରଣ ! photo

@Akshaya34444826

ଆଶୁତୋଷ - ଆମେ ଅଳ୍ପରେ ସନ୍ତୋଷ photo

@Ashuthewriter

𝓚𝓪𝓶𝓪𝓵𝓪𝓴𝓪𝓷𝓽𝓪 photo

@jenakamalakant

ସୂ ପ୍ରଭାତ🙏🙏 #ପଖାଳ ଦିବସ


ଶୂଭ ସଂନ୍ଧ୍ଯା🙏

Tweet Image 1

ଶୂଭ ସଂନ୍ଧ୍ଯା🙏

Tweet Image 1

ନିଜେ କଳାହେଲେ କଣହେବ, ସିଏ ଏମିତିକା ହାତ ଗୋଡ ନଥିବା କାରିଗର ତା ଆଗରେ ଦୁନିଆର ସମସ୍ତ ପ୍ରଯୁକ୍ତିବିଦ୍ୟା ବି ହାର୍ ମାନିବ #ଜୟ_ଜଗନ୍ନାଥ 🙏ଶୂଭ ସଂନ୍ଧ୍ଯା

Tweet Image 1

ଶୂଭ ସଂନ୍ଧ୍ଯା🙏 #ଅଂଶୁ

Tweet Image 1

#ଜୟମାଗଜଲକ୍ଷ୍ମୀ🙏🙏 ଶୂଭରାତ୍ରୀ

Tweet Image 1

କମଲା ବି ସବୁ ବୟସର ଲୋକମାନଙ୍କୁ ପସନ୍ଦ? 😃😃

Tweet Image 1

#ମୋଭାବନା ଗାଇ ବାଛୁରୀଟିଏ ଜନ୍ମକଲେ ଅଧିକ ଘାସ, ଦାନା ସବୁ ଖାଇବାକୁ ଦିଆଯାଏ, ଅଥଚ ନାରୀଟିଏ ପିଲାଜନ୍ମ କଲେ ତାକୁ କେତେଗୁଡ଼ିଏ ଖାଦ୍ୟ ଖାଇବା ପାଇଁ ବାରଣ କରାଯାଇଥାଏ, କଣପାଇଁ 🤔🤔

Tweet Image 1

ଲତାଦେଇପୁର ମଧ୍ୟରେ ଥିବା ଚୁଆପାଣି ନାଳ ଉପରେ ଥିବା ପୋଲଟି ବଢିପାଣିରେ ଭାସିଯାଇଛି ପ୍ରତିକ୍ରିୟା ରଖିଲେ ସୁଧାକର ସାହୁ link.public.app/HmNp


ଆମ ଘର ନୂଆ ସଦସ୍ଯ, 🙏ଆପଣମାନଙ୍କର ଆଶୀର୍ବାଦ କାମନା କରୁଛି

Tweet Image 1

Abhaya Kumar Behera Reposted

ନୁହେଁ ମୁଁ ଅଙ୍ଗଲୋଭୀ କେବଳ ସୌନ୍ଦର୍ଯ୍ୟରେ ଭାଗୀ ମଧୁରସ ଆସ୍ଵାଦକ ନବ ଫୁଲ ସରାଗୀ ମଧୁପ 🐝 କେବଳ ଫଗୁଣ ମାସର ନୁହେଁ ମୁଁ ଦର୍ଶକ ସୁଖ ସରିଲେ ଭାଙ୍ଗେନି ସମ୍ପର୍କ 🕺 ମୁଁ ଚିହ୍ନିଛି ମୋ ବାନ୍ଧବୀକୁ ମୋ ସହଭାଗିନୀ ତରୁଲତାକୁ ତାର କଅଁଳ ମନକୁ ତାର ସରଳ ହୃଦକୁ କାଲିଥିଲି ମିତ ଆଜିବି ଅଛି ତାସହିତ ସବୁଦିନିଆ ସାଥି ମୁଁ ପ୍ରଜାପତି !.🦋

Tweet Image 1

ସୂ ପ୍ରଭାତ🙏🙏

Tweet Image 1

Abhaya Kumar Behera Reposted

ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କାଲୁରିଆ ଗ୍ରାମର ମଙ୍ଗୁଳି ବେହେରା ଙ୍କ ରୋଜଗାରିଆ ପୁଅ ରାଜୀବ ବେହେରା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି l ମଙ୍ଗୁଳି ବେହେରା ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତା ପାଇଲେ ନାହିଁ @CMO_Odisha @districtadmndkl @MoSarkar5T @SSEPD2 @TukuniSahu @MoSarkar5T @jenapratap66

Tweet Image 1

ସୂ ପ୍ରଭାତ 🙏

Tweet Image 1

Abhaya Kumar Behera Reposted

କୁହ ପ୍ରିୟ ମୁହଁ ଖୋଲି କିଛି କୁହ ଏ କେମିତିକା ଦଣ୍ଡ ତମେ କରୁଛ ବିଧାନ !! ମୋତେ ପିଆଇ ପ୍ରତୀକ୍ଷାର ବିଷ ମରିବାକୁ ପୁଣି କାହିଁ ତମେ କର ବାରଣ ?? --------💮💮 ଜୟ ଶ୍ରୀ ରାଧେ 💮💮-------

Tweet Image 1

ସୂପ୍ରଭାତ🙏🙏

Tweet Image 1

ଶୂଭ ସକାଳ🙏🙏

Tweet Image 1

Loading...

Something went wrong.


Something went wrong.